ବିଶାଳ କ୍ୱାରେଣ୍ଟାଇନ ହଲ ନିର୍ମାଣ କରୁଛି ଆସାମ, ୭ ଦିନରେ ସରିବ

ଗୌହାଟୀ: କରୋନା ରୋଗୀଙ୍କୁ ଓ ସନ୍ଦିଗ୍ଧ ମାନଙ୍କୁ ରଖିବା ପାଇଁ ଆସାମ ସରକାର ଏକ ବିଶାଳ କ୍ୱାରେଣ୍ଟାଇନ ହଲ ନିର୍ମାଣ କରୁଛନ୍ତି। ଏହି ବିଶାଳ କ୍ୱାରେଣ୍ଟାଇନ ହଲର କାମ ସପ୍ତାହକ ମଧ୍ୟରେ ସାରିବାକୁ ମଧ୍ୟ ସରକାର ନଜର ରଖିଥିବା ରାଜ୍ୟର ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ସୂଚନା ଦେଇଛନ୍ତି। ବିମାନର ହ୍ୟାଙ୍ଗର ଭଳି ଦେଖା ଯାଉଥିବା ଏହି କ୍ୱାରେଣ୍ଟାଇନ୍‌ ହଲର ଫଟୋକୁ ହିମନ୍ତ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, “ଗୌହାଟୀରେ ଥିବା ସରୁସୋଜାଇ […]

uk

uk

Hemant Lenka
  • Published: Thursday, 26 March 2020
  • Updated: 26 March 2020, 01:07 PM IST

Sports

Latest News

ଗୌହାଟୀ: କରୋନା ରୋଗୀଙ୍କୁ ଓ ସନ୍ଦିଗ୍ଧ ମାନଙ୍କୁ ରଖିବା ପାଇଁ ଆସାମ ସରକାର ଏକ ବିଶାଳ କ୍ୱାରେଣ୍ଟାଇନ ହଲ ନିର୍ମାଣ କରୁଛନ୍ତି। ଏହି ବିଶାଳ କ୍ୱାରେଣ୍ଟାଇନ ହଲର କାମ ସପ୍ତାହକ ମଧ୍ୟରେ ସାରିବାକୁ ମଧ୍ୟ ସରକାର ନଜର ରଖିଥିବା ରାଜ୍ୟର ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ସୂଚନା ଦେଇଛନ୍ତି।

ବିମାନର ହ୍ୟାଙ୍ଗର ଭଳି ଦେଖା ଯାଉଥିବା ଏହି କ୍ୱାରେଣ୍ଟାଇନ୍‌ ହଲର ଫଟୋକୁ ହିମନ୍ତ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, “ଗୌହାଟୀରେ ଥିବା ସରୁସୋଜାଇ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ବିଶାଳ କ୍ୱାରେଣ୍ଟାଇନ କେନ୍ଦ୍ର ନିର୍ମାଣ କରାଯାଉଛି।

ଏଠାରେ ୭୦୦ ଲୋକ ରହିପାରିବେ। ଆଜି ସକାଳେ ଉକ୍ତ ସ୍ଥାନକୁ ଯାଇ ନିର୍ମାଣ କାର୍ଯ୍ୟର ତଦାରଖ କରିଛି। ଆଉ ମାତ୍ର ସପ୍ତାହକ ମଧ୍ୟରେ ଏହି କ୍ୱାରେଣ୍ଟାଇନ ହଲର ନିର୍ମାଣ କାମ ଶେଷ ହେବ।”

ଶର୍ମା ଟ୍ୱିଟ କରିଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ମୁହଁରେ ମାସ୍କ ଲଗାଇ ବିମାନ ହ୍ୟାଙ୍ଗର ଭଳି ଏକ ୟୁ ଶେପ୍‌ ତଳେ ଶ୍ରମିକମାନେ କାଠର ବିମ୍‌ ଲଗାଉଛନ୍ତି। ଏହି ହଲରେ ୭୦୦ ରୋଗୀଙ୍କ ରହିବା ପାଇଁ ବେଡ୍‌ ଓ ସ୍ୱତନ୍ତ୍ର ବାଥରୁମ ଏବଂ ଅନ୍ୟାନ୍ୟ ସୁବିଧା ରହିବ।

ଏଯାଏ ଉତ୍ତର-ପୂର୍ବ ଭାରତରେ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ ମଣିପୁରର ହୋଇଥିବା ବେଳେ ଆଉ ଜଣେ ମିଜୋରାମରେ କରୋନା ରୋଗୀ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story