ହିମାଚଳ ପ୍ରଦେଶରେ ଭୋଟିଂ ଆରମ୍ଭ; ସିଲ୍‌ ହେବ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ

ଶିମଲା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏହି ପାହାଡି ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେମାନେ  ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ରାଜ୍ୟର ୬୮ ଟି ନିର୍ବାଚନମଣ୍ଡଳୀରେ ମୋଟ ୭ ହଜାର ୮ଶହ ୮୪ଟି […]

pht

pht

Niharika Rout
  • Published: Saturday, 12 November 2022
  • Updated: 12 November 2022, 08:20 AM IST

Sports

Latest News

ଶିମଲା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏହି ପାହାଡି ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେମାନେ  ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ରାଜ୍ୟର ୬୮ ଟି ନିର୍ବାଚନମଣ୍ଡଳୀରେ ମୋଟ ୭ ହଜାର ୮ଶହ ୮୪ଟି ବୁଥ୍ କରାଯାଇଛି । ସେଥିମଧ୍ୟରୁ ୭୮୯ ଟି ସମ୍ବେଦନଶୀଳ ଏବଂ ୩୯୭ ଟି ଅତ୍ୟନ୍ତ ସମ୍ବେଦନଶୀଳ ମତଦାନ କେନ୍ଦ୍ର ବୋଲି ଚିହ୍ନଟ କରାଯାଇଛି । ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ହିମାଚଳ ପ୍ରଦେଶର ଜନାଦେଶ  ।

ହିମାଚଳ ପ୍ରଦେଶରେ  ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଜୋରଦାର ଟକ୍କର ହେଉଛି।  ଏହି ଟକ୍କରରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ରା ସିଂଙ୍କ ପୁଅ ବିକ୍ରମଦିତ୍ୟ ସିଂ ଏବଂ ପୂର୍ବତନ ବିଜେପି ମୁଖ୍ୟ ସତ୍ୟପାଲ ସିଂ ସତୀ ଅଛନ୍ତି।  ହିମାଚଳ ପ୍ରଦେଶରେ ବିଜେପି ନିଜ ଗାଦି ବଜାୟ ରଖିବ ବୋଲି ଦୃଢ ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର। ଏଥିସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିବ ବୋଲି ବି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।

ହିମାଚଳ ପ୍ରଦେଶରେ ସିଧାସଳଖ ପ୍ରତିଯୋଗିତା ବିଜେପି ଏବଂ କଂଗ୍ରେସ ମଧ୍ୟରେ ହୋଇଥିବାବେଳେ ଏଥର ତୃତୀୟ ଦଳ ଭାବେ ଆପ୍‌ ଉଭା ହୋଇଛି।  ହିମାଚଳରେ ଶକ୍ତି ବଜାୟ ରଖିବାକୁ ବିଜେପି କଠିନ ପରିଶ୍ରମ କରୁଥିବାବେଳେ ଦୀର୍ଘ ଦିନ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ  ଗାଦିକୁ ଫେରିବାକୁ  କଠିନ ପରିଶ୍ରମ କରିଛି। ହେଲେ ପଞ୍ଚାବରେ କ୍ଷମତାକୁ ଆସିଥିବା ଆପ୍‌ ଏଥର ହିମାଚଳ ପ୍ରଦେଶକୁ ନେଇ ଖୁବ୍‌ ଉତ୍ସୁକ ଅଛି।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ​​ଶାସକ ଭାରତୀୟ ଜନତା ପାର୍ଟି ଏହାର ବିକାଶର ଏଜେଣ୍ଡା ଉପରେ ନିଜର ନିର୍ବାଚନୀ ସଫଳତାକୁ ପୁନରାବୃତ୍ତି କରିବାକୁ ଆଶା ରଖିଛି। ସେହିପରି ବିରୋଧୀ କଂଗ୍ରେସ ସରକାରଙ୍କୁ ବହିଷ୍କାର କରି ପୁରୁଣା ପରମ୍ପରା ପାଳନ କରିବାକୁ  ଭୋଟରଙ୍କୁ ଅନୁରୋଧ କରୁଛି। ।

ଗତ ଦୁଇଟି ନିର୍ବାଚନରେ ​​ଖରାପ ପ୍ରଦର୍ଶନ କରିଥିବା କଂଗ୍ରେସ ପାଇଁ ହିମାଚଳ ପ୍ରଦେଶ ନିର୍ବାଚନ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଛି। ବର୍ତ୍ତମାନର ଯୁଗରେ କଂଗ୍ରେସ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ  । କାରଣ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ କେହି ଜଣେ (ମଲ୍ଲିକାର୍ଜୁନ ଖାଡଗେ) ଦଳର ମୁଖିଆ ପଦ ସମ୍ଭାଳିଛନ୍ତି । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏହି ରାଜ୍ୟରେ ନିର୍ବାଚନୀ ପ୍ରଚାରରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଛନ୍ତି। ଏଭଳି ପରିସ୍ଥିତିରେ ଯଦି କୌଣସି ଲାଭ କିମ୍ବା କ୍ଷତି ହୁଏ, ତେବେ ଏହା ଗାନ୍ଧୀ ପରିବାରର ନୁହେଁ, ମଲ୍ଲିକାର୍ଜୁନ ଖାଡଗେ ଏବଂ କଂଗ୍ରେସ ସଂଗଠନର ଆକାଉଣ୍ଟକୁ ସିଧାସଳଖ ଯିବ ବୋଲି ଆଲୋଚନା ହେଉଛି।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ ହିମାଚଳ ପ୍ରଦେଶରେ କଂଗ୍ରେସ ଶାସନକୁ ଫେରିଲେ ପୁରୁଣା ପେନସନ୍ ସ୍କିମ୍‌ ଲାଗୁ କରିବା ସହ ଯୁବବର୍ଗଙ୍କୁ ଏକ ଲକ୍ଷ ଚାକିରି ଯୋଗାଇ ଦିଆଯିବ।

ଏଥିସହ ସେ ଟୁଇଟ୍ କରି କହିଛନ୍ତି,  ହିମାଚଳରେ କଂଗ୍ରେସ ଶାସନକୁ ଫେରିଲେ ଯୁବବର୍ଗଙ୍କୁ ୫ ଲକ୍ଷ ଚାକିରି ଦିଆଯିବ । ମହିଳାମାନଙ୍କୁ ପ୍ରତି ମାସ ୧୫୦୦ ଟଙ୍କା ଲେଖାଏ ଓ OPS ମିଳିବ । କ୍ୟାବିନେଟର ପ୍ରଥମ ବୈଠକରେ ହିଁ ଲକ୍ଷେ ଚାକିରି ଓ OPSକୁ ନେଇ ନିଷ୍ପତ୍ତି ନିଆଯିବ । ହିମାଚଳ ପ୍ରଦେଶର ପ୍ରଗତି, ସବୁ ଘରେ ଲକ୍ଷ୍ମୀ ଓ ସବୁ ବର୍ଗଙ୍କୁ ସଶକ୍ତ କରିବା ନିମନ୍ତେ କଂଗ୍ରେସ ପଣ କରିଛି।

ଭାଜପା ହିମାଚଳ ପ୍ରଦେଶରେ ନିଜ ଗାଦି ରକ୍ଷା କରିବାରେ ଲାଗି ପଡ଼ିଥିବା ବେଳେ ପଦ୍ମ ଚିହ୍ନରେ ପଡ଼ିବାକୁ ଥିବା ପ୍ରତ୍ୟେକ ଭୋଟ ହିମାଚଳପ୍ରଦେଶବାସୀଙ୍କ କ୍ଷମତା ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିମାଚଳପ୍ରଦେଶରେ ପ୍ରଚାର ଭାର ସମ୍ଭାଳିଥିବା ବେଳେ କଂଗ୍ରେସ  ତରଫରୁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ କାନ୍ଧରେ ଏହି ଭାର ନ୍ୟସ୍ତ ଅଛି।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମଣ୍ଡିର ସରୋଜ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବ ଭାଜପା ପ୍ରମୁଖ ସତ୍ତି ଉନ୍ନାରୁ ସିଟ୍‌ରୁ ନିଜ ଭାଗ୍ୟ ପରିକ୍ଷା କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ରା ସିଂଙ୍କ ପୁଅ ବିକ୍ରମଦିତ୍ୟ ସିଂ ଶିମୋଲା ଗ୍ରାମୀଣ ସିଟ୍‌ରୁ  ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ମୁକେଶ ଅଗ୍ନିହୋତ୍ରୀ ହରୋଲି ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

ନିର୍ବାଚନ ଆୟୋଗ ରାଜ୍ୟର ଲାହୌଲ ସ୍ପିତି ଜିଲ୍ଲାର  କାଜା ଅଞ୍ଚଳର ତାସିଗଙ୍ଗରେ ସର୍ବୋଚ୍ଚ ଉଚ୍ଚତା ବିଶିଷ୍ଟ ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି। ଏହି ମତଦାନ କେନ୍ଦ୍ର ୧୫,୨୫୬ ଫୁଟ ଉଚ୍ଚରେ ଅବସ୍ଥିତ ଥିବା ବେଳେ ଏଠାରେ ୫୨ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story