AC ଦ୍ୱାରା ଜଣଙ୍କ ପାଇଁ କରୋନାରେ ଆକ୍ରାନ୍ତ ହୋଇଥିଲେ ୯ ଜଣ

ଉହାନ: କରୋନା ଭାଇରସର ବାହାକ ଭାବେ ଏସି କେମିତି କାମ କରିଥିଲା, ସେକଥା ଖୋଜି ବାହାର କରିଛନ୍ତି ବିଶେଷଜ୍ଞ। ଏସି ପାଇଁ ଜଣେ କରୋନା ରୋଗୀଙ୍କ ପାଇଁ ୯ ଜଣ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଥିବା ଗବେଷକମାନେ ତର୍ଜମା କରି ଜାଣିବାକୁ ପାଇଛନ୍ତି। ଜାନୁଆରୀ ମାସରେ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଉହାନ ସଂପୂର୍ଣ୍ଣ ଭାବେ ଲକଡାଉନ ହୋଇ ନଥିଲା। ଉହାନରୁ ଗୋଟିଏ ପରିବାର ଗୁଆଙ୍ଗଝୋହୁଠାରେ ଏକ ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଯାଇଥିଲେ। ଏମାନଙ୍କ ମଧ୍ୟରେ […]

a

a

Hemant Lenka
  • Published: Tuesday, 21 April 2020
  • Updated: 21 April 2020, 12:23 PM IST

Sports

Latest News

ଉହାନ: କରୋନା ଭାଇରସର ବାହାକ ଭାବେ ଏସି କେମିତି କାମ କରିଥିଲା, ସେକଥା ଖୋଜି ବାହାର କରିଛନ୍ତି ବିଶେଷଜ୍ଞ। ଏସି ପାଇଁ ଜଣେ କରୋନା ରୋଗୀଙ୍କ ପାଇଁ ୯ ଜଣ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଥିବା ଗବେଷକମାନେ ତର୍ଜମା କରି ଜାଣିବାକୁ ପାଇଛନ୍ତି।

ଜାନୁଆରୀ ମାସରେ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଉହାନ ସଂପୂର୍ଣ୍ଣ ଭାବେ ଲକଡାଉନ ହୋଇ ନଥିଲା। ଉହାନରୁ ଗୋଟିଏ ପରିବାର ଗୁଆଙ୍ଗଝୋହୁଠାରେ ଏକ ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଯାଇଥିଲେ। ଏମାନଙ୍କ ମଧ୍ୟରେ ଜଣେ କରୋନା ଭାଇରସର ସଂକ୍ରମଣ ହୋଇଥିଲେ। ହେଲେ ଏକଥା କେହି ବି ଜାଣି ନଥିଲେ।

କିଛି ଦିନ ପରେ ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଖରେ ରେଷ୍ଟୁରାଣ୍ଟରେ ବସି ଖାଉଥିବା ଆଉ ଦୁଇ ପରିବାର ସଦସ୍ୟ ବି କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ଏସି ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେବେ ଏହି ରେଷ୍ଟୁରାଣ୍ଟରେ ଖାଉଥିବା ଅନ୍ୟ ୭୩ ଗ୍ରାହକ ଓ କର୍ମଚାରୀମାନେ ଏହି ଭାଇରସରେ କୌଣସି ପ୍ରକାରର ସଂକ୍ରମଣର ଶିକାର ହୋଇ ନଥିଲେ। ଚାଇନାର ‌ଏକ ଗବେଷଣା କେନ୍ଦ୍ର ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି।

ସଂକ୍ରମଣର ଶିକାର ହୋଇଥିବା ପରିବାରକୁ କେନ୍ଦ୍ର ଏ’ ଭାବେ ନାମିତ କରିଛି। ସେହିପରି ଅନ୍ୟ ଦୁଇ ପରିବାର ବି’ ଓ ସି’ ଭାବେ ଚିହ୍ନଟ ହୋଇଛନ୍ତି। ପରିବାର ଏ’ର ଜଣ ସଦସ୍ୟଙ୍କ ଶରୀରରେ କରୋନା ଭାଇରସ ରହିଥିବା ସେ ଜାଣି ନଥିଲେ। ଜାନୁଆରୀ ୨୪ରେ ଏମାନେ ରେଷ୍ଟୁରାଣ୍ଟରେ ବସି ଡିନର କରିଥିଲେ।

ଏ’ ପରିବାରରେ ଥିବା ୬୩ ବର୍ଷୀୟ ମହିଳା କିଛି ଦିନ ପରେ ଜ୍ୱର ଓ କାଶରେ ପଡ଼ିଥିଲେ। ଶେଷରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ୨ ସପ୍ତାହ ମଧ୍ୟରେ ସେଦିନ ରେଷ୍ଟୁରାଷ୍ଟରେ ଖାଉଥିବା ପରିବାର ବି’ ଓ ସି’ର ସଦସ୍ୟମାନେ ବି କରୋନାରେ ସଂକ୍ରମଣ ହୋଇଥିଲେ। ମୋଟ ୯ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ମହିଳାଙ୍କ ସମ୍ପର୍କୀୟ ହୋଇଥିବା ବେଳେ ବାକି ୫ ଜଣ ସେଦିନ ଉକ୍ତ ପରିବାର ପାଖରେ ବସି ଖାଦ୍ୟ ଖାଇଥିଲେ।

ବିଶେଷଜ୍ଞଙ୍କ ମତରେ ସେ ଦିନ ପରିବାର ସି’ ବସିଥିବା ଟେବୁଲ ଉପରେ ଏସି ଲାଗିଥିଲା। ଏଥିରୁ ବାହାରୁ ଥିବା ପବନ ଦକ୍ଷିଣ ଦିଗରେ ଯିବା ସହ ସେଠାରେ ଥିବା କାନ୍ଥରେ ମାଡ଼ ହୋଇ ପୁଣି ଫେରୁଥିଲା। ୩ଟି ଯାକ ଟେବୁଲରେ ଏହି ଏସିର ପବନ ଅନୁଭବ ହେଉଥିଲା। ଜାନୁଆରୀ ମାସରେ ଉହାନରୁ କରୋନା ଭାଇରସ ଅନ୍ୟତ୍ର ବ୍ୟାପି ନଥିଲା। ତେଣୁ ପରିବାର ଏ’ର ସଦସ୍ୟଙ୍କ ଠାରୁ ଅନ୍ୟମାନେ ଏସି ପବନ ଦ୍ୱାରା ଏହି ରୋଗରେ ପଡ଼ିଥିବା ବିଶେଷଜ୍ଞମାନେ କହିଛନ୍ତି।

ପରିବାର ଏ’ର କରୋନା ଆକ୍ରାନ୍ତଙ୍କ ଠାରୁ ବାହାରୁ ଥିବା ଡ୍ରପଲେଟ ପବନ ଦ୍ୱାରା ସ୍ଥାନାନ୍ତର ହୋଇଥିଲା ଓ ଏଥିରେ ଏସି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏସିର ପବନ ଯେଉଁ ଦିଗରେ ସିଧାସଳଖ ମାଡ଼ ହେଉଥିଲା, ସେଠାରେ ଥିବା ଲୋକ ଏଥିରେ ସଂକ୍ରମିତ ହୋଇଥିଲେ।

ନ୍ୟୁୱର୍କ ଟାଇମ୍ସ ଏହି ରିପୋର୍ଟ ଉପରେ କହିଛି ଯେ ଏସିରୁ କରୋନା ବ୍ୟାପୁଥିବାରୁ ଲକଡାଉନ ଉଠିବା ପରେ ଲୋକଙ୍କ ଉପରେ ଏହାର ପ୍ରଭାବ ନିଶ୍ଚିତ ରହିବ। ସେମାନେ ରେଷ୍ଟୁରାଣ୍ଟରେ ଖାଇବା ସମୟରେ ନିଶ୍ଚିତ ଭାବେ ନିଜ ଆଖପାଖରେ ବସିଥିବା ଲୋକଙ୍କ ଉପରେ ନଜର ରଖିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story