ହାର୍ଟ ରହିଯିବାରୁ ମଝି ଆକାଶରୁ ୟୁ-ଟର୍ଣ୍ଣ ନେଲା ବିମାନ

ଚିକାଗୋ: ଆମେରିକାର ସିଟେଲରୁ ଡାଲ୍ଲାସ ଯାଉଥିବା ଏକ ଯାତ୍ରୀବାହୀ ବିମାନରେ ଗୋଟିଏ ଜୀବନ୍ତ ହାର୍ଟ ରହି ଯାଇଥିବା ଜଣାପଡ଼ିବା ପରେ ଏହା ମଝି ଆକାଶରୁ ୟୁ-ଟର୍ଣ୍ଣ ନେଇଛି। ୟୁ-ଟର୍ଣ୍ଣ କରିବା ବେଳେ ଏହା ଇଷ୍ଟର୍ଣ୍ଣ ଇଡାହୋ ଆକାଶରେ ରହିଥିଲା। ସିଟେଲର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ପାଇଁ ହାର୍ଟଟି କାର୍ଲିଫର୍ଣ୍ଣିଆରୁ ଆସିଥିଲା। ସିଟେଲ୍ ବିମାନବନ୍ଦରେ ଏହାକୁ ବିମାନରୁ କେହି ବାହାର କରି ନଥିଲେ। ତେଣୁ ବିମାନଟି ପୁଣି ସିଟେଲ୍‌ରୁ ଡାଲ୍ଲାସ ଚାଲିଯାଇଥିଲା। ତେବେ ଅଧା […]

q

q

Hemant Lenka
  • Published: Friday, 14 December 2018
  • Updated: 14 December 2018, 11:58 AM IST

Sports

Latest News

ଚିକାଗୋ: ଆମେରିକାର ସିଟେଲରୁ ଡାଲ୍ଲାସ ଯାଉଥିବା ଏକ ଯାତ୍ରୀବାହୀ ବିମାନରେ ଗୋଟିଏ ଜୀବନ୍ତ ହାର୍ଟ ରହି ଯାଇଥିବା ଜଣାପଡ଼ିବା ପରେ ଏହା ମଝି ଆକାଶରୁ ୟୁ-ଟର୍ଣ୍ଣ ନେଇଛି। ୟୁ-ଟର୍ଣ୍ଣ କରିବା ବେଳେ ଏହା ଇଷ୍ଟର୍ଣ୍ଣ ଇଡାହୋ ଆକାଶରେ ରହିଥିଲା।

ସିଟେଲର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ପାଇଁ ହାର୍ଟଟି କାର୍ଲିଫର୍ଣ୍ଣିଆରୁ ଆସିଥିଲା। ସିଟେଲ୍ ବିମାନବନ୍ଦରେ ଏହାକୁ ବିମାନରୁ କେହି ବାହାର କରି ନଥିଲେ। ତେଣୁ ବିମାନଟି ପୁଣି ସିଟେଲ୍‌ରୁ ଡାଲ୍ଲାସ ଚାଲିଯାଇଥିଲା। ତେବେ ଅଧା ବାଟରେ ଏହାର “ଲାଇଫ୍ କ୍ରିଟିକାଲ କାରଗୋ ସିପ୍‌ମେଣ୍ଟ”ରେ ଏକ ଜୀବନ୍ତ ହାର୍ଟ ଥିବା କର୍ମଚାରୀମାନେ ଜାଣିବାକୁ ପାଇଥିଲେ।

ଏହାପରେ ବିମାନଟି ସିଟେଲ୍‌ରୁ ୬୦୦ କିମି ଦୂରରେ ଥିଲେ ମଧ୍ୟ ୟୁ-ଟର୍ଣ୍ଣ ନେଇ ପୁଣି ବିମାନବନ୍ଦରକୁ ଆସିଥିଲା। ବିମାନଟି ପହଞ୍ଚିବା ପରେ ଏଥିରୁ ହାର୍ଟଟିକୁ କଢ଼ାଯାଇ ହସ୍ପିଟାଲ୍‌ ନିଆଯାଇଥିଲା। ତେବେ ଏୟାରଲେନ୍ସ ପକ୍ଷରୁ ହାର୍ଟ ପଠାଇଥିବା କମ୍ପାନୀ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story