ଅନଲାଇନ କ୍ଲାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏବେ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ। ଏଥିପାଇଁ ବିଭିନ୍ନ ସ୍କୁଲ ତରଫରୁ ଅନଲାଇନ ଦ୍ୱାରା ପିଲାଙ୍କୁ ପାଠପଢ଼ା ଯାଉଛି। ତେବେ ଆଜି ସ୍କୁଲ ଗୁଡ଼ିକ ଦ୍ୱାରା କରାଯାଉଥିବା ଅନଲାଇନ କ୍ଲାସ ପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ପ୍ରି-ପ୍ରାଇମେରୀ ଶିକ୍ଷାର୍ଥୀଙ୍କ ଅନଲାଇନ କ୍ଲାସ ୩୦ ମିନିଟ୍‌ରୁ ଅଧିକ ହୋଇପାରିବ ନାହିଁ। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୪୫ ମିନିଟ୍‌ […]

f

f

Hemant Lenka
  • Published: Tuesday, 14 July 2020
  • Updated: 14 July 2020, 09:33 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏବେ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ। ଏଥିପାଇଁ ବିଭିନ୍ନ ସ୍କୁଲ ତରଫରୁ ଅନଲାଇନ ଦ୍ୱାରା ପିଲାଙ୍କୁ ପାଠପଢ଼ା ଯାଉଛି। ତେବେ ଆଜି ସ୍କୁଲ ଗୁଡ଼ିକ ଦ୍ୱାରା କରାଯାଉଥିବା ଅନଲାଇନ କ୍ଲାସ ପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

ଗାଇଡଲାଇନ ଅନୁଯାୟୀ, ପ୍ରି-ପ୍ରାଇମେରୀ ଶିକ୍ଷାର୍ଥୀଙ୍କ ଅନଲାଇନ କ୍ଲାସ ୩୦ ମିନିଟ୍‌ରୁ ଅଧିକ ହୋଇପାରିବ ନାହିଁ।
ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୪୫ ମିନିଟ୍‌ ଯାଏ ଦୁଇଟି ସେସନ ହେବ। ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୪ଟି ସେସନରେ ୪୫ ମିନିଟ୍‌ ଯାଏ ଅନଲାଇନରେ ଶିକ୍ଷାଦାନ କରାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story