ସେଲ୍ଫି ଭିଡିଓ ପୋଷ୍ଟ କରି ଆତ୍ମହତ୍ୟା କଲେ ସଫ୍ଟଓ୍ୱୟାର ଇଞ୍ଜିନିୟର

ହାଇଦ୍ରାବାଦ: ହାଇଦ୍ରାବାଦ ଶାମଶାବାଦର ଜଣେ ମହିଳା ସେଲ୍ଫି ଭିଡିଓ ପୋଷ୍ଟ କରିବା ପରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଲାବଣ୍ୟ ଲାହରୀ। ସେ ପେଶାରେ ଜଣେ ସଫ୍ଟଓ୍ୱୟାର ଇଞ୍ଜିନିୟର ଥିଲେ। ତାଙ୍କ ସ୍ୱାମୀ ଭେଙ୍କଟେଶ୍ୱରା ରାଓଙ୍କୁ ଆତ୍ମହତ୍ୟା ପାଇଁ ସେ ଦାୟୀ କରିଛନ୍ତି। ମାନସିକ ଓ ଶାରୀରିକ ନିର୍ଯାତନା ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି। ଗତକାଲି ରାତି ପ୍ରାୟ ୧୦ଟାରେ ସେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ଲାବଣ୍ୟ ସେଲଫି ଭିଡିଓ କରି […]

lavanya

lavanya

Subhransu Sekhar
  • Published: Friday, 26 June 2020
  • Updated: 26 June 2020, 08:07 PM IST

Sports

Latest News

ହାଇଦ୍ରାବାଦ: ହାଇଦ୍ରାବାଦ ଶାମଶାବାଦର ଜଣେ ମହିଳା ସେଲ୍ଫି ଭିଡିଓ ପୋଷ୍ଟ କରିବା ପରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଲାବଣ୍ୟ ଲାହରୀ। ସେ ପେଶାରେ ଜଣେ ସଫ୍ଟଓ୍ୱୟାର ଇଞ୍ଜିନିୟର ଥିଲେ। ତାଙ୍କ ସ୍ୱାମୀ ଭେଙ୍କଟେଶ୍ୱରା ରାଓଙ୍କୁ ଆତ୍ମହତ୍ୟା ପାଇଁ ସେ ଦାୟୀ କରିଛନ୍ତି। ମାନସିକ ଓ ଶାରୀରିକ ନିର୍ଯାତନା ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି। ଗତକାଲି ରାତି ପ୍ରାୟ ୧୦ଟାରେ ସେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି।

ଆତ୍ମହତ୍ୟା କରିବା ପୂର୍ବରୁ ଲାବଣ୍ୟ ସେଲଫି ଭିଡିଓ କରି ଏହାକୁ ଫେସବୁକରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଆତ୍ମହତ୍ୟା ପାଇଁ ତାଙ୍କ ସ୍ୱାମୀ ଭେଙ୍କଟେଶ୍ୱରା ରାଓଙ୍କୁ ଦାୟୀ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ସେ ତାଙ୍କ ସ୍ୱାମୀଙ୍କୁ ଭଲ ପାଆନ୍ତି, ତେଣୁ ଏଯାବତ ସେ କେବେ ଘରୋଇ ହିଂସା ମାମଲା ଦାଖଲ କରିନଥିଲେ।

ଲାବଣ୍ୟଙ୍କ ବାପା ମାଆ କହିଛନ୍ତି ୨୭ ଜୁଲାଇ ୨୦୧୨ରେ ତାଙ୍କ ଝିଅ ଭେଙ୍କେଟେଶ୍ୱରଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ପରିବାର ସଦସ୍ୟଙ୍କ ଅନୁମତି କ୍ରମେ ଏହି ବିବାହ ହୋଇଥିଲା। ବାହାଘରେ ବେଳେ ଭେଙ୍କଟେଶ୍ୱର ବେକାର ଥିଲେ। ଲାବଣ୍ୟ ରୋଜଗାର କରି ଘର ଚଳାଉଥିଲେ। ଲାବଣ୍ୟ ବିଶ୍ୱବିଦ୍ୟାଳୟର ଟପ୍ପର ଥିଲେ ଏବେ ସେ ଡେଲ କମ୍ପାନୀରେ କାର୍ଯ୍ୟ କରୁଥିଲେ। ବିବାହର କିଛି ଦିନ ପରେ ଭେଙ୍କଟେଶ୍ୱର ରାଜୀବ ଗାନ୍ଧୀ ବିମାନ ବନ୍ଦରରେ ଚାକିରି ପାଇଥିଲେ, ସେ ଯେତିକି ରୋଜଗାର କରିଥିଲେ ତାହା ଉଡ଼ାଇ ଦେଉଥିଲେ।

ଲାବଣ୍ୟ ଗର୍ଭବତୀ ଥିଲେ। ଭେଙ୍କଟେଶ୍ୱର ତାଙ୍କ ଝିଅକୁ ବାରମ୍ୱାର ପିଟୁଥିଲେ। ଭେଙ୍କଟେଶ୍ୱରଙ୍କ ବାପା ମା ମଧ୍ୟ ଲାବଣ୍ୟଙ୍କୁ ହଇରାଣ କରୁଥିଲେ ବୋଲି ସେ କହିଛନ୍ତି। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପୁଲିସ ଏବେ ଆତ୍ମହତ୍ୟା ମାମଲା ରୁଜୁ କରି ଭେଙ୍କଟେଶ୍ୱରଙ୍କୁ ଗିରଫ କରି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story