ପାଖରେ ଛିଡ଼ା ହୋଇ କଥା ହେଲେ ବ୍ୟାପିବ କି କରୋନା, କ’ଣ କହୁଛି ଗବେଷଣା?

ନ୍ୟୁୟର୍କ: କରୋନା ବ୍ୟାପିବା ନେଇ ବିଭିନ୍ନ ମାଧ୍ୟମ କଥା କୁହାସରିଛି। ତେବେ ପାଖରେ ଛିଡ଼ା ହୋଇ କଥା ହେଲେ ବାୟୁ କଣିକା ମାଧ୍ୟମରେ ଏହା ବ୍ୟାପିବା ନେଇ ଆମେରିକାରେ ଥିବା ୟୁନଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି। ଖବର ସରବରାହ ସଂସ୍ଥା ଆଇଏଏନ୍‌ଏସ୍‌ ପକ୍ଷରୁ ଏଭଳି ଏକ ଖବର ପ୍ରକାଶ ପାଇଛି। ଯଦିଓ ଏହା କେତେ ମାତ୍ରାରେ ସତରେ ସଂକ୍ରମଣ କରାଇବାରେ ସଫଳ ହେଉଛି ତାହା ସ୍ପଷ୍ଟ ଜଣାପଡ଼ିନି, ଏହା ସୋଶାଲ ଡିଷ୍ଟାନ୍ସିଂ […]

corona

corona

Subrat Kumar Nayak
  • Published: Saturday, 04 April 2020
  • Updated: 04 April 2020, 09:41 PM IST

Sports

Latest News

ନ୍ୟୁୟର୍କ: କରୋନା ବ୍ୟାପିବା ନେଇ ବିଭିନ୍ନ ମାଧ୍ୟମ କଥା କୁହାସରିଛି। ତେବେ ପାଖରେ ଛିଡ଼ା ହୋଇ କଥା ହେଲେ ବାୟୁ କଣିକା ମାଧ୍ୟମରେ ଏହା ବ୍ୟାପିବା ନେଇ ଆମେରିକାରେ ଥିବା ୟୁନଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି। ଖବର ସରବରାହ ସଂସ୍ଥା ଆଇଏଏନ୍‌ଏସ୍‌ ପକ୍ଷରୁ ଏଭଳି ଏକ ଖବର ପ୍ରକାଶ ପାଇଛି।

ଯଦିଓ ଏହା କେତେ ମାତ୍ରାରେ ସତରେ ସଂକ୍ରମଣ କରାଇବାରେ ସଫଳ ହେଉଛି ତାହା ସ୍ପଷ୍ଟ ଜଣାପଡ଼ିନି, ଏହା ସୋଶାଲ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତାର ଗୁରୁତ୍ୱକୁ ଦର୍ଶାଉଛି। ଏପରିକି ଆକ୍ରାନ୍ତ ନିଜେ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଥିବାକୁ ପ୍ରୋତ୍ସାହନ ଦେଉଛି।

ଉପରୋକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏରସୋଲ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଜର୍ଣ୍ଣାଲରେ ଏହି ସନ୍ଦର୍ଭ ପ୍ରକାଶ ପାଇଛି। ଏହି ଗବେଷଣାର ମୁଖ୍ୟ ପ୍ରଫେସର ୱିଲିଅମ୍‌ ରିଷ୍ଟର୍ଣ୍ଣପାର୍ଟ କହିଛନ୍ତି, ଏରୋସୋଲ୍‌ ପ୍ରାକ୍ଟିକିଲ୍‌ ବାୟୁରେ ସଂକ୍ରମିତ ହେବାଠାରୁ ବହୁତ ଛୋଟ। ଏହାର ଆକାର ୧ ମାଇକ୍ରନ୍‌ ବା ୧ ମାଇକ୍ରୋମିଟର। ଏହା ଯଦିଓ ଆଖିରେ ଦେଖାନଯିବା ଭଳି କ୍ଷୁଦ୍ର କିନ୍ତୁ କୋଭିଡ୍‌-୧୯ ପରି ଭୂତାଣୁକୁ ବହନ କରିପାରେ।

ତେବେ ଏ ବାବଦରେ ଅଧିକ ଗବେଷଣା ଆବଶ୍ୟକ ବୋଲି କୁହାଯାଉଛି। ବିଶେଷକରି ଭୂତାଣୁ ସମ୍ପର୍କିତ ଗବେଷଣା କରୁଥିବା ଲୋକେ ଏହାକୁ ଆଗକୁ ନେଇପାରିବେ। କାରଣ ଏରୋସୋଲ୍‌ ବାବଦରେ ଗବେଷଣା କରୁଥିବା ବୈଜ୍ଞାନିକ କେବଳ ଏହି ନିର୍ଦ୍ଦିଷ୍ଟ ପ୍ରାକ୍ଟିକିଲ୍‌ର ଚଳ ପ୍ରଚଳ ଏବଂ ବାୟୁରେ ଏହା କିପରି ରହିଥାଏ ସେ ବାବଦରେ ଗବେଷଣା କରିଥାଏ। ଅଧିକ ଗବେଷଣା ବର୍ତ୍ତମାନର କୋଭିଡ୍‌-୧୯ ଆହ୍ୱାନକୁ ମୁକାବିଲା କରିବା ସହ ଭବିଷ୍ୟତର ମହାମାରୀ ସମୟରେ ସହାୟକ ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story