ହରିୟାଣା ପୋଲିସ ପଞ୍ଝାରେ ହନିପ୍ରୀତ: କହିଲେ ମୋ ଚରିତ୍ରକୁ କଳଙ୍କିତ କରାଯାଇଛି  

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଶେଷରେ ଗିରଫ ହେଲେ ବାବା ରାମ ରହିମଙ୍କ ତଥାକଥିତ ପାଳିତ କନ୍ୟା ହନିପ୍ରୀତ । ତାଙ୍କୁ ପଞ୍ଜାବ ପୋଲିସ ଗିରଫ କରିବା ପରେ  ହରିୟାଣା ପୋଲିସର ଜିମା ଦିଆଯାଇଛି। ହନିପ୍ରୀତଙ୍କୁ ପୂର୍ବରୁ ଏକ ଜାତୀୟ ଟିଭି ଚାନେଲକୁ ସାକ୍ଷାତକାର ଦେଇ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଏହାସହ ପ୍ରଶାସନ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ହନିପ୍ରୀତ।  ରାରାମରହିମ ଦୋଷୀ ସାବ୍ୟସ୍ତ ହେବା ଦିନ ସେ ତାଙ୍କ […]

honeypreet-2

honeypreet-2

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 11:02 AM IST

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଶେଷରେ ଗିରଫ ହେଲେ ବାବା ରାମ ରହିମଙ୍କ ତଥାକଥିତ ପାଳିତ କନ୍ୟା ହନିପ୍ରୀତ । ତାଙ୍କୁ ପଞ୍ଜାବ ପୋଲିସ ଗିରଫ କରିବା ପରେ  ହରିୟାଣା ପୋଲିସର ଜିମା ଦିଆଯାଇଛି। ହନିପ୍ରୀତଙ୍କୁ ପୂର୍ବରୁ ଏକ ଜାତୀୟ ଟିଭି ଚାନେଲକୁ ସାକ୍ଷାତକାର ଦେଇ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।

ଏହାସହ ପ୍ରଶାସନ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ହନିପ୍ରୀତ।  ରାରାମରହିମ ଦୋଷୀ ସାବ୍ୟସ୍ତ ହେବା ଦିନ ସେ ତାଙ୍କ ସହ ଥିଲେ । ତେଣୁ ସେ, ହିଂସା ମାମଲାରେ କିପରି ପକ୍ଷଭୁକ୍ତ ହେଲେ ବୋଲି ପ୍ରଶ୍ନ କରିଛନ୍ତି ? ବିଧିବଦ୍ଧ ଅନୁମତି ପାଇବା ପରେ ସେ ରାମ ରହିମଙ୍କ ସହ ଯାଇଥିବା କହିଛନ୍ତି । ଏହାସହ ତାଙ୍କ ଚରିତ୍ରକୁ ଭୁଲ ଚିତ୍ରଣ କରାଯାଇଥିବା ଅଭିଯୋଗ ବି କରିଛନ୍ତି । ପରିସ୍ଥିତି ଗମ୍ଭୀର ହୋଇଥିବା ଯୋଗୁଁ ସେ ସାମ୍ନାକୁ ଆସି ନ ଥିଲେ । ସେହିପରି ଡେରା କର୍ମଚାରୀଙ୍କ ସମସ୍ତ ବୟାନକୁ ମିଥ୍ୟା ବୋଲି କହିଛନ୍ତି ହନିପ୍ରୀତ।

ରାମରହିମ ଦୋଷୀ ସାବ୍ୟସ୍ତ ହେବା ପରେ ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ସଂଗଠିତ ହିଂସା ମାମଲାର ଅଭିଯୁକ୍ତ ଅଛନ୍ତି ହନିପ୍ରୀତ।  ବାବାଙ୍କ ବେଶ୍ ନିକଟତମ କୁହାଯାଉଥିବା ହନିପ୍ରୀତ ବହୁ ସମୟ ଧରି ପୋଲିସ ଆଖିରେ ଧୁଳି ଦେଇ ଫେରାର ଥିଲା । ବାରମ୍ବାର ନିଜ ଠିକଣା ବଦଳାଉଥିବା ହନିପ୍ରୀତକୁ ଖୋଜିବା ପାଇଁ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ପଞ୍ଜାବ ଓ ହରିୟାଣା ସମେତ ନେପାଳରେ ସର୍ଚ୍ଚ ଅପରେସନ ଜାରି ରଖିଥିଲା ପୋଲିସ । ତେବେ ଗତ ମାସରେ ହନିପ୍ରୀତଙ୍କ ଅନ୍ତରୀଣ ସୁରକ୍ଷା ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story