ପୁଅଙ୍କ ପାଇଖାନାରେ ଛାତ୍ରୀଙ୍କୁ ତାଲା : ୟୁନିଫର୍ମ ପିନ୍ଧି ଆସି ନ ଥିବାରୁ ମିଳିଲା ଦଣ୍ଡ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ସ୍କୁଲରେ ଜଣେ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ଅଶୋଭନୀୟ ଦଣ୍ଡ। ଅଭିଯୋଗ ଅନୁଯାୟୀ ଛାତ୍ରୀ ଜଣକ ସ୍କୁଲ ୟୁନିଫର୍ମ ପିନ୍ଧି ଆସି ନ ଥିଲେ। ଏଥିପାଇଁ ଜଣେ ଶିକ୍ଷୟିତ୍ରୀ ଏହି ୧୧ ବର୍ଷୀୟ ଛାତ୍ରୀଙ୍କୁ ଟାଣି ଟାଣି ନେଇ ପୁରୁଷ ଶୌଚାଳାୟରେ  କିଛି ସମୟ ପାଇଁ ତାଙ୍କୁ ଅଟକେଇ ଦେଇଥିଲେ।  ଛାତ୍ରୀଜଣକ ସ୍କୁଲ ସରିବା ପରେ ଘରେ ଯାଇ ଏବିଷୟରେ କହିବାପରେ ଘଟଣା ସାମ୍ନାକୁ ଆସିଥିଲା। ରାମଚନ୍ଦ୍ରପୁରମରେ ଥିବା ଏକ ବେସରକାରୀ ବିଦ୍ୟାଳୟରେ ରାଓସ ହାଇସ୍କୁଲରେ […]

Rakesh Mallick
  • Published: Monday, 11 September 2017
  • Updated: 11 September 2017, 07:00 PM IST

Sports

Latest News

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ସ୍କୁଲରେ ଜଣେ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ଅଶୋଭନୀୟ ଦଣ୍ଡ। ଅଭିଯୋଗ ଅନୁଯାୟୀ ଛାତ୍ରୀ ଜଣକ ସ୍କୁଲ ୟୁନିଫର୍ମ ପିନ୍ଧି ଆସି ନ ଥିଲେ। ଏଥିପାଇଁ ଜଣେ ଶିକ୍ଷୟିତ୍ରୀ ଏହି ୧୧ ବର୍ଷୀୟ ଛାତ୍ରୀଙ୍କୁ ଟାଣି ଟାଣି ନେଇ ପୁରୁଷ ଶୌଚାଳାୟରେ  କିଛି ସମୟ ପାଇଁ ତାଙ୍କୁ ଅଟକେଇ ଦେଇଥିଲେ।  ଛାତ୍ରୀଜଣକ ସ୍କୁଲ ସରିବା ପରେ ଘରେ ଯାଇ ଏବିଷୟରେ କହିବାପରେ ଘଟଣା ସାମ୍ନାକୁ ଆସିଥିଲା। ରାମଚନ୍ଦ୍ରପୁରମରେ ଥିବା ଏକ ବେସରକାରୀ ବିଦ୍ୟାଳୟରେ ରାଓସ ହାଇସ୍କୁଲରେ ଘଟିଛି ଏହି ଘଟଣ॥ ଛାତ୍ରୀ ଜଣକ ଅଭିଯୋଗ ଅନୁଯାୟୀ, ସେ ଯେତେବେଳେ ସ୍କୁଲରେ ପହଞ୍ଚିଲେ  ତାଙ୍କୁ  ସମ୍ପୃକ୍ତ ଖେଳ ଶିକ୍ଷୟିତ୍ରୀ ଡାକି ୟୁନିଫର୍ମ କାହିଁକି ପିନ୍ଧି ଆସି ନାହଁ  ବୋଲି ପଚାରିଥିଲେ।

ତେବେ ୟୁନିଫର୍ମକୁ ମା’ ଧୋଇଦେଇ  ସଫା  କରିଥିବା ଛାତ୍ରୀ ଜଣକ କହିଥିଲେ। ତଥାପି  ଶିକ୍ଷୟିତ୍ରୀ ଜଣକ  ଶୁଣି ନ ଥିଲେ।ପରେ ତାଙ୍କୁ ନେଇ ପୁରୁଷ ଶୌଚାଳୟରେ ଅଟକ ରଖିଥିଲେ। ଏହି ଦୃଶ୍ୟ ଦେଖି  ସ୍କୁଲର ପୁଅ ପିଲାମାନେ କମେଣ୍ଟ କରିବା ସହ ଥଟ୍ଟା ପରିହାସ କରିଥିଲେ ବୋଲି ଛାତ୍ରୀ ଜଣକ ଅଭିଯୋଗ ଆଣିଥିଲେ। ଅନେକ ସମୟ ପରେ ତାଙ୍କୁ ସେଠାରୁ ମୁକୁଳା ଯାଇଥିଲା ବୋଲି ଛାତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି। ତେଲେଙ୍ଗାନା ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ଆନ୍ଧ୍ର ପ୍ରଦେଶ ଶିଶୁ ଅଧିକାର ସଂଘ ଏନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story