ଚାଞ୍ଚଲ୍ୟ: ମଣିଷ ମାଂସ ବିକୁଛି ମ୍ୟାକ୍‌ଡୋନାଲ୍ଡ

ନୂଆଦିଲ୍ଲୀ: ପୁଣି ବିବାଦ ଘେରରେ ମ୍ୟାକ ଡୋନାଲ୍ଡ। ଆମେରିକାର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ତଥା କମ୍ପାନି ଭାବେ ପରିଚିତ ଏହି ମ୍ୟାକ ଡୋନାଲ୍ଡ ନାମରେ ଏଥର ସଙ୍ଗିନ ଅଭିଯୋଗ ଆସିଛି। କମ୍ପାନି ପ୍ରସ୍ତୁତ କରୁଥିବା ହମବର୍ଗରସ ଫୁଡରେ ମଣିଷ ମାଂସ ମିଶାଯାଉଥିବା ଅଭିଯୋଗ ଆସିଛି।  ଏହି କମ୍ପାନି ଖାଦ୍ୟ ପ୍ୟାକେଟରେ ମଣିଷ, ଘୋଡ଼ା ଓ ଜିଆ ମାଂସ ସପ୍ଲାଏ କରୁଥିବା ଅଭିଯୋଗ ହୋଇଛି । ଖୋଦ କମ୍ପାନିର ଜଣେ କର୍ମଚାରୀ ଏଭଳି ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ କର୍ମଚାରୀ ଏକ […]

This is a picture of Ray Kroc's first McDonald's restaurant in Des Plaines IL USA - now a museum.

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 08:49 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ବିବାଦ ଘେରରେ ମ୍ୟାକ ଡୋନାଲ୍ଡ। ଆମେରିକାର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ତଥା କମ୍ପାନି ଭାବେ ପରିଚିତ ଏହି ମ୍ୟାକ ଡୋନାଲ୍ଡ ନାମରେ ଏଥର ସଙ୍ଗିନ ଅଭିଯୋଗ ଆସିଛି। କମ୍ପାନି ପ୍ରସ୍ତୁତ କରୁଥିବା ହମବର୍ଗରସ ଫୁଡରେ ମଣିଷ ମାଂସ ମିଶାଯାଉଥିବା ଅଭିଯୋଗ ଆସିଛି।  ଏହି କମ୍ପାନି ଖାଦ୍ୟ ପ୍ୟାକେଟରେ ମଣିଷ, ଘୋଡ଼ା ଓ ଜିଆ ମାଂସ ସପ୍ଲାଏ କରୁଥିବା ଅଭିଯୋଗ ହୋଇଛି । ଖୋଦ କମ୍ପାନିର ଜଣେ କର୍ମଚାରୀ ଏଭଳି ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ କର୍ମଚାରୀ ଏକ ଅଡ଼ିଓରେ ଉକ୍ତ ଘଟଣା ସମ୍ପର୍କରେ ସ୍ୱୀକାର କରିଥିବା ବେଳେ ଘଟଣା ପଦାକୁ ଆସିଥିଲା। ସେ କହିଛନ୍ତି କମ୍ପାନି ୧୦୦ ପ୍ରତିଶତ ଗୋରୁ ମାଂସରେ ହମବର୍ଗରସ ତିଆରି କରୁଥିବା ବେଳେ ସେଥିରେ ମଣିଷ ମାଂସ ମିଶାଯାଉଛି।

ଏନେଇ ଆମେରିକାର ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଓଖ୍ଲାହୋମା ଠାରେ ଥିବା ମ୍ୟାକ୍ ଡୋନାଲ୍ଡର ଏକ ଫ୍ୟାକଟ୍ରି ଉପରେ ଚଢ଼ଉ କରାଯାଇଥିଲା  । ଚଢ଼ଉ ପରେ ଫ୍ୟାକଟ୍ରିର ଫ୍ରିଜରେ ଘୋଡ଼ା ମାଂସ ସହତି ମଣିଷ ମାଂସ ଦେଖିବାକୁ ମିଳିଥିଲା। ସେହିପରି  ରପ୍ତାନୀ ହେଉଥିବା ବେଳେ ଟ୍ରକ ଗୁଡ଼ିକରେ ମଧ୍ୟ ଏସବୁ ମାଂସ ଜବତ କରାଯାଇଥିଲା। ସେହିପରି ଆମେରିକା ପୋଲିସ  କମ୍ପାନିର ସମସ୍ତ ଶାଖାରେ ଚଢ଼ଉ କରିଥିଲା ।  ଚଢ଼ଉ ପରେ ମ୍ୟାକ ଡୋନାଲ୍ଡ  ଦେଶରେ ୯୦ ପ୍ରତିଶତ ମଣିଷ ମାଂସ ଓ ୬୦ ପ୍ରତିଶତ ଘୋଡ଼ା ମାଂସ ବିକ୍ରି କରୁଥିବା ଜଣା ପଡ଼ିଥିଲା। ଏହି ଘଟଣା ଏବେ  ତଦନ୍ତ ପରିସରରେ ରହିଛି ।  ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ହମବର୍ଗରସରେ ଛୋଟ ପିଲାଙ୍କ ମାଂସ ମିଶାଯାଉଥିବା ଠାବ କରାଯାଇଛି। ଏହାକୁ ନେଇ ସବୁଠି ଆଲୋଡ଼ନ ଖେଳିଯାଇଛି।

courtesy: worldtruth.tv

https://worldtruth.tv/human-meat-found-in-mcdonalds-meat-factory/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story