ପୁଣି ମୁମ୍ବାଇକୁ ବେହାଲ କଲା ବର୍ଷା: ସବୁଠି ପାଣି ହିଁ ପାଣି

ମୁମ୍ବାଇ: ପୁଣି ବର୍ଷାର ତାଣ୍ଡବରେ ବେହାଲ ହୋଇଛି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ। ପ୍ରବଳ ବର୍ଷା ଯୋଗୁଁ କୁରଲା ସମେତ ବହୁ ଅଞ୍ଚଳରେ ରାସ୍ତାରେ ପାଣି ଚାଲୁଛି। କିଛି ସ୍ଥାନରେ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଛି। ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଛି। ଛତ୍ରପତି ଶିବାଜୀ ଏୟାରପୋର୍ଟର ଏକ ରନ୍‌ୱେ ବନ୍ଦ କରିଦିଆଯାଇଛି। ଅନ୍ୟ ରନ୍‌ୱେକୁ ସତର୍କତାର ସହ ବ୍ୟବହାର କରାଯାଉଛି। […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 10:29 AM IST

Sports

Latest News

ମୁମ୍ବାଇ: ପୁଣି ବର୍ଷାର ତାଣ୍ଡବରେ ବେହାଲ ହୋଇଛି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ। ପ୍ରବଳ ବର୍ଷା ଯୋଗୁଁ କୁରଲା ସମେତ ବହୁ ଅଞ୍ଚଳରେ ରାସ୍ତାରେ ପାଣି ଚାଲୁଛି। କିଛି ସ୍ଥାନରେ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଛି। ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଛି।

ଛତ୍ରପତି ଶିବାଜୀ ଏୟାରପୋର୍ଟର ଏକ ରନ୍‌ୱେ ବନ୍ଦ କରିଦିଆଯାଇଛି। ଅନ୍ୟ ରନ୍‌ୱେକୁ ସତର୍କତାର ସହ ବ୍ୟବହାର କରାଯାଉଛି। ୫୬ଟି ବିମାନର ରୁଟ୍‌ ଗୋଆ, ବାଙ୍ଗାଲୁରୁ, ଦିଲ୍ଲୀ ଓ ହାଇଦ୍ରାବାଦକୁ ବଦଳା ଯାଇଛି।

mumbaiୱେଷ୍ଟର୍ନ ରେଲୱ ଓ ମଧ୍ୟ ରେଲୱେର ୧୧ଟି ଟ୍ରେନ୍‌କୁ ବାତିଲ କରିଦିଆଯାଇଛି। ମଧ୍ୟ ରେଲୱେର ୨ଟି ଟ୍ରେନ୍‌ର ଗତିପଥ ବଦଳାଇ ଦିଆଯାଇଛି।

ବୁଧବାର ସମସ୍ତ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ବହୁ ଅଞ୍ଚଳରେ ବର୍ଷା ଜାରି ରହିବ ବୋଲି ମୌସୁମୀ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବର୍ଷା ବିତ୍ପାତ ସମ୍ପର୍କରେ ଦେହଥରା ଅନୁଭୂତି ବାଣ୍ଟିଲେ ମୁମ୍ବାଇରେ ରହୁଥିବା ଓଡ଼ିଆ

mumbaiବିଏମ୍‌ସି  ଡିଜାଷ୍ଟର କଣ୍ଟ୍ରୋଲରୁମ୍‌ ଅନୁସାରେ ଗତ ୨୪ ଘଣ୍ଟାରେ ମୁମ୍ବାଇର କୁଲାବାରେ ୧୯୧.୧ ମିମି ଓ ସାନ୍ତାକ୍ରୁଜରେ ୨୭୫.୭ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ଦିନ ୧୨ଟା ୩ ମିନିଟରେ ସମୁଦ୍ରରେ ଉଚ୍ଚା ଜୁଆର ଆସିବାର ସତର୍କତା ଜାରି କରାଯାଇଛି।

ସୂଚନାଯୋଗ୍ୟ, ମୁମ୍ବାଇରେ ଗତ ୨୯ ତାରିଖରେ ୨୪ ଘଣ୍ଟାରେ ୩୩୧ ମିମି ବର୍ଷା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story