ପେଟରୁ ବାହାରିଲା ୨୬୩ଟି କଏନ୍, ଲୁହା କଣ୍ଟା ଓ ବ୍ଲେଡ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣିଷ ପାକସ୍ଥଳୀରୁ ବାହାରିଲା ବ୍ଲେଡ, ଲୁହା କଣ୍ଟା ଓ କାଚ ଗୁଣ୍ଡ। ମଧ୍ୟପ୍ରଦେଶ ରେୱା ଜିଲ୍ଲାର ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଜଣେ ଯୁବକଙ୍କ ଅସ୍ତ୍ରୋପଚାର କରି ଡାକ୍ତରମାନେ ଏଭଳି କିଛି ଜିନିଷ ବାହାର କରିଛନ୍ତି। ୨୬୩ଟି କଏନ୍, ପ୍ରାୟ ୧ କିଲୋ ଲୁହା କଣ୍ଟା, ବ୍ଲେଡ୍, କିଛି ଲୁହା ଓ କାଚ ଖଣ୍ଡ ବାହାରିଛି। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ପାକସ୍ଥଳୀରେ ଯନ୍ତ୍ରଣା ହେଉଥିବା ଯୁବକ ଜଣଙ୍କ କହିଥିଲେ। ଏହା ପରେ […]

dpj7pfwxuaa4fkd

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 08:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣିଷ ପାକସ୍ଥଳୀରୁ ବାହାରିଲା ବ୍ଲେଡ, ଲୁହା କଣ୍ଟା ଓ କାଚ ଗୁଣ୍ଡ। ମଧ୍ୟପ୍ରଦେଶ ରେୱା ଜିଲ୍ଲାର ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଜଣେ ଯୁବକଙ୍କ ଅସ୍ତ୍ରୋପଚାର କରି ଡାକ୍ତରମାନେ ଏଭଳି କିଛି ଜିନିଷ ବାହାର କରିଛନ୍ତି। ୨୬୩ଟି କଏନ୍, ପ୍ରାୟ ୧ କିଲୋ ଲୁହା କଣ୍ଟା, ବ୍ଲେଡ୍, କିଛି ଲୁହା ଓ କାଚ ଖଣ୍ଡ ବାହାରିଛି। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ପାକସ୍ଥଳୀରେ ଯନ୍ତ୍ରଣା ହେଉଥିବା ଯୁବକ ଜଣଙ୍କ କହିଥିଲେ। ଏହା ପରେ ଡାକ୍ତରମାନେ ଅପରେସନ୍ କରି ଏମିତି କିଛି ଅଖାଦ୍ୟ ପେଟରୁ ବାହାର କରିଛନ୍ତି। ତେବେ ଯୁବକଙ୍କର ମାନସିକ ବିକୃତି ଅଛି କି ନାହିଁ, ତାର ଅନୁଧ୍ୟାନ କରାଯିବ ବୋଲି ଡାକ୍ତର କହିଛନ୍ତି।

Related story