ହଜି ଯାଇଥିବା ଫୋନ୍‌ରୁ ଡାଟା କିପରି ଡିଲିଟ୍ କରିବେ ? ଜାଣନ୍ତୁ  ଫର୍ମୁଲା  

ସ୍ମାର୍ଟଫୋନ୍‌ ଚୋରି ହୋଇଗଲେ କିମ୍ବା ହଜିଗଲେ ସେଥିରେ ଥିବା ଡାଟା ଲିକ୍‌କୁ ନେଇ ଭୟ ରହିଛି। କାରଣ ଆପଣଙ୍କ ଗୁପ୍ତ ତଥ୍ୟ ଅନ୍ୟ କେହି ଜାଣିଯିବେ। ତେବେ ଏହାର ମଧ୍ୟ ସମାଧାନର ବାଟ ରହିଛି। ତେବେ ଜାଣନ୍ତୁ ଡାଟା ଡିଲିଟ୍‌ର ଫର୍ମୁଲା। ଏହି ଫର୍ମୁଲା କେବଳ ଆଣ୍ଡ୍ରଏଡ୍ ଫୋନ ପାଇଁ ଉଦ୍ଦିଷ୍ଟ। ଏଥିପାଇଁ ଆପଣଙ୍କ ହଜିଯାଇଥିବା ଫୋନ୍ ଯଦି ଅନ୍‌ ହୁଏ କିମ୍ବା ଚୋରି କରିଥିବା ବ୍ୟକ୍ତି ଏହାକୁ ଯେତେବଳେଳେ ଅନ୍‌ କରିବେ ତେବେ ଆପଣ ଏହାର […]

mobile-1

mobile-1

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 06:42 PM IST

Sports

Latest News

ସ୍ମାର୍ଟଫୋନ୍‌ ଚୋରି ହୋଇଗଲେ କିମ୍ବା ହଜିଗଲେ ସେଥିରେ ଥିବା ଡାଟା ଲିକ୍‌କୁ ନେଇ ଭୟ ରହିଛି। କାରଣ ଆପଣଙ୍କ ଗୁପ୍ତ ତଥ୍ୟ ଅନ୍ୟ କେହି ଜାଣିଯିବେ। ତେବେ ଏହାର ମଧ୍ୟ ସମାଧାନର ବାଟ ରହିଛି। ତେବେ ଜାଣନ୍ତୁ ଡାଟା ଡିଲିଟ୍‌ର ଫର୍ମୁଲା। ଏହି ଫର୍ମୁଲା କେବଳ ଆଣ୍ଡ୍ରଏଡ୍ ଫୋନ ପାଇଁ ଉଦ୍ଦିଷ୍ଟ। ଏଥିପାଇଁ ଆପଣଙ୍କ ହଜିଯାଇଥିବା ଫୋନ୍ ଯଦି ଅନ୍‌ ହୁଏ କିମ୍ବା ଚୋରି କରିଥିବା ବ୍ୟକ୍ତି ଏହାକୁ ଯେତେବଳେଳେ ଅନ୍‌ କରିବେ ତେବେ ଆପଣ ଏହାର ଫାଇଦା ନେଇପାରିବେ। ଏହା ବ୍ୟତୀତ ଫୋନରେ ଗୁଗୁଲ ଆକାଉଣ୍ଟ ଲଗ୍‌ଇନ୍ ଥିବା ସହ ଇଣ୍ଟରନେଟ୍ ଓ ଲୋକେଶନ୍ ମଧ୍ୟ ଅନ ଥିବା ଦରକାର।

ଡାଟା ଡିଲିଟ୍ କରିବାର ଉପାୟ

୧- ପ୍ରଥମେ ଗୁଗୁଲ ଯାଇ android.com/findକୁ ଯ।ଆନ୍ତୁ

୨. ଏଠାରେ ସେହି ଗୁଗୁଲ ଆକାଉଣ୍ଟରେ ଲଗ୍‌ଇନ୍‌ କରନ୍ତୁ ଯେଉଁଥିରେ  ହଜିଯାଇଥିବା ଫୋନରେ କରିଥିଲେ।

୩. ଏଠାରେ ଆପଣଙ୍କୁ ସବୁ ଡିଭାଇସର ଲିଷ୍ଟ ମିଳିବ ଯେଉଁଥିରେ ଆପଣଙ୍କ ଗୁଗୁଲ ଆକାଉଣ୍ଟ ଲଗ ଇନ୍ ହୋଇଥିବ। ନିଜ ଡିଭାଇସଟିକୁ ଚିହ୍ନନ୍ତୁ।

୪. ଆପଣଙ୍କୁ ଏଠି play sound,look,erase ପରି ତିନୋଟି ବିକଳ୍ପ ମିଳିବି।

୫.ଏଠାରେ ଆପଣଙ୍କ ଡିଭାଇସ୍ କେଉଁଠି ଅଛି ‌ଏହା ମ୍ୟାପରେ ମଧ୍ୟ ଦେଖା ଦେବ।

୬. ଫୋନରୁ ସବୁ ଡାଟା ହଟାଇବା ପାଇଁ ଇରେଜରେ କ୍ଲିକ୍ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଫୋନରେ ଯେତେ ଡାଟା ଥିବ ସବୁ ଡିଲିଟ୍ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story