୨୫,୪୯୦ ଟଙ୍କାରେ ମିଳୁଛି ସ୍କୁଟର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ହିରୋର ଏକ ଶସ୍ତା ସ୍କୁଟର ଉପଲବ୍ଧ ହେଉଛି। ଏହାର ନାଁ ସ୍କୁଟର ଫ୍ଲାସ୍‌। କମ୍ପାନିର ଦାବି ରହିଛି ଯେ ଏହି ଗାଡ଼ି ସମ୍ପୂର୍ଣ୍ଣ ରୂପରେ ‘ଇକୋ ଫ୍ରେଣ୍ଡଲି’। ଏହାର ଅର୍ଥ ଏହି ଗାଡ଼ି ବ୍ୟବହାର କଲେ ପରିବେଶ ପ୍ରଦୂଷଣ ହେବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହା ପେଟ୍ରୋଲ୍‌ ନୁହେଁ ବ୍ୟାଟେରୀରେ ଚାଲିଥାଏ। ଦିଲ୍ଲୀରେ ଏହାର ଏକ୍ସ ଶୋରୁମ୍‌ ମୂଲ୍ୟ ୨୫୪୯୦ ଟଙ୍କା ଏବଂ ଅନ୍‌ ରୋଡ୍ ପ୍ରାଇସ୍‌ ୩୦୪୯୦ ଟଙ୍କା ରହିଛି। […]

hero

hero

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 06:07 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବଜାରରେ ହିରୋର ଏକ ଶସ୍ତା ସ୍କୁଟର ଉପଲବ୍ଧ ହେଉଛି। ଏହାର ନାଁ ସ୍କୁଟର ଫ୍ଲାସ୍‌। କମ୍ପାନିର ଦାବି ରହିଛି ଯେ ଏହି ଗାଡ଼ି ସମ୍ପୂର୍ଣ୍ଣ ରୂପରେ ‘ଇକୋ ଫ୍ରେଣ୍ଡଲି’। ଏହାର ଅର୍ଥ ଏହି ଗାଡ଼ି ବ୍ୟବହାର କଲେ ପରିବେଶ ପ୍ରଦୂଷଣ ହେବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହା ପେଟ୍ରୋଲ୍‌ ନୁହେଁ ବ୍ୟାଟେରୀରେ ଚାଲିଥାଏ। ଦିଲ୍ଲୀରେ ଏହାର ଏକ୍ସ ଶୋରୁମ୍‌ ମୂଲ୍ୟ ୨୫୪୯୦ ଟଙ୍କା ଏବଂ ଅନ୍‌ ରୋଡ୍ ପ୍ରାଇସ୍‌ ୩୦୪୯୦ ଟଙ୍କା ରହିଛି।

୬୫ କିଲୋମିଟର ମାଇଲେଜ୍‌

କମ୍ପାନିର କହିବା ଅନୁସାରେ ଏହି ସ୍କୁଟରକୁ ଫୁଲ୍‌ ଚାର୍ଜ କଲେ ଏହା ୬୫ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ।
- ଅଫିସ୍‌ ଯାଉଥିବା କର୍ମଚାରୀଙ୍କ ପାଇଁ ଏହା ସବୁଠୁ ଭଲ ଗାଡ଼ି। କାରଣ ଏଥିରେ ପେଟ୍ରୋଲ ଭର୍ତ୍ତି କରିବାକୁ ପଡ଼େ ନାହିଁ।
- ଏଥିରେ ୪୮ ଭୋଲ୍ଟର ୨୦ଏଏଚ୍‌ ବ୍ୟାଟେରୀ ରହିଛି, ଯାହା ୪୮ ଭୋଲ୍ଟର ୨.୭ଏ ଚାର୍ଜର ସହିତ ଆସୁଛି।
- କମ୍ପାନି ଦାବି କରୁଛି କି ଯଦି ଏହି ଗାଡ଼ିକୁ ୭ରୁ ୮ଘଣ୍ଟା ଚାର୍ଜ କରାଯାଏ, ତା’ ହେଲେ ଏହାକୁ ୬୫କିଲୋମିଟର ଯାଏଁ ଚଲାଯାଇପାରିବ।
- ଏଥିରେ ଉନ୍ନତମାନର ଅଏଲ୍‌ ହ୍ୱିଲ୍‌ସ୍‌ ସହିତ ଟେଲିସ୍କୋପିକ ସସ୍‌ପେନ୍‌ସନ୍‌ ଏବଂ ସିଟ୍‌ ତଳେ ଲଗେଜ୍‌ ରଖିବା ପାଇଁ ବାକ୍ସ ରହିଛି।

ଲାଇସେନ୍ସର ଆବଶ୍ୟକତା ନାହିଁ
-ଏହି ଗାଡ଼ିକୁ ଚଲାଇବା ପାଇଁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଆବଶ୍ୟକତା ନାହିଁ। RTOରେ  ଏନେଇ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼େ ନାହିଁ। ଏହାର କାରଣ ହେଉଛି ଗାଡ଼ିଟି ଘଣ୍ଟା ପ୍ରତି ସର୍ବାଧିକ ୨୫ କିଲୋମିଟର ସ୍ପିଡ୍‌ରେ ଚାଲିଥାଏ।
- ମୋଟର ଭେଇକିଲ୍‌ ଆକ୍ଟ ଅନୁସାରେ ଯଦି ଗାଡ଼ିର ସ୍ପିଡ୍‌ ଘଣ୍ଟାପ୍ରତି ୨୫ କିଲୋମିଟରରୁ ଅଧିକ ରହେ, ତା’ ହେଲେ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ୍‌ର ଆବଶ୍ୟକତା ପଡ଼ିଥାଏ।
- ସ୍କୁଟର ସହିତ ଆପଣଙ୍କୁ ଏକ କାର୍ଡ ଦିଆଯିବ ଯେଉଁଥିରେ ଏହି ଆକ୍ଟ ବିଷୟରେ ଲେଖାଯାଇଥିବ। ଏହା ସହ ଗାଡିର ସ୍ପିଡ୍‌ ଘଣ୍ଟାପ୍ରତି ୨୫ କିଲୋମିଟର ରହିବ ବୋଲି ଏଥିରେ ଲେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story