ଗାନ୍ଧିଙ୍କ ହତ୍ୟାକାରୀର ପ୍ରଶଂସକ ସଂସଦକୁ ନିର୍ବାଚିତ: ଦିଗବିଜୟ

ଭୋପାଲ: ମଧ୍ୟପ୍ରଦେଶ ଭୋପାଲ ଲୋକସଭା ଆସନର ପରାଜିତ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ ବିଜୟୀ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ସମାଲୋଚନା କରିଛନ୍ତି। ଜଣେ ଗାନ୍ଧି ହତ୍ୟାକାରୀର ବିଚାରଧାରାକୁ ପ୍ରଶଂସା କରୁଥିବା ବ୍ୟକ୍ତି ସଂସଦକୁ ନିର୍ବାଚିତ ହୋଇଥିବା ସେ କହିଛନ୍ତି। ପରାଜୟକୁ ସେ ସ୍ୱୀକାର କରୁଛନ୍ତି। ହେଲେ ବିଜେପି ନିର୍ବାଚନ ଜିତିବା ପାଇଁ ଯେଉଁ ନାରା ଦେଉଛି ତାହା କିଭଳି ସବୁଥର ସଫଳ ହେଉଛି, ତାକୁ ନେଇ ପ୍ରଶ୍ନ କରିଛନ୍ତି। ୨୦୧୪ରେ ମୋଦି ଅବ କି ବାର […]

sadhwi vs digvijay

sadhwi vs digvijay

Subhransu Sekhar
  • Published: Friday, 24 May 2019
  • Updated: 24 May 2019, 08:12 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶ ଭୋପାଲ ଲୋକସଭା ଆସନର ପରାଜିତ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ ବିଜୟୀ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ସମାଲୋଚନା କରିଛନ୍ତି।

ଜଣେ ଗାନ୍ଧି ହତ୍ୟାକାରୀର ବିଚାରଧାରାକୁ ପ୍ରଶଂସା କରୁଥିବା ବ୍ୟକ୍ତି ସଂସଦକୁ ନିର୍ବାଚିତ ହୋଇଥିବା ସେ କହିଛନ୍ତି। ପରାଜୟକୁ ସେ ସ୍ୱୀକାର କରୁଛନ୍ତି। ହେଲେ ବିଜେପି ନିର୍ବାଚନ ଜିତିବା ପାଇଁ ଯେଉଁ ନାରା ଦେଉଛି ତାହା କିଭଳି ସବୁଥର ସଫଳ ହେଉଛି, ତାକୁ ନେଇ ପ୍ରଶ୍ନ କରିଛନ୍ତି।

୨୦୧୪ରେ ମୋଦି ଅବ କି ବାର ୨୮୦ ପାର ନାରା ଦେଇ ୨୮୨ ଆସନରେ ଜିତିଥିଲେ। ଏବେ ଅବ କି ବାର ୩୦୦ର ନାରା ଦେଇ ବିଜେପି ୩୦୨ ଆସନରେ ଜିତିବାରେ ସକ୍ଷମ ହୋଇଛି ବୋଲି କହିଛନ୍ତି ଦିଗବିଜୟ ସିଂହ।

ତେବେ ସେ ଇଭିଏମ ଉପରେ ଦୋଷ ଦେବାକୁ ଚାହୁଁନଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story