ହିରୋସୀମା ପରମାଣୁ ବୋମା ଆକ୍ରମଣକୁ ୭୦ ବର୍ଷ ପୂରିଲା

ଟୋକିଓ: ଗୁରୁବାର ଜାପାନର ହିରୋସୀମାରେ ପରମାଣୁ ବୋମା ଆକ୍ରମଣକୁ ପୂରିଛି ୭୦ ବର୍ଷ। ପରମାଣୁ ବୋମା ‘ଲିଟିଲବୟ’ କ୍ରୂର ଖେଳ ହିରୋସୀମାରେ ରଚିଥିଲା ଧ୍ୱଂସର ତାଣ୍ଡବ। ଏହାର ତିନିଦିନ ପରେ ଜାପାନର ଅନ୍ୟତମ ସହର ନାଗାସାକୀ ଉପରେ ପଡିଲା ପରମାଣୁ ବୋମା ‘ଫ୍ୟାଟମ୍ୟାନ’। ଲିଟିଲବୟ ଠାରୁ ଆହୁରି ଶକ୍ତିଶାଳୀ ଥିଲା ଫ୍ୟାଟମ୍ୟାନ୍। ୧୯୪୫ ମସିହା ଅଗଷ୍ଟ ୬ ତାରିଖ। ବିଶ୍ୱ ଇତିହାସରେ ଏକ ଭୟଙ୍କର ଅଧ୍ୟାୟ। ବିଜ୍ଞାନର ସବୁଠୁ ବଡ଼ ଅପ ପ୍ରୟୋଗ। ଆଇନଷ୍ଟାଇନଙ୍କ ପରମାଣୁ ଉଦ୍ଭାବନର […]

atomic_nagasaki_hiroshima_blasts

atomic_nagasaki_hiroshima_blasts

Rakesh Mallick
  • Published: Thursday, 06 August 2015
  • Updated: 04 May 2017, 03:45 PM IST

Sports

Latest News

ଟୋକିଓ: ଗୁରୁବାର ଜାପାନର ହିରୋସୀମାରେ ପରମାଣୁ ବୋମା ଆକ୍ରମଣକୁ ପୂରିଛି ୭୦ ବର୍ଷ। ପରମାଣୁ ବୋମା ‘ଲିଟିଲବୟ’ କ୍ରୂର ଖେଳ ହିରୋସୀମାରେ ରଚିଥିଲା ଧ୍ୱଂସର ତାଣ୍ଡବ। ଏହାର ତିନିଦିନ ପରେ ଜାପାନର ଅନ୍ୟତମ ସହର ନାଗାସାକୀ ଉପରେ ପଡିଲା ପରମାଣୁ ବୋମା ‘ଫ୍ୟାଟମ୍ୟାନ’। ଲିଟିଲବୟ ଠାରୁ ଆହୁରି ଶକ୍ତିଶାଳୀ ଥିଲା ଫ୍ୟାଟମ୍ୟାନ୍।

୧୯୪୫ ମସିହା ଅଗଷ୍ଟ ୬ ତାରିଖ। ବିଶ୍ୱ ଇତିହାସରେ ଏକ ଭୟଙ୍କର ଅଧ୍ୟାୟ। ବିଜ୍ଞାନର ସବୁଠୁ ବଡ଼ ଅପ ପ୍ରୟୋଗ। ଆଇନଷ୍ଟାଇନଙ୍କ ପରମାଣୁ ଉଦ୍ଭାବନର କୁପରିଣାମ। ଦକ୍ଷିଣ ଜାପାନ ଠାରୁ ୧୫୦୦ ମାଇଲ ଦୂରରେ ଥିବା ତିନିଆନ ଦ୍ୱୀପରୁ ଭୋର ୨ଟା ୪୫ ରେ ଉଡ଼ାଣ ଆରମ୍ଭ କଲା ଆମେରିକାର  ଯୁଦ୍ଧ ବିମାନ ଏନୋଲା ଗେ । ସ୍ଥାନୀୟ ସମୟ ୮ଟା ୧୫ । ଜାପାନ ପାଲଟିଲା ପରମାଣୁ ବୋମାର ପରୀକ୍ଷାଗାର। ଯୁଦ୍ଧ ଯାହାଜ ଏନୋଲା ଗେରୁ ତଳକୁ ଖସିଲା ୧୦ଫୁଟ ଲମ୍ୱର ପରମାଣୁ ବୋମା ଲିଟିଲ୍ ବୟ’। ଆକ୍ରମଣ ପରେ ପୁରା ଅଞ୍ଚଳରେ ରେଡିଏସନ୍ ଛାଇ ଯାଇଥିଲା। ସେଠାକୁ ଯିବା ବିପଦଜ୍ଜନକ ଥିଲା। ପରମାଣୁ ଅସ୍ତ୍ର ଆକ୍ରମଣରେ ୩ଲକ୍ଷ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ  ହିରୋସୀମା ସହର ଧ୍ୱଂସସ୍ତୂପ ପାଲଟିଲା।

hiroshimaହିରୋସୀମା ସହର ଧ୍ୱଂସ ପରେ ମେଣ୍ଟିନଥିଲା ଆମେରିକାର ଜାନ୍ତବ ପିପାସା। ହିରୋସୀମା ଆକ୍ରମଣ ୩ ଦିନ ପରେ ପୁଣିଥରେ ଅଗଷ୍ଟ ୯ ତାରିଖ ସେହି ତିନିଆନ ଦ୍ୱୀପରୁ ଭୋର ୩ଟା ୪୯ରେ ଉଡ଼ାଣ ଆରମ୍ଭ କଲା ଆମେରିକାର ଯୁଦ୍ଧ ବିମାନ ବକ୍ସକାର। ବକ୍ସକାରରୁ ନାଗାସାକୀ ଉପରେ ପଡ଼ିଥିଲା ଆଉ ଏକ ପରମାଣୁ ବୋମା ‘ଫ୍ୟାଟ୍ ମ୍ୟାନ୍’। ୧୦ ଫୁଟ ୮ ଇଞ୍ଚ ଲମ୍ୱର ଫ୍ୟାଟ୍ ମ୍ୟାନ ତୀବ୍ରତା ଥିଲା ଲିଟଲ୍ ବୟ ଠାରୁ ବହୁଗୁଣ ଅଧିକ। ସ୍ଥାନୀୟ ସମୟ ୧୧ଟା ୦୨ରେ ପାରାସୁଟ୍ ମାଧ୍ୟମରେ ନାଗାସାକୀ ଉପରେ ପଡ଼ିଲା ଫ୍ୟାଟମ୍ୟାନ୍ । ଭୂମିଠାରୁ ମାତ୍ର ଅଧକିଲୋମିଟର ଉପରେ ବିସ୍ଫୋରଣ ହେଲା ଏବଂ ଏହା ସମଗ୍ର ସହରକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା। ଏହି ଦୁଇ ବୋମା ମାଡ଼ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏକପ୍ରକାର ଶେଷ ହେଲା। ଏହି କଳଙ୍କିତ ଅଧ୍ୟାୟକୁ ପୂରିଲା ୭୦ ବର୍ଷ। ଜାପାନର ପତନ ସାଙ୍ଗକୁ ବିଶ୍ୱର ଏହି କଳଙ୍କିତ ଅଧ୍ୟାୟ ଏଇଠି ଶେଷ ହେଲା। କିନ୍ତୁ, ବର୍ଷବର୍ଷ ଧରି ଜାପାନରେ ବଞ୍ଚିରହିଲା ପରମାଣୁ ବୋମାର ପ୍ରଭାବ। ଲକ୍ଷଲକ୍ଷ ଲୋକ ହେଲେ ବିକଳାଙ୍ଗ। ତଥ୍ୟ କହେ ୨୦୦୮ ପର୍ଯ୍ୟନ୍ତ ଜାପାନରେ ଚାରି ଲକ୍ଷରୁ ଅଧିକ ଲୋକ ଏମିତି ଅଛନ୍ତି, ଯେଉଁମାନଙ୍କୁ ହିବାକୁସିଆ କୁହାଯାଏ। ଜାପାନୀରେ ହିବାକୁ ସିଆର ଅର୍ଥ ହେଉଛି ବିସ୍ଫୋରଣ ପ୍ରଭାବିତ ଜନତା। ପରମାଣୁ ବୋମା ପ୍ରଭାବରେ ଏହି ହିବାକୁସିଆ ମାନେ ସଂପୂର୍ଣ୍ଣ ରୋଗଗ୍ରସ୍ତ ଏବଂ ଅକ୍ଷମ ହେଇପଡିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story