ରାଜନାଥଙ୍କୁ ଖୁସିରେ କୁଣ୍ଢାଇପକାଇଲେ, ସେଲଫି ନେଲେ

ଶ୍ରୀନଗର: କନ୍ଦାଇ ଦେଲେ କାଶ୍ମୀର ଝିଅ। ଦୁଃଖ ଦେଇ ନୁହଁ ଖୁସିରେ ସଭିଙ୍କ ଆଖିରେ ଲୁହ ଭରିଦେଲେ ସେ । ଭାବବିହୋଳ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ। କିକ୍‌ ବକ୍ସିଂରେ ଅନନ୍ୟ ସଫଳତା ହାସଲ କରିଥିବା  କାଶ୍ମୀରର ୯ ବର୍ଷର ଝିଅ ତାଜାମୁଲ୍‌ ଇସ୍‌ମାଲ ରାଜନାଥ ସିଂଙ୍କୁ ଷ୍ଟେଜ୍‌ରେ କୁଣ୍ଢାଇ ପକାଇବା ସହ ତାଙ୍କ ସହ ସେଲଫି ନେଇଛନ୍ତି। ଖେଳରେ ବିଶେଷ ସଫଳତା ଲାଗି ତାଜମୁଲ୍‌ଙ୍କୁ ସମ୍ମାନିତ କରିବା ପାଇଁ ଆଜି ସେଠାରୁ କେନ୍ଦ୍ର ଗୃହମନ୍ତ୍ରୀ […]

kashmir

kashmir

Rakesh Mallick
  • Published: Friday, 08 June 2018
  • Updated: 08 June 2018, 02:11 AM IST

Sports

Latest News

ଶ୍ରୀନଗର: କନ୍ଦାଇ ଦେଲେ କାଶ୍ମୀର ଝିଅ। ଦୁଃଖ ଦେଇ ନୁହଁ ଖୁସିରେ ସଭିଙ୍କ ଆଖିରେ ଲୁହ ଭରିଦେଲେ ସେ । ଭାବବିହୋଳ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ। କିକ୍‌ ବକ୍ସିଂରେ ଅନନ୍ୟ ସଫଳତା ହାସଲ କରିଥିବା  କାଶ୍ମୀରର ୯ ବର୍ଷର ଝିଅ ତାଜାମୁଲ୍‌ ଇସ୍‌ମାଲ ରାଜନାଥ ସିଂଙ୍କୁ ଷ୍ଟେଜ୍‌ରେ କୁଣ୍ଢାଇ ପକାଇବା ସହ ତାଙ୍କ ସହ ସେଲଫି ନେଇଛନ୍ତି। ଖେଳରେ ବିଶେଷ ସଫଳତା ଲାଗି ତାଜମୁଲ୍‌ଙ୍କୁ ସମ୍ମାନିତ କରିବା ପାଇଁ ଆଜି ସେଠାରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବ୍‌ ମୁଫ୍‌ତି ଏବଂ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

ତେବେ ସମ୍ବର୍ଦ୍ଧନା ପାଇଁ ତାଜମୁଲ୍‌ଙ୍କୁ ଯେତେବେଳେ ନିମନ୍ତ୍ରଣ କରାଗଲା  ସେତେବେଳେ ସେ ଷ୍ଟ୍ରେଜ୍‌କୁ ଯାଇ ରାଜନାଥଙ୍କ ସହ କରମର୍ଦ୍ଦନ କରିବା ବଦଳରେ ତାଙ୍କୁ ଆନନ୍ଦରେ କୁଣ୍ଢାଇପକାଇଥିଲେ। ଏହି ଦୃଶ୍ୟ ଦେଖି ସମସ୍ତେ ତାଜୁବ୍‌ ହୋଇଯାଇଥିଲେ । ଷ୍ଟେଜ୍‌ର ଅତିଥିଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। ନିଜେ ରାଜନାଥ ମଧ୍ୟ ନିଜ ଭାବନାକୁ ଚାପିପାରି ନଥିଲେ।  ତେବେ ଏହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହା ମୋ ପାଇଁ ଗର୍ବର ବିଷୟ ବୋଲି ତାଜମୁଲ୍‌ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ଜେକେ ସ୍ପୋର୍ଟସ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହିପରିପ୍ରେକ୍ଷୀରେ ବାଟ ହୁଡ଼ି ଥିବା ଯୁବକଙ୍କୁ ରାସ୍ତାକୁ ଫେରାଇ ଅଣାଯିବ ଓ ସେମାନଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜନାଥ ।

ସେହିପରି ଜାମ୍ମୁ କାଶ୍ମୀରର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ।  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଉଦ୍ୟମ କରି ଉପତ୍ୟକାର ଭାଗ୍ୟ ଓ ଚିତ୍ର ପୁରାପୁରି ବଦଳାଇ ଦେବେ ବୋଲି ସେ କହିଛନ୍ତି। ୨ ଦିନିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ମେହବୁବା ସହିତ ଆଲୋଚନା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story