ନେପାଳରେ ଲୁଚିଛନ୍ତି ହନିପ୍ରୀତ

ନୂଆଦିଲ୍ଲୀ: ନେପାଳରେ ଲୁଛିଛନ୍ତି ହନିପ୍ରୀତ। ଛଦ୍ମନାମରେ ସେଠାରେ ସେ ଏକ ସପ୍ତାହ ହେଲା ରହୁଛନ୍ତି। ଏନେଇ ହରିୟାଣା ପୋଲିସ ସୂଚନା ଦେଇଛି। ହରିୟାଣା ପୋଲିସର କହିବାନୁସାରେ, “ହନିପ୍ରୀତ ନେପାଳର ମହେନ୍ଦ୍ର ନଗରରେ ଲୁଚି ରହିଛନ୍ତି। ୩ ଜଣ ଲୋକଙ୍କ ସହ ତାଙ୍କୁ ସେଠାରେ ଦେଖିବାକୁ ମିଳିଛି। ନେପାଳ ନମ୍ୱର ଥିବା ଗାଡିରେ ସେ ଯିବା ଆସିବା କରୁଛନ୍ତି। ତାକୁ ଖୋଜିବା ପାଇଁ ପୋଲିସର ୧୦ଟି ଟିମ୍ ଗଠନ ହୋଇଛି।” ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମଙ୍କ […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 02:01 PM IST

Sports

Latest News

ନୂଆଦିଲ୍ଲୀ: ନେପାଳରେ ଲୁଛିଛନ୍ତି ହନିପ୍ରୀତ। ଛଦ୍ମନାମରେ ସେଠାରେ ସେ ଏକ ସପ୍ତାହ ହେଲା ରହୁଛନ୍ତି। ଏନେଇ ହରିୟାଣା ପୋଲିସ ସୂଚନା ଦେଇଛି।

ହରିୟାଣା ପୋଲିସର କହିବାନୁସାରେ, “ହନିପ୍ରୀତ ନେପାଳର ମହେନ୍ଦ୍ର ନଗରରେ ଲୁଚି ରହିଛନ୍ତି। ୩ ଜଣ ଲୋକଙ୍କ ସହ ତାଙ୍କୁ ସେଠାରେ ଦେଖିବାକୁ ମିଳିଛି। ନେପାଳ ନମ୍ୱର ଥିବା ଗାଡିରେ ସେ ଯିବା ଆସିବା କରୁଛନ୍ତି। ତାକୁ ଖୋଜିବା ପାଇଁ ପୋଲିସର ୧୦ଟି ଟିମ୍ ଗଠନ ହୋଇଛି।”

ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମଙ୍କ ଧରମ ଝିଅ ହନିପ୍ରୀତଙ୍କ ବିରୋଧରେ ପଞ୍ଚକୁଲାରେ ମାମଲା ଦାୟର କରାଯାଇଛି। ଅଗଷ୍ଟ ୨୫ରେ ପଞ୍ଚକୁଲାରେ ହୋଇଥିବା ହିଂସା ସମୟରେ ଦଙ୍ଗା ସୃଷ୍ଟି ପାଇଁ ଉସକାଇବା ଅଭିଯୋଗରେ ଏହି ମାମଲା ଦାୟର କରାଯାଇଛି।

ଏହାପୂର୍ବରୁ ହରିୟାଣା ପୋଲିସ୍ ପଞ୍ଚକୁଲାରେ ହୋଇଥିବା ହିଂସାକୁ ନେଇ ଏକ ସୂଚୀ ଜାରି କରିଥିଲା। ଏଥିରେ ୪୩ ଜଣଙ୍କ ଫଟୋ ରହିଛି। ଏହି ତାଲିକାରେ ହନିପ୍ରୀତଙ୍କ ନାଁ ସବୁଠାରୁ ଶୀର୍ଷରେ ରହିଛି। ଏହାସହିତ ଡେରାର ପ୍ରବକ୍ତା ଆଦିତ୍ୟ ଇସାଙ୍କ ନାମ ରହିଛି। ହିଂସା ଯୋଗୁଁ ପଞ୍ଚକୁଲାରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୫୦ ଜଣ ଆହତ ହୋଇଥିଲେ।

କୁହାଯାଉଛି ହନିପ୍ରୀତ ୨୫ ଅଗଷ୍ଟରୁ ଫେରାର ହୋଇଯାଇଛନ୍ତି। ୨୦୧୫ ମସିହାରେ ନେପାଳରେ ଭୂକମ୍ପ ସମୟରେ ରାମରହିମ ଏହି ଅଞ୍ଚଳରେ ରିଲିଫ୍ ଅପରେସନ୍ ଆରମ୍ଭ କରିଥିଲେ। ତେଣୁ ସେଠାରେ ତାଙ୍କର ବହୁ ଭକ୍ତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story