ଚେନ୍ନାଇରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।   ଗତ ୧୨ ଘଣ୍ଟା ମଧ୍ୟରେ ଚେନ୍ନାଇରେ ୨୫.୩ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୋର ୩ଟା ୩୦ରୁ ୫ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁ କିଛି ବିମାନର ଗତିପଥକୁ ବଦଳାଯାଇଥିଲ ।  ଏଥିଯୋଗୁ ଚେନ୍ନାଇ ବିମାନ ବନ୍ଦରରେ ଅନେକ ବିମାନର ରୁଟକୁ ପରିବର୍ତ୍ତନ କରାଯାଇଛି। ବ୍ରିଟିଶ ଏୟାର ୱେଜର ଦୁଇଟି ବିମାନକୁ ହାଇଦ୍ରାବାଦରେ ଅବତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ଜୁନ […]

rain

rain

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 02:30 PM IST

Sports

Latest News

ନୂଆଦିଲ୍ଲୀ: ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।   ଗତ ୧୨ ଘଣ୍ଟା ମଧ୍ୟରେ ଚେନ୍ନାଇରେ ୨୫.୩ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୋର ୩ଟା ୩୦ରୁ ୫ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁ କିଛି ବିମାନର ଗତିପଥକୁ ବଦଳାଯାଇଥିଲ ।  ଏଥିଯୋଗୁ ଚେନ୍ନାଇ ବିମାନ ବନ୍ଦରରେ ଅନେକ ବିମାନର ରୁଟକୁ ପରିବର୍ତ୍ତନ କରାଯାଇଛି।

ବ୍ରିଟିଶ ଏୟାର ୱେଜର ଦୁଇଟି ବିମାନକୁ ହାଇଦ୍ରାବାଦରେ ଅବତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ଜୁନ ପହିଲାରୁ ସେପଟେମ୍ବର ୨୯ ମଧ୍ୟରେ ଚଳିତବର୍ଷ ୩୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି।   ଦକ୍ଷିଣ ପଶ୍ଚିମ ଓ ଉତ୍ତରପୂର୍ବ ମୌସୁମୀ ବାୟୁର ମିଳିତ ପ୍ରଭାବରେ ଏବେ ଚେନ୍ନାଇରେ ପ୍ରବଳ ବର୍ଷା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story