ଆଇନ୍‌ଷ୍ଟାଇନ୍‌ଙ୍କ ପାଇଁ କୋଟିପତି ହେଲେ ଏହି ଝିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରସିଦ୍ଧ ବୈଜ୍ଞାନିକ ଆଇନ୍‌ଷ୍ଟାଇନଙ୍କ ଥିଓରି ଅଫ୍ ରିଲେଟିଭିଟିକୁ ବୁଝାଇବା କାଠିକର ପାଠ। ବହୁତ କମ୍ ଲୋକ ଅଛନ୍ତି ଯିଏ କି ଏହି ଥିଓରିକୁ ବୁଝାଇପାରନ୍ତି। କିନ୍ତୁ କେବେଏହି ଥିଓରିଟକୁ ବୁଝେଇ କେହି କୋଟିପତି ହେବା ଶୁଣିଛନ୍ତି କି? ଏପରି ଏକ ଘଟଣା ଘଟିଛି ଫିଲିଫାଇନ୍ସରେ। ଯେଉଁଠି ଜଣେ ୧୮ ବର୍ଷୀୟା କିଶୋରୀ ଏହି ଥିଓରିକୁ ବୁଝେଇ ମାଲାମାଲ୍ ହୋଇଯାଇଛନ୍ତି। ଫିଲିପାଇନ୍ସର ଏହି କିଶୋରୀଙ୍କ ନାଁ ହେଲା ହିଲାରି ଡାଏନ୍ ଆଣ୍ଡାଲେସ୍। ହାଇସ୍କୁଲରେ ପଢ଼ୁଥିବା ଏହି […]

andales copy

andales copy

Rakesh Mallick
  • Published: Tuesday, 26 December 2017
  • Updated: 26 December 2017, 01:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରସିଦ୍ଧ ବୈଜ୍ଞାନିକ ଆଇନ୍‌ଷ୍ଟାଇନଙ୍କ ଥିଓରି ଅଫ୍ ରିଲେଟିଭିଟିକୁ ବୁଝାଇବା କାଠିକର ପାଠ। ବହୁତ କମ୍ ଲୋକ ଅଛନ୍ତି ଯିଏ କି ଏହି ଥିଓରିକୁ ବୁଝାଇପାରନ୍ତି। କିନ୍ତୁ କେବେଏହି ଥିଓରିଟକୁ ବୁଝେଇ କେହି କୋଟିପତି ହେବା ଶୁଣିଛନ୍ତି କି? ଏପରି ଏକ ଘଟଣା ଘଟିଛି ଫିଲିଫାଇନ୍ସରେ। ଯେଉଁଠି ଜଣେ ୧୮ ବର୍ଷୀୟା କିଶୋରୀ ଏହି ଥିଓରିକୁ ବୁଝେଇ ମାଲାମାଲ୍ ହୋଇଯାଇଛନ୍ତି।

ଫିଲିପାଇନ୍ସର ଏହି କିଶୋରୀଙ୍କ ନାଁ ହେଲା ହିଲାରି ଡାଏନ୍ ଆଣ୍ଡାଲେସ୍। ହାଇସ୍କୁଲରେ ପଢ଼ୁଥିବା ଏହି ଛାତ୍ରୀ ‘ବ୍ରେକ୍‌ଥ୍ରୁ ଜୁନିଅର କଲେଜ୍ ଚ୍ୟାଲେଞ୍ଜ’ରେ ବିଜେତା ଭାବେ ୨୫୦,୦୦୦ ଡଲାର(୧.୬ କୋଟି ଟଙ୍କା) ପୁରସ୍କାର ରାଶି ପାଇଛନ୍ତି। ଛାତ୍ରୀ ଜଣକ ଆଇନଷ୍ଟାଇନଙ୍କ ଥିଓରି ଅଫ୍ ରିଲେଟିଭିଟିକୁ ସବୁଠୁ ସହଜ ଉପାୟର ବୁଝାଇବାରେ ସକ୍ଷମ ହୋଇଥିଲେ।

ହିଲାରୀ ଡାଏନ୍ ନିଜ ପ୍ରୟାସକୁ ଭଡିଓ ରେକର୍ଡ କରି ୟୁ ଟ୍ୟୁବ୍‌ରେ ଅପଲୋଡ୍ ବ୍ରେକ୍‌ଥ୍ରୁ ଜୁନିୟର ଚ୍ୟାଲେଞ୍ଜରେ ସାମିଲ କରିଥିଲେ। ବ୍ରେକ୍‌ଥ୍ରୁ ଜୁନିୟର ଚ୍ୟାଲେଞ୍ଜ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା। ଏହାକୁ ଛାତ୍ର ଛାତ୍ରୀମାନଙ୍କର ଆଡଭାନ୍ସ ସାଇନ୍ସ୍‌ରେ ରୁଚି ବଢ଼ାଇବା ପାଇଁ ତିଆରି କରାଯାଇଛି। ଏହାର ବିଜେତାଙ୍କୁ ପୁରସ୍କାର ଭାବେ ମୋଟା ଆକାରରେ ଟଙ୍କା ଦିଆଯାଏ।

ଏହି ପ୍ରତିଯୋଗିତାର ଆରମ୍ଭ ଗୁଗୁଲ୍‌ର ଫାଉଣ୍ଡର ସର୍ଗେ ବ୍ରିନ୍, ୟୁ ଟ୍ୟୁବ୍‌ର ମୁଖ୍ୟ ଏନି ୱଜିକି, ଫେସ୍‌ବୁକ୍‌ର ପାଉଣ୍ଡର ମାର୍କ  ଜୁକରବର୍ଗ ଓ ତାଙ୍କ ପତ୍ନୀ ପ୍ରିସ୍କିଲା ଚାନ୍ ଓ ଅନ୍ୟ କିଛି ଲୋକ ମିଶି କରିଛନ୍ତି।

ଆଣ୍ଡାଲେସ୍ ସହଜ ଉପାୟରେ ବୁଝାଇଥିବା ରିଲେଟିଭିଟି ଥିଓରି ଜାଣିବା ପାଇଁ ନିମ୍ନରେ ଥିବା ଭିଡିଓ ଦେଖନ୍ତୁ।

https://www.youtube.com/watch?v=mnJuKXhFaQ8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story