ଗୁଜବ ସୃଷ୍ଟିକାରୀ ଆକାଉଣ୍ଟ ବନ୍ଦ କରୁ ଟ୍ୱିଟର: କେନ୍ଦ୍ର ସରକାର

ଶ୍ରୀନଗର: କଶ୍ମୀରରେ ସ୍ଥିତି ସ୍ୱାଭାବିକ ରହିଥିଲେ ମଧ୍ୟ ଗୁଜବ ସୃଷ୍ଟି କରୁଛନ୍ତି ନିର୍ଦ୍ଦିଷ୍ଟ ୮ଟି ଟ୍ୱିଟର ଆକାଉଣ୍ଟ। ଏହି ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବାକୁ ଟ୍ୱିଟରକୁ ଅନୁରୋଧ କରିଛନ୍ତି ଗୃହ ମନ୍ତ୍ରଣାଳୟ। କେନ୍ଦ୍ର ଗୃହ ସଚିବ ଏହି ସବୁ ଆକାଉଣ୍ଟକୁ ବନ୍ଦ କରିବାକୁ ସୁପାରିସ କରି କହିଛନ୍ତି, ଏହି ଆକାଉଣ୍ଟଗୁଡ଼ିକ ଗୁଜବ ଏବଂ ଭୁଲ ସୂଚନା ଦେଇ କଶ୍ମୀର ଉପତ୍ୟକାରେ ଶାନ୍ତି ଏବଂ ସ୍ଥିରତାରେ ବାଧା ଉପୁଜାଇବାର ଅପପ୍ରୟାସ କରୁଛନ୍ତି। କଶ୍ମୀର ଉପତ୍ୟକାରେ ଇଣ୍ଟରନେଟ୍‌ ଏବଂ ମୋବାଇଲ […]

twitter

twitter

Subrat Kumar Nayak
  • Published: Monday, 12 August 2019
  • Updated: 12 August 2019, 08:01 PM IST

ଶ୍ରୀନଗର: କଶ୍ମୀରରେ ସ୍ଥିତି ସ୍ୱାଭାବିକ ରହିଥିଲେ ମଧ୍ୟ ଗୁଜବ ସୃଷ୍ଟି କରୁଛନ୍ତି ନିର୍ଦ୍ଦିଷ୍ଟ ୮ଟି ଟ୍ୱିଟର ଆକାଉଣ୍ଟ। ଏହି ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବାକୁ ଟ୍ୱିଟରକୁ ଅନୁରୋଧ କରିଛନ୍ତି ଗୃହ ମନ୍ତ୍ରଣାଳୟ। କେନ୍ଦ୍ର ଗୃହ ସଚିବ ଏହି ସବୁ ଆକାଉଣ୍ଟକୁ ବନ୍ଦ କରିବାକୁ ସୁପାରିସ କରି କହିଛନ୍ତି, ଏହି ଆକାଉଣ୍ଟଗୁଡ଼ିକ ଗୁଜବ ଏବଂ ଭୁଲ ସୂଚନା ଦେଇ କଶ୍ମୀର ଉପତ୍ୟକାରେ ଶାନ୍ତି ଏବଂ ସ୍ଥିରତାରେ ବାଧା ଉପୁଜାଇବାର ଅପପ୍ରୟାସ କରୁଛନ୍ତି। କଶ୍ମୀର ଉପତ୍ୟକାରେ ଇଣ୍ଟରନେଟ୍‌ ଏବଂ ମୋବାଇଲ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଥିଲେ ମଧ୍ୟ ଏହି ଟ୍ୱିଟର ଆକାଉଣ୍ଟଗୁଡ଼ିକ ସକ୍ରିୟ ରହିଛି।

ଏହି ସବୁ ଆକାଉଣ୍ଟଗୁଡ଼ିକ ମଧ୍ୟରେ ବିଚ୍ଛିନ୍ନତାବାଦୀ ନେତା ସୟଦ୍‌ ଅଲୀ ଗିଲାନୀଙ୍କ ଆକାଉଣ୍ଟ ମଧ୍ୟ ଅଛି। ଭଏସ୍‌ ଅଫ୍ କଶ୍ମୀର, ମଦିହା ଶକିଲ ଖାନ୍‌, ଅସ୍ରଦ୍‌ ଶରିଫ୍‌, ମ୍ୟାରି ସ୍କଲି ଏବଂ ରିଆଜ୍‌ ଖାନ୍‌ ଆଦି ଆକାଉଣ୍ଟ ମଧ୍ୟ ଏହି ତାଲିକାରେ ରହଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story