ଏମିତି ଏକ କମ୍ପାନୀ ଯେଉଁଠି ମୂଲିଆଠୁ ମାଲିକ ସମସ୍ତେ କୋଟିପତି

ଭାରତରେ ଏମିତି ଏକ କମ୍ପାନୀ ରହିଛି ଯେଉଁଠି ମୂଲିଆଠୁ ଆରମ୍ଭ କରି ମାଲିକ ପର୍ଯ୍ୟନ୍ତ ସମସ୍ତେ କୋଟିପତି। ମୂଲିଆ ମାନଙ୍କ ଦରମା ମାସିକ ୧୦ରୁ ୨୦ ହଜାର ମଧ୍ୟରେ, ତଥାପି ସେମାନେ କୋଟିପତି। ଆପଣଙ୍କୁ ଏହି କଥାଟି ଟିକେ ଗୋଳମାଳିଆ ଲାଗୁଥିବ, ହେଲେ କଥାଟା ସତ। ରିପୋର୍ଟ ଅନୁଯାୟୀ ଏହି କମ୍ପାନୀର ନାଁ ‘ରବିରାଜ ଫୋଇଲ୍ସ ଲିମିଟେଡ’। ଏହା ଗୁଜରାଚଟର ଅହମ୍ମଦାବାଦ୍‌ର ସାନନ୍ଦରେ ରହିଛି। ଏଠାରେ କାମ କରୁଥିବା ଲୋକମାନଙ୍କ ବ୍ୟାଙ୍କ ଖାତାରେ କୋଟି କୋଟି ଟଙ୍କା […]

millionaire-employees

millionaire-employees

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 06:41 PM IST

Sports

Latest News

ଭାରତରେ ଏମିତି ଏକ କମ୍ପାନୀ ରହିଛି ଯେଉଁଠି ମୂଲିଆଠୁ ଆରମ୍ଭ କରି ମାଲିକ ପର୍ଯ୍ୟନ୍ତ ସମସ୍ତେ କୋଟିପତି। ମୂଲିଆ ମାନଙ୍କ ଦରମା ମାସିକ ୧୦ରୁ ୨୦ ହଜାର ମଧ୍ୟରେ, ତଥାପି ସେମାନେ କୋଟିପତି। ଆପଣଙ୍କୁ ଏହି କଥାଟି ଟିକେ ଗୋଳମାଳିଆ ଲାଗୁଥିବ, ହେଲେ କଥାଟା ସତ। ରିପୋର୍ଟ ଅନୁଯାୟୀ ଏହି କମ୍ପାନୀର ନାଁ ‘ରବିରାଜ ଫୋଇଲ୍ସ ଲିମିଟେଡ’। ଏହା ଗୁଜରାଚଟର ଅହମ୍ମଦାବାଦ୍‌ର ସାନନ୍ଦରେ ରହିଛି। ଏଠାରେ କାମ କରୁଥିବା ଲୋକମାନଙ୍କ ବ୍ୟାଙ୍କ ଖାତାରେ କୋଟି କୋଟି ଟଙ୍କା ରହିଛି। ଆପଣ ଭାବୁଥିବେ ଏତେ କମ ଦରମା ପାଉଥିବା ବ୍ୟକ୍ତିର ବ୍ୟାଙ୍କ ଖାତାରେ ଏତେ ଟଙ୍କା ଆସିଲା କେଉଁଠୁ। ଆସନ୍ତୁ ଜାଣିବା ଏହାର କାରଣ।

ରବିରାଜ ଫୋଇଲ୍ସ ଲିମିଟେଡ ଅହମ୍ମଦାବାଦ୍‌ରେ ଫ୍ୟାକ୍ଟ୍ରି ଖୋଲିବା ପାଇଁ ଜମିର ସନ୍ଧାନରେ ଥିଲା। ଫ୍ୟାକ୍ଟ୍ରି କରିବା ପାଇଁ କମ୍ପାନୀ ଯେଉଁମାନଙ୍କ ପାଖରୁ ଜମି ନେଇଥିଲା ସେମାନଙ୍କୁ ଚାକିରି ଦେଇଛି। ଏହାସହ କ୍ଷତିପୂରଣ ବାବଦକୁ ଲୋକଙ୍କୁ ମିଳିଛି କୋଟି କୋଟି ଟଙ୍କା। ଯୋଗ୍ୟତା ଅନୁସାରେ ଏଠାରେ ଲୋକମାନଙ୍କୁ ସୁପରଭାଇଜରରୁ ଆରମ୍ଭ କରି ସିକ୍ୟୁରିଟି ଗାର୍ଡ ପର୍ଯ୍ୟନ୍ତ ଚାକିରି ମିଳିଛି। ଫ୍ୟାକ୍ଟ୍ରିରେ ୩୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଛନ୍ତି। ସୋମନଙ୍କ ମଧ୍ୟରୁ ୧୫୦ ଲୋକଙ୍କ ବ୍ୟଙ୍କ ଖାତାରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ଚାରି ହଜାର ହେକ୍ଟର ଜମିରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚରେ ଏହି ଫ୍ୟାକ୍ଟ୍ରି ନିର୍ମାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story