ଆଜି କୋର୍ଟରେ ହାଜର ହେବେ ରାମରହିମଙ୍କ ଧରମ ଝିଅ ହନିପ୍ରୀତ

ଚଣ୍ଡିଗଡ଼: ଆଜି ହରିୟାଣା ପଞ୍ଚକୁଲା କୋର୍ଟରେ ହାଜର ହେବେ ରାମରହିମଙ୍କ ଧରମ ଝିଅ ହନିପ୍ରୀତ। ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଯିବ। ହନିପ୍ରୀତଙ୍କୁ ବର୍ତ୍ତମାନ ପଚରାଉଚରା ଚାଲିଛି। ପ୍ରାଥମିକ ପର୍ଯ୍ୟାୟ ପଚରାଉଚରା ବେଳେ ତାଙ୍କଠାରୁ କୌଣସି ତଥ୍ୟ ମିଳିନାହିଁ। ତାଙ୍କଠାରୁ ବିଭିନ୍ନ ତଥ୍ୟ ଆଦାୟ ପାଇଁ  ପୋଲିସର ପଚରାଉଚରା ଜାରି ରହିବ ବୋଲି ପଞ୍ଚକୁଲା ପୋଲିସ କମିଶନର ଏ.ଏସ୍.ଚାୱଲା ଏହା କହିଛନ୍ତି।  ଆଜି  କୋର୍ଟରେ ହାଜର ବେଳେ ହନିପ୍ରୀତଙ୍କୁ ରିମାଣ୍ଡରେ ନେବାକୁ ପୋଲିସ୍‌ ଆବେଦନ କରାଯିବ ବୋଲି […]

honeypreet

honeypreet

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 03:38 AM IST

Sports

Latest News

ଚଣ୍ଡିଗଡ଼: ଆଜି ହରିୟାଣା ପଞ୍ଚକୁଲା କୋର୍ଟରେ ହାଜର ହେବେ ରାମରହିମଙ୍କ ଧରମ ଝିଅ ହନିପ୍ରୀତ। ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଯିବ। ହନିପ୍ରୀତଙ୍କୁ ବର୍ତ୍ତମାନ ପଚରାଉଚରା ଚାଲିଛି। ପ୍ରାଥମିକ ପର୍ଯ୍ୟାୟ ପଚରାଉଚରା ବେଳେ ତାଙ୍କଠାରୁ କୌଣସି ତଥ୍ୟ ମିଳିନାହିଁ। ତାଙ୍କଠାରୁ ବିଭିନ୍ନ ତଥ୍ୟ ଆଦାୟ ପାଇଁ  ପୋଲିସର ପଚରାଉଚରା ଜାରି ରହିବ ବୋଲି ପଞ୍ଚକୁଲା ପୋଲିସ କମିଶନର ଏ.ଏସ୍.ଚାୱଲା ଏହା କହିଛନ୍ତି।  ଆଜି  କୋର୍ଟରେ ହାଜର ବେଳେ ହନିପ୍ରୀତଙ୍କୁ ରିମାଣ୍ଡରେ ନେବାକୁ ପୋଲିସ୍‌ ଆବେଦନ କରାଯିବ ବୋଲି ପଞ୍ଚକୁଲା ପୋଲିସ କମିଶନର କହିଛନ୍ତି।

୩୮ଦିନ ଧରି ଲୁଚକାଳି ଖେଳିବା ପରେ ଗତକାଲି ହନିପ୍ରୀତଙ୍କୁ ପଞ୍ଜାବ ପୋଲିସ୍‌ ଗିରଫ କରି ହରିୟାଣା ପୋଲିସ ଜିମାରେ ଦେଇଥିଲା। ତେବେ ଗିରଫ ପୂର୍ବରୁ ଗତକାଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ‌ଆସିଥିଲେ ହନିପ୍ରୀତ। ସେ ଦେଇଥିବା ସାକ୍ଷାତକାରରେ ତାଙ୍କ ବିରୋଧରେ‌ ଆସିଥିବା ସବୁ ଅଭିଯୋଗକୁ ମିଛ ବୋଲି କହିଥିଲେ।

ରାମରହିମଙ୍କୁ କୋର୍ଟରୁ ଖସାଇ ନେବାକୁ ଉଦ୍ୟମ କରିବା ଓ ପଞ୍ଚକୁଲାରେ ହିଂସାକାଣ୍ଡର ଷଡ଼ଯନ୍ତ୍ର ଆଜି ରଚିବା ଅଭିଯୋଗରେ ହନିପ୍ରୀତଙ୍କୁ ହରିୟାଣା ପୋଲିସ୍ ଖୋଜୁଥିଲା। ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରି ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story