ହାଇୱେ ଭଳି ଆଇ-ୱେ ବି ଗୁରୁତ୍ୱପୂର୍ଣ୍ଣ: ମୋଦି

ନ୍ୟୁୟର୍କ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ସାଇଟ୍ ଫେସବୁକ୍ ମୁଖ୍ୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ଗମନାଗମନ କ୍ଷେତ୍ରରେ ହାଇୱେ ଯେତିକି ଗୁରୁତ୍ୱପୂର୍ଣ୍ଣ ସେହି ପରିମାଣରେ ଆଇ-ୱେ ବି ଜରୁରୀ। ତେଣୁ ଆସନ୍ତା ୫ବର୍ଷ ଭିତରେ ଦେଶର ସାରା ଗାଁକୁ ଅପ୍ଟିକାଲ୍ ଫାଇବର ନେଟୱର୍କ ସହ ସଂଯୋଗ କରାଯିବ। ଏଥିପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ। ଏହି ଅବସରରେ ମୋଦି ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। କାର୍ଯ୍ୟକ୍ରମରେ […]

modi

modi

Rakesh Mallick
  • Published: Monday, 28 September 2015
  • Updated: 04 May 2017, 03:44 PM IST

Sports

Latest News

modiନ୍ୟୁୟର୍କ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ସାଇଟ୍ ଫେସବୁକ୍ ମୁଖ୍ୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ଗମନାଗମନ କ୍ଷେତ୍ରରେ ହାଇୱେ ଯେତିକି ଗୁରୁତ୍ୱପୂର୍ଣ୍ଣ ସେହି ପରିମାଣରେ ଆଇ-ୱେ ବି ଜରୁରୀ। ତେଣୁ ଆସନ୍ତା ୫ବର୍ଷ ଭିତରେ ଦେଶର ସାରା ଗାଁକୁ ଅପ୍ଟିକାଲ୍ ଫାଇବର ନେଟୱର୍କ ସହ ସଂଯୋଗ କରାଯିବ। ଏଥିପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ। ଏହି ଅବସରରେ ମୋଦି ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। କାର୍ଯ୍ୟକ୍ରମରେ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁଗରବର୍ଗ ମଧ୍ୟ ଉପସ୍ଥିତ ଥିଲେ। ମାର୍କଙ୍କ ଏକ ପ୍ରଶ୍ନରେ ମୋଦି ନିଜ ମା'ଙ୍କ ସଂଘର୍ଷର କଥା କହି ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ। ଶିଶୁକୁ ମଣିଷ ଭାବେ ଗଢ଼ି ତୋଳିବା ପଛରେ ମା'ର ଉତ୍ସର୍ଗୀକୃତ ମନୋଭାବ ଥାଏ ବୋଲି କହି ସେ କାନ୍ଦି ପକାଇଥିଲେ।  ପରେ ପ୍ରଧାନମନ୍ତ୍ରୀ ମୋଦି ଗୁଗୁଲ୍ ମୁଖ୍ୟ କାର୍ଯ୍ୟାଳୟକୁ ଯାଇ କମ୍ପାନୀର ସିଇଓଙ୍କ ସହ ସାକ୍ଷାତ କରିଥିଲେ। ଗୁଗଲ୍ ଭାରତର ୫ଶହଟି ରେଳେଷ୍ଟସନରେ ମାଗଣାରେ ୱାଇ-ଫାଇ କେନ୍ଦ୍ର ସ୍ଥାପନ କରିବ ବୋଲି ଏହାର ସିଇଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story