ମେ ମାସରେ ଭାରତୀୟ ବଜାରକୁ ଅନର କମ୍ପାନୀ ଦୁଇଟି ସ୍ମାର୍ଟଫୋନ୍ ଛାଡିଛି। ଲଞ୍ଚ ହୋଇଥିବା Honor 7A ଏବଂ Honor 7Cର ମୂଲ୍ୟ ୮,୯୯୯ ଏବଂ ୯,୯୯୯ ରହିଛି। Honor 7Cର ଦାମ୍ ୫୦୦ଟଙ୍କା କମି ଯାଇଥିବା ବେଳେ ଏହା ଆମାଜୋନ୍ରେ ଉପଲବ୍ଧ ରହିଛି। ଏଥିରେ ଦୁଇଟି ବ୍ୟାରିଏଟ୍ 3GBରାମ୍/32GBଷ୍ଟୋରେଜ୍ ଏବଂ 4GBରାମ୍/64GBଷ୍ଟୋରେଜ୍ ରହିଛି। ଏହି ଡିସ୍କାଉଣ୍ଟ ଦୁଇଟି ବ୍ୟାରିଏଟ୍ ଫୋନ୍ ପାଇଁ ରହିଛି। ଏକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଟ ବ୍ୟବହାରକାରୀମାନଙ୍କ ପାଇଁ ୬ମାସ ପର୍ଯ୍ୟନ୍ତ ନୋ କଷ୍ଟ EMIର ମଧ୍ୟ ବିକଳ୍ପ ରହିଛି।
Honor 7C
ଡୁଆଲ୍ ସିମ୍ କାର୍ଡ ବିଶିଷ୍ଟ Honor 7C ଏଣ୍ଡ୍ରଅଡ୍ ଫୋନ୍ରେ 3GB/4GBରାମ୍ ରହିଛି। ରିୟର କ୍ୟାମେରା ୧୩ମେକାପିକ୍ସଲ ଏବଂ ଫ୍ରଣ୍ଟ କ୍ୟାମେରା ୨ମେକାପିକ୍ସଲ ରହିଛି। ଭିଡିଓ କଲିଂ ପାଇଁ ଏଥିରେ ଆଉ ଏକ ୮ମେଗାପିକ୍ସଲ୍ କ୍ୟାମେରା ରହିଛି।ବ୍ଲୁଟୁଥ୍ , ୱାଇଫାଇ ସହ 4G LTE ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା
ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।