ସଂସଦରେ ସେକ୍ୟୁଲାରିଜିମ୍‌ର ପାଠ ପଢ଼ାଇଥିଲେ ସୁଷମା

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗ ପରେ ସେ ସଂସଦ ଏବଂ ଅନ୍ୟ ସ୍ଥାନରେ ଦେଇଥିବା ଅଗ୍ନିବର୍ଷୀ ଭାଷଣ ଏବେ ଚର୍ଚ୍ଚାରେ ରହିଛି। ସମସ୍ତେ ତାଙ୍କ ନେତୃତ୍ୱ ଦକ୍ଷତା ସହିତ ଭାଷଣରେ ଶବ୍ଦ ଚାତୁରୀକୁ ନେଇ ପ୍ରଶଂସା କରୁଛନ୍ତି। ଆଜି ଆମେ ଆପଣଙ୍କୁ କହିବୁ ୧୯୯୬ ମସିହାର ସେହି ଭାଷଣ ବିଷୟରେ ଯେଉଁଥିରେ ସେ ଭାରତୀୟତା ଏବଂ ପ୍ରକୃତ ସେକ୍ୟୁଲାରିଜିମ୍‌ ବାବଦରେ ସ୍ପଷ୍ଟ ଚିତ୍ର ରଖି ଐତିହାସିକ ଭାଷଣ ଦେଇଥିଲେ। ସେ ଏହି ଭାଷଣରେ […]

sushama-swaraj

sushama-swaraj

Subrat Kumar Nayak
  • Published: Wednesday, 07 August 2019
  • Updated: 07 August 2019, 04:14 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗ ପରେ ସେ ସଂସଦ ଏବଂ ଅନ୍ୟ ସ୍ଥାନରେ ଦେଇଥିବା ଅଗ୍ନିବର୍ଷୀ ଭାଷଣ ଏବେ ଚର୍ଚ୍ଚାରେ ରହିଛି। ସମସ୍ତେ ତାଙ୍କ ନେତୃତ୍ୱ ଦକ୍ଷତା ସହିତ ଭାଷଣରେ ଶବ୍ଦ ଚାତୁରୀକୁ ନେଇ ପ୍ରଶଂସା କରୁଛନ୍ତି। ଆଜି ଆମେ ଆପଣଙ୍କୁ କହିବୁ ୧୯୯୬ ମସିହାର ସେହି ଭାଷଣ ବିଷୟରେ ଯେଉଁଥିରେ ସେ ଭାରତୀୟତା ଏବଂ ପ୍ରକୃତ ସେକ୍ୟୁଲାରିଜିମ୍‌ ବାବଦରେ ସ୍ପଷ୍ଟ ଚିତ୍ର ରଖି ଐତିହାସିକ ଭାଷଣ ଦେଇଥିଲେ।

ସେ ଏହି ଭାଷଣରେ ଭାରତର ବିଭିନ୍ନ ସ୍ଥାନର ନୃତ୍ୟ, ପୁରାଣ ଏବଂ ଖାଦ୍ୟ ବାବଦରେ ଉଦାହରଣ ଦେଇ ଏହି ଭାଷଣ ଦେଇଥିଲେ। ସେ ଗୃହରେ କହିଥିଲେ, ବାଚସ୍ପତି ମହୋଦୟ ହଁ ଆମେ କମ୍ୟୁନାଲ। ଆମେ ଏଥିପାଇଁ କମ୍ୟୁନାଲ ଯେ ଆମେ ବନ୍ଦେ ମାତରମ୍‌ ପାଇଁ ଓକିଲାତି କରୁ। ହଁ ଆମେ କମ୍ୟୁନାଲ କାରଣ ଆମେ ଜାତୀୟ ପାତାକାକୁ ସମ୍ମାନ କରୁ। ହଁ ଆମେ କମ୍ୟୁନାଲ କାରଣ ଆମେ ୩୭୦ ଧାରା ଉଠାଇବାକୁ ଚାହୁଁ। ଜାତି ଏବଂ ଧର୍ମ ଆଧାରରେ ବୈଷମ୍ୟତାରେ ଅନ୍ତ ଘଟାଇବାକୁ ଚାହୁଁ। ହଁ ଆମେ କମ୍ୟୁନାଲ କାରଣ ଆମେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ଚାହୁଁ।

ଏହାକୁ ନେଇ ସଂସଦରେ ହଟ୍ଟଗୋଳ ଚାଲୁରହିଥିବାବେଳେ ସେ ଚୁପ୍‌ ହୋଇନଥିଲେ। ସେ କହିଥିଲେ ଆମେ ଏଥିପାଇଁ କମ୍ୟୁନାଲ ଯେ ଆମେ କଶ୍ମିରୀ ଶରଣାର୍ଥୀଙ୍କ କଥା ଶୁଣିବାକୁ ଚାହୁଁ। ସେକ୍ୟୁଲାରିଜିମ୍‌ର ପ୍ରକୃତ ଅର୍ଥ ହେଉଛି, ପ୍ରତି ନାଗରିକ ଅନ୍ୟ ଜଣେ ନାଗରିକକୁ ସମ୍ମାନ ଜଣାଇବ, ତେଣିକି ସେ ଯେକୌଣସି ଧର୍ମର ହେଇଥା’ନ୍ତୁ ନା କାହିଁକି।

ସେ ତଥାକଥିତ ସେକ୍ୟୁଲାର ମାନଙ୍କର କମ୍ୟୁନାଲ ସାର୍ଟିଫିକେଟ୍‌ ବଣ୍ଟନକୁ ନେଇ କହିଥିଲେ, ସତ କଥା ହେଉଛି ଆମେ ହିନ୍ଦୁ ହେବାରେ ଲଜ୍ଜିତ ଅନୁଭବ କରୁନା। ଆମେ କମ୍ୟୁନାଲ ଏବଂ ଆଣ୍ଟି ସେକ୍ୟୁଲାର, ଏହି ଦେଶରେ ଯଦି ତୁମେ ହିନ୍ଦୁ ଭାବେ ଲଜ୍ଜିତ ନୁହଁ, ଆପଣଙ୍କୁ ସ୍ୟୁଡୋ ସେକ୍ୟୁଲାରମାନେ ସେକ୍ୟୁଲାର ସାର୍ଟିଫିକେଟ୍‌ ଦେବେନାହିଁ। ପ୍ରକୃତରେ ଆମ ଅନୁସାରେ ସେକ୍ୟୁଲାରିଜିମ୍‌ର ସଂଜ୍ଞା ହେଉଛି, ଜଣେ ହିନ୍ଦୁ ଭଲ ହିନ୍ଦୁ ହେଉ, ଜଣେ ମୁସଲିମ୍‌ ଭଲ ମୁଓଲିମ୍‌ ହେଉ, ଜଣେ ଶିଖ୍‌ ଭଲ ଶିଖ୍‌ ହେଉ ଏବଂ ଜଣେ ଖ୍ରୀଷ୍ଟିଆନ୍‌ ଭଲ ଖ୍ରୀଷ୍ଟିଆନ୍‌ ହେଉ। ସମସ୍ତେ ନିଜ ନିଜର ଧର୍ମକୁ ଅନୁସରଣ କରିବା ସହ ସେହି ସମୟରେ ଅନ୍ୟ ଜଣଙ୍କ ଧର୍ମକୁ ମଧ୍ୟ ସମ୍ମାନ ଜଣାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story