ଭାଇଗ୍ରା ଖାଇ ବିମାନବନ୍ଦରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଲଙ୍ଗଳା ହୋଇ ବୁଲିଲେ, କର୍ମଚାରୀଙ୍କ ଉପରକୁ ମଳ ଫିଙ୍ଗିଲେ

ୱାସିଂଟନ୍‌: ଜଣେ ଆମେରିକା ପର୍ଯ୍ୟଟକ ବିମାନ ବନ୍ଦରରେ ରଚିଛନ୍ତି ଉନ୍ମତ୍ତକାଣ୍ଡ। ଭାଏଗ୍ରା ଟାବ୍‌ଲେଟ୍‌ ଖାଇ ଡ୍ରେସ୍‌ ଓହ୍ଲାଇ ସର୍ବ ସମ୍ମୁଖରେ ବିମାନ ବନ୍ଦରର ପ୍ରସ୍ଥାନ ହଲ୍‌ରେ ଲଙ୍ଗଳା ହୋଇଗଲେ। ଏତିକିରେ କଥା ସରି ନଥିଲା। ବିମାନ ବନ୍ଦର ପରିସରରେ ମଳତ୍ୟାଗ କରିଥିଲେ। ଆଉ ଏହି ମଳକୁ ବିମାନ ବନ୍ଦର କର୍ମଚାରୀଙ୍କ ଉପରକୁ ଫିଙ୍ଗିଥିଲେ। ଯୁବକଙ୍କ ଏପରି କାଣ୍ଡ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଛି। ଆମେରିକାର ଫୁକେଟ ଅନ୍ତର୍ଜାଜୀୟ ବିମାନ ବନ୍ଦରରେ […]

america

america

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 10:57 PM IST

Sports

Latest News

ୱାସିଂଟନ୍‌: ଜଣେ ଆମେରିକା ପର୍ଯ୍ୟଟକ ବିମାନ ବନ୍ଦରରେ ରଚିଛନ୍ତି ଉନ୍ମତ୍ତକାଣ୍ଡ। ଭାଏଗ୍ରା ଟାବ୍‌ଲେଟ୍‌ ଖାଇ ଡ୍ରେସ୍‌ ଓହ୍ଲାଇ ସର୍ବ ସମ୍ମୁଖରେ ବିମାନ ବନ୍ଦରର ପ୍ରସ୍ଥାନ ହଲ୍‌ରେ ଲଙ୍ଗଳା ହୋଇଗଲେ। ଏତିକିରେ କଥା ସରି ନଥିଲା। ବିମାନ ବନ୍ଦର ପରିସରରେ ମଳତ୍ୟାଗ କରିଥିଲେ। ଆଉ ଏହି ମଳକୁ ବିମାନ ବନ୍ଦର କର୍ମଚାରୀଙ୍କ ଉପରକୁ ଫିଙ୍ଗିଥିଲେ। ଯୁବକଙ୍କ ଏପରି କାଣ୍ଡ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଛି।

ଆମେରିକାର ଫୁକେଟ ଅନ୍ତର୍ଜାଜୀୟ ବିମାନ ବନ୍ଦରରେ ଘଟିଛି ଏଭଳି ଘଟଣା। ଏହି କାଣ୍ଡ ଘଟାଇଥିବା ଯୁବକଙ୍କ ନାଁ ହେଉଛି ଷ୍ଟେଭ ଚୋ। ଚୋ ଭାଏଗ୍ରା ଟାବ୍‌ଲେଟ୍‌ ଅଧିକ ମାତ୍ରାରେ ଖାଇ ଦେଇଥିଲେ। ଏହାପରେ ତାଙ୍କ ଶରୀରରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଫଳରେ ସେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇ ବିମାନ ବନ୍ଦରରେ ହିଁ ନିଜର ପ୍ୟାଣ୍ଟ ସାର୍ଟ ଖୋଲି ପକାଇଥିଲେ।

ବିମାନ ବନ୍ଦରର ପ୍ରସ୍ଥାନ ହଲ୍‌ର ଲଙ୍ଗଳା ହୋଇ ବୁଲୁଥିବା ବେଳେ ୬ ଜଣ ସୁରକ୍ଷ କର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ବିମାନ ବନ୍ଦର ଷ୍ଟାଫ୍‌ ମଧ୍ୟ ତାଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରୁଥିଲେ। ହେଲେ ଚୋ କାହା କଥା ଶୁଣି ନଥିଲେ। ନିଜର ମଳକୁ ବିମାନ ବନ୍ଦର କର୍ମଚାରୀଙ୍କ ଉପରକୁ ଫିଙ୍ଗିଥିଲେ। ଏଥିରେ ପୂରା ହଲ୍‌ରେ ହୋ ହାଲ୍ଲା ହେବା ପରେ ପୋଲିସ ତାଙ୍କୁ ବାକୁ କରିଥିଲା।

ଗିରଫ କରି ଚୋଙ୍କୁ ଡାକ୍ତରଖାନା ନିଆ ଯାଇଥିଲା। ସେଠାରେ ଜଣାପଡ଼ିଥିଲା ଯେ ଚୋ ହେଉଛନ୍ତି ନ୍ୟୁୟର୍କ ନିବାସୀ। ୨୭ ବର୍ଷିୟ ଚୋ ଅତ୍ୟଧିକ ଯୌନ ଉତ୍ତେଜକ ଔଷଧ ଭାଇଗ୍ରା ଖାଇ ଦେଇଥିଲେ। ଫଳରେ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଥିଲେ ବୋଲି ପୋଲିସ୍‌ ଆଗରେ ସ୍ୱୀକାର କରିଛନ୍ତି।

ହୋସ୍‌କୁ ଆସିବା ପରେ ନିଜର ଏପରି କାର୍ଯ୍ୟ ପାଇଁ ଚୋ କ୍ଷମା ମାଗିବା ସହ କ୍ଷତିପୂରଣ ଦେବାକୁ ସହମତି ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story