ଅନ୍‌ଲାଇନ ଠକେଇରୁ କେମିତି ସୁରକ୍ଷିତ ରହିବ ଆପଣଙ୍କ ଟଙ୍କା: ବାଟ ବାହାର କଲା ଆରବିଆଇ

ନୂଆଦିଲ୍ଲୀ: ଡେବିଟ  ହେଉ କି କ୍ରେଡିଟ୍‌ ଏସବୁ କାରବାର ଉପରେ  ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ଆରବିଆଇ। ଅର୍ଥାତ ଆପଣଙ୍କୁ ଯଦ  କେହି ଅନଲାଇନ୍‌ରେ ଠକିଲେ ତେବେ ଏହାର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି। କୌଣସି ଅନଧିକୃତ କାରବାର କିମ୍ବା ଠକେଇ ମାମଲାରେ ଗ୍ରାହକଙ୍କ ଠାରୁ ବ୍ୟାଙ୍କ ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଯଦି କେହି ଚକ୍ରାନ୍ତ କରି ଟ୍ରାଞ୍ଜାକ୍ସନ କରି ନିଅନ୍ତି ତେବେ ଏହି ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କ ପକ୍ଷରୁ ପଦକ୍ଷେପ […]

rbi

rbi

Rakesh Mallick
  • Published: Friday, 07 July 2017
  • Updated: 07 July 2017, 08:07 PM IST

Sports

Latest News

ନୂଆଦିଲ୍ଲୀ: ଡେବିଟ  ହେଉ କି କ୍ରେଡିଟ୍‌ ଏସବୁ କାରବାର ଉପରେ  ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ଆରବିଆଇ। ଅର୍ଥାତ ଆପଣଙ୍କୁ ଯଦ  କେହି ଅନଲାଇନ୍‌ରେ ଠକିଲେ ତେବେ ଏହାର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି। କୌଣସି ଅନଧିକୃତ କାରବାର କିମ୍ବା ଠକେଇ ମାମଲାରେ ଗ୍ରାହକଙ୍କ ଠାରୁ ବ୍ୟାଙ୍କ ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଯଦି କେହି ଚକ୍ରାନ୍ତ କରି ଟ୍ରାଞ୍ଜାକ୍ସନ କରି ନିଅନ୍ତି ତେବେ ଏହି ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ।

ଏଥିପାଇଁ ଆରବିଆଇ ପକ୍ଷରୁ ବିଭିନ୍ନ ବ୍ୟାଙ୍କକୁ  ଏକ ସର୍କୁଲାର ଜାରି କରାଯାଇଛି। ଏହି ନୂଆ ଗାଇଡଲାନ୍‌ ଅନୁଯାୟୀ ଅର୍ଥ କାରବାର ସମ୍ପର୍କିତ ହେଉଥିବା ସମସ୍ତ ଏସଏମଏସ ଆଲର୍ଟ ବ୍ୟାଙ୍କ ରେଜିଷ୍ଟର କରିବ। ସେହିପରି ଗ୍ରାହକମାନେ ଠକାମିର ଶିକାର ହେଲେ ଏସଏମଏସ ମାଧ୍ୟମରେ ସମ୍ପୃକ୍ତ ବ୍ୟାଙ୍କକୁ ଅଭିଯୋଗ କରିପାରିବେ। ଘଟଣା ଘଟିବାର ୭ ଦିନ ମଧ୍ୟରେ ବ୍ୟାଙ୍କକୁ ଗ୍ରାହକମାନେ ଅବଗତ କରିପାରିବେ। ଅନଲାଇନ ମାଧ୍ୟମରେ ଠକାମିର ପଡ଼ିଲେ ଆସିଥିବା ଏସଏମଏ ଏଲର୍ଟ ଏବଂ ଇମେଲରେ  ଏକ ରିପେ ଅପ୍ସନ ରହିବ। ଗ୍ରାହକମାନେ ଏହି ରିପେ ଅପ୍ସନକୁ ଯାଇ ଅବଗତ କରିପାରିବେ। । ପରେ ବ୍ୟାଙ୍କ ପକ୍ଷରୁ ଯାଞ୍ଚ କରାଯାଇ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story