ବଢ଼ିଲା କରୋନା ଆରୋଗ୍ୟ ହାର, ଓଡ଼ିଶାରେ କେତେ?

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଆରୋଗ୍ୟ ହାର ମଧ୍ୟ ସେହି ହାରରେ ବଢ଼ୁଛି। ଏମିତିକି ମୃତ୍ୟୁ ହାର କ୍ରମଶଃ କମି କମି ଚାଲିଛି। ଯାହାକି ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଗୋଟିଏ ଦିନରେ ସର୍ବାଧିକ ୨୮,୪୭୨ ଜଣ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଆରୋଗ୍ୟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇଲେ ମୋଟ୍ ୭,୫୩,୦୪୯ ଜଣ ଆରୋଗ୍ୟ ହୋଇଛନ୍ତି। ମୋଟ୍ ଆରୋଗ୍ୟଙ୍କୁ ଦେଖିଲେ ସୁସ୍ଥତା […]

corona-34

corona-34

Subhransu Sekhar
  • Published: Wednesday, 22 July 2020
  • Updated: 22 July 2020, 10:22 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଆରୋଗ୍ୟ ହାର ମଧ୍ୟ ସେହି ହାରରେ ବଢ଼ୁଛି। ଏମିତିକି ମୃତ୍ୟୁ ହାର କ୍ରମଶଃ କମି କମି ଚାଲିଛି। ଯାହାକି ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଗୋଟିଏ ଦିନରେ ସର୍ବାଧିକ ୨୮,୪୭୨ ଜଣ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଆରୋଗ୍ୟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇଲେ ମୋଟ୍ ୭,୫୩,୦୪୯ ଜଣ ଆରୋଗ୍ୟ ହୋଇଛନ୍ତି। ମୋଟ୍ ଆରୋଗ୍ୟଙ୍କୁ ଦେଖିଲେ ସୁସ୍ଥତା ହାର ୬୩.୧୩%କୁ ବୃଦ୍ଧି ପାଇଛି।

କ୍ରମାଗତ ଭାବରେ ବୃଦ୍ଧି ପାଇଥିବା ଆରୋଗ୍ୟ ଓ ସକ୍ରିୟଙ୍କ ସଂଖ୍ୟା (ଆଜି ୪,୧୧,୧୩୩) ମଧ୍ୟରେ ପାର୍ଥକ୍ୟ ସଂଖ୍ୟା ୩,୪୧,୯୧୬କୁ ବୃଦ୍ଧି ପାଇଛି । ଏହି ପାର୍ଥକ୍ୟ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଜାତୀୟ ଆରୋଗ୍ୟ ହାରରେ ଉନ୍ନତି ଆସିଥିବାବେଳେ, ୧୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କ ଆରୋଗ୍ୟ ହାର ଜାତୀୟ ହାର ତୁଳନାରେ ଅଧିକ ଥିବା ଦର୍ଶାଯାଇଛି। ସେହିପରି ଓଡ଼ିଶାରେ ମଧ୍ୟ ଆରୋଗ୍ୟ ହାର ୭୦ ପ୍ରତିଶତକୁ ବୃଦ୍ଧି ପାଇଛି।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଆରୋଗ୍ୟ ହାର
ଦିଲ୍ଲୀ୮୪.୮୩%
ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ)୮୪.୩୧%
ତେଲଙ୍ଗାନା୭୮.୩୭%
ହରିୟାଣା୭୬.୨୯%
ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ୭୫.୦୦%
ରାଜସ୍ଥାନ୭୨.୫୦%
ଗୁଜରାଟ୭୨.୩୦%
ଛତିଶଗଡ୭୧.୮୧%
ଆସାମ୭୧.୦୫%
ଓଡ଼ିଶା୭୦.୯୬%
ତାମିଲନାଡୁ୭୦.୧୨%
ମଣିପୁର୬୯.୪୮%
ଚଣ୍ଡିଗଡ୬୮.୯୭%
ଉତ୍ତରାଖଣ୍ଡ୬୭.୯୯%
ପଞ୍ଜାବ୬୭.୮୬%
ମଧ୍ୟପ୍ରଦେଶ୬୭.୪୭%
ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିଉ୬୫.୬୭%
ହିମାଚଳ ପ୍ରଦେଶ୬୪.୭୨%
ବିହାର୬୩.୯୫%

ଏମ୍ସ, ନୂଆଦିଲ୍ଲୀ ସହିତ ସେଣ୍ଟର୍ସ ଅଫ ଏକ୍ସଲେନ୍ସ ଅଫ ଷ୍ଟେଟସ / ୟୁଟିସି ଆଇସିୟୁ ରୋଗୀଙ୍କ ଚିକିତ୍ସା ତଥା ଗୁରୁତ୍ଵପୂର୍ଣ ଚିକିତ୍ସାକୁ ବଢାଇ ଦେଇଛନ୍ତି, ଯାହା ଦ୍ଵାରା ଭାରତରେ ମୃତ୍ୟୁ ହାର ହ୍ରାସ ପାଇଛି । ଏମ୍ସର ଇ-ଆଇସିୟୁ କାର୍ଯ୍ୟକ୍ରମ ହେଉଛି କେନ୍ଦ୍ର-ରାଜ୍ୟ ସହଯୋଗର ଆଉ ଏକ ଉପାୟ ଯାହା ମୃତ୍ୟୁହାର ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ୨.୪୧% ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story