ରୁଟି ଜଳିଯିବାରୁ ସ୍ତ୍ରୀଙ୍କୁ ତଲାକ୍ ଦେଲେ

ନୂଆଦିଲ୍ଲୀ: ରୁଟି ଜଳିଯିବାରୁ ପତ୍ନୀଙ୍କୁ ତଲାକ୍ ଦେଇଛନ୍ତି ଜଣେ ମୁସଲମାନ ବ୍ୟକ୍ତି। ତଲାକ୍ ଦେବାପରେ ସେ ପତ୍ନୀଙ୍କୁ ଘରୁ ବାହାର ମଧ୍ୟ କରିଦେଇଛନ୍ତି। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ। ସୂଚନା ଅନୁଯାୟୀ, ଗତ ବର୍ଷ ଜୁଲାଇ ୪ତାରିଖ ଦିନ କରହରା ଗାଁର ରଜିୟାଙ୍କ ବିବାହ ପହରେଥା ଗାଁର ନିହାଲ ଖାନ୍‌ଙ୍କ ସହ ହୋଇଥିଲା। ରଜିୟାଙ୍କ ଅଭିଯୋଗ ଅନୁଯାୟୀ, ରୁଟି ଟିକେ ପୋଡ଼ିଯିବାରୁ ସ୍ୱାମୀ ରାଗିଯାଇ ତାଙ୍କୁ ତଲାକ୍ ଦେଇଛନ୍ତି। ଏଥିସହ ସେ ତାଙ୍କୁ […]

tawya

tawya

Ordigital Desk
  • Published: Wednesday, 11 July 2018
  • Updated: 11 July 2018, 03:27 PM IST

Sports

Latest News

ନୂଆଦିଲ୍ଲୀ: ରୁଟି ଜଳିଯିବାରୁ ପତ୍ନୀଙ୍କୁ ତଲାକ୍ ଦେଇଛନ୍ତି ଜଣେ ମୁସଲମାନ ବ୍ୟକ୍ତି। ତଲାକ୍ ଦେବାପରେ ସେ ପତ୍ନୀଙ୍କୁ ଘରୁ ବାହାର ମଧ୍ୟ କରିଦେଇଛନ୍ତି। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ।

ସୂଚନା ଅନୁଯାୟୀ, ଗତ ବର୍ଷ ଜୁଲାଇ ୪ତାରିଖ ଦିନ କରହରା ଗାଁର ରଜିୟାଙ୍କ ବିବାହ ପହରେଥା ଗାଁର ନିହାଲ ଖାନ୍‌ଙ୍କ ସହ ହୋଇଥିଲା।

ରଜିୟାଙ୍କ ଅଭିଯୋଗ ଅନୁଯାୟୀ, ରୁଟି ଟିକେ ପୋଡ଼ିଯିବାରୁ ସ୍ୱାମୀ ରାଗିଯାଇ ତାଙ୍କୁ ତଲାକ୍ ଦେଇଛନ୍ତି। ଏଥିସହ ସେ ତାଙ୍କୁ ଘରୁ ମଧ୍ୟ ତଡ଼ିଦେଇଛନ୍ତି। ଏହାପରେ ରଜିୟା ଥାନା ଯାଇ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତାଙ୍କ କଥା ନଶୁଣି ଚାଲିଯିବାକୁ କହିଥିଲେ। ବାଧ୍ୟହୋଇ ରଜିୟା ସିନିୟର୍‌ ପୁଲିସ୍ ଅଫିସର୍‌ଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ।

ତଲାକ୍‌ ଦେବାର ୩ ଦିନ ପୂର୍ବରୁ ସ୍ୱାମୀ ସିଗାରେଟ୍‌ରେ ତାଙ୍କ ଶରୀରର କିଛି ସ୍ଥାନରେ ଚିଆଁ ଲଗାଇଥିବା ଅଭିଯୋଗ ମଧ୍ୟ କରିଛନ୍ତି ରଜିୟା।

ଏବେ ପାରିବାରିକ ହିଂସା କାନୁନ ଅନୁଯାୟୀ ସ୍ୱାମୀ ନିହାଲ୍‌ ଖାନ୍‌ଙ୍କ ନାଁରେ ମାମଲା ଆରମ୍ଭ କରିବା ପାଇଁ ଥାନାକୁ ଆଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story