ରୋବୋଟ୍ ନାଁରେ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ମଣିଷର କାମକୁ ହାଲୁକା କରିବା ପାଇଁ ବୈଜ୍ଞାନିକମାନେ ରୋବୋଟ୍ ତିଆରି କରିଛନ୍ତି। ହେଲେ ବେଳେ ବେଳେ ଏହି ରୋବୋଟ୍ ସାହାଯ୍ୟ କରିବା ବଦଳରେ ମାରାତ୍ମକ ହେଉଛି। ଜଣେ ମଣିଷ ଅନ୍ୟ ଜଣଙ୍କୁ ହଇରାଣ କରିବା କିମ୍ବା ନିର୍ଯାତନା କରିବା କଥା ଶୁଣିଥିବେ। ହେଲେ ରୋବୋଟ୍ କ୍ଷେତ୍ରରେ ଏମିତି ଘଟଣା  କେବେ ଶୁଣିଛନ୍ତି କି? ହଁ ଏଭଳି  କିଛି ଅଭିଯୋଗ ଆସିଛି ସେନ୍‌ ଫ୍ରାନ୍ସିସ୍କୋରୁ। ଏଠାରେ ଏକ ରୋବୋଟ୍ ଉପରେ ନିର୍ଯାତନା ଅଭିଯୋଗ ହୋଇଛି। ସେନ୍ ଫ୍ରାନ୍ସିସ୍କୋର […]

robot

robot

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 04:25 PM IST

Sports

Latest News

ନୂଆଦିଲ୍ଲୀ: ମଣିଷର କାମକୁ ହାଲୁକା କରିବା ପାଇଁ ବୈଜ୍ଞାନିକମାନେ ରୋବୋଟ୍ ତିଆରି କରିଛନ୍ତି। ହେଲେ ବେଳେ ବେଳେ ଏହି ରୋବୋଟ୍ ସାହାଯ୍ୟ କରିବା ବଦଳରେ ମାରାତ୍ମକ ହେଉଛି। ଜଣେ ମଣିଷ ଅନ୍ୟ ଜଣଙ୍କୁ ହଇରାଣ କରିବା କିମ୍ବା ନିର୍ଯାତନା କରିବା କଥା ଶୁଣିଥିବେ। ହେଲେ ରୋବୋଟ୍ କ୍ଷେତ୍ରରେ ଏମିତି ଘଟଣା  କେବେ ଶୁଣିଛନ୍ତି କି? ହଁ ଏଭଳି  କିଛି ଅଭିଯୋଗ ଆସିଛି ସେନ୍‌ ଫ୍ରାନ୍ସିସ୍କୋରୁ। ଏଠାରେ ଏକ ରୋବୋଟ୍ ଉପରେ ନିର୍ଯାତନା ଅଭିଯୋଗ ହୋଇଛି। ସେନ୍ ଫ୍ରାନ୍ସିସ୍କୋର ଏକ ଇଲାକାରେ ଗୋଟିଏ ରୋବୋଟ୍‌କୁ ସୁରକ୍ଷା ଦାୟିତ୍ୱରେ ରଖାଯାଇଥିଲା।

ଏହି ରୋବୋଟ୍‌ଟିର ନାଁ ହେଉଛି ‘କେ-୯’। ଏହି ରୋବୋଟ୍ ଉପରେ ବାସହୀନ ଲୋକଙ୍କୁ ହଇରାଣ କରିବା ଅଭିଯୋଗ ହୋଇଛି। ଲୋକମାନେ ଅଭିଯୋଗ କରିଛନ୍ତି ଯେ ରୋବୋଟ୍‌ଟି ରାସ୍ତା ଉପରକୁ ଆସି ବାସହୀନ ଲୋକମାନଙ୍କୁ ଟେଣ୍ଟ ଲଗାଇବାକୁ ଦେଉ ନ ଥିଲା। ବାରମ୍ବାର ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରି ପ୍ରତି ମିନିଟ୍‌ରେ ଶତାଧିକ ଫଟୋ ଉଠାଉଥିଲା। ଯାହା ଫଳରେ ସେମାନଙ୍କ ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେଉଥିଲା। ଲୋକମାନଙ୍କର ଅଭିଯୋଗ ଯେ, ରୋବୋଟ୍ କେବଳ ଗରିବ ଓ ବାସହୀନ ଲୋକଙ୍କୁ ହିଁ ଟାର୍ଗେଟ କରୁଥିଲା।

‘ଦ ସେନ୍ ପ୍ରାନ୍ସିସ୍କୋ ସୋସାଇଟି ଫର୍ ଦ ପ୍ରିଭେନ୍‌ସନ ଅଫ୍ କ୍ରୁଏଲିଟି ଟୁ ଆନିମଲ୍’ ଏହି ରୋବୋଟ୍‌ଟିକୁ ସୁରକ୍ଷା କାର୍ଯ୍ୟରେ ଲଗାଇଥିଲା। ଏହାର ଲକ୍ଷ୍ୟ ଥିଲା ରୋବୋଟ୍ ସଂସ୍ଥାନର ଆଖପାଖ ଇଲାକାରେ ନଜର ରଖିବ। ଆଉ କ୍ୟାମ୍ପସରୁ ହେଉଥିବା ଗାଡ଼ିଚୋରିକୁ ଜଗିବ।

ସଂସ୍ଥାର ଅଧିକାରୀ ଜେନିଫର ସ୍କାରଲେଟ୍ କହିଛନ୍ତି ଯେ, ରୋବୋଟ୍ ଜାଣିଶୁଣି ବାସହୀନ ଲୋକମାନଙ୍କୁ ହଇରାଣ କରିନାହିଁ। ସେ କହିଛନ୍ତି ଯେ କ୍ୟାମ୍ପସ୍‌ର ବାହାରେ ଅନେକ ଟେଣ୍ଟ ଲାଗିଛି ଯେଉଁଠିକି ଗାଡି ରଖାଯାଏ।  କିନ୍ତୁ ଲୋକମାନେ ରୋବୋଟ୍‌କୁ ବାନ୍ଧି, ଭଙ୍ଗା ରୁଜା କରିବାରୁ ଏହାର ସେନ୍‌ସର ଉପରେ ପ୍ରଭାବ ପକାଇଥିଲା।

ସେପଟେ ଏହି ରୋବୋଟ୍‌କୁ ବନାଇଥିବା କମ୍ପାନୀ ଅନୁଯାୟୀ ଏହି ରୋବୋଟକୁ କେବଳ ସୁରକ୍ଷା ଓ ଚୋରି ରୋକିବା ଉଦ୍ଦେଶ୍ୟରେ ନିଆଯାଇଥିଲା। ସଂସ୍ଥାନର ବାସହୀନଲୋକଙ୍କୁ ହଇରାଣ କରିବା ବା ହଟାଇବାର କୌଣସି ପ୍ରକାରର ଯୋଜନା ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story