ଭାରତରେ ଚାଲିବ ହାଇପରଲୁପ୍‌ ଟ୍ରେନ୍‌: ୨୩ ମିନିଟ୍‌ରେ ଯିବ ୩୩୪ କିମି

ନୂଆଦିଲ୍ଲୀ: ଭାରତରେ ଚାଲିବ ହାଇପରଲୁପ୍‌ (Hyperloop) ଟ୍ରେନ୍‌। ବୁଲେଟ୍‌ ଟ୍ରେନ୍‌ ଓ ଉଡାଜାହାଜଠାରୁ ମଧ୍ୟ ଦ୍ରୁତ ଗତିରେ ଚାଲିବ ଏହି ଟ୍ରେନ୍‌। ଏହି ଟ୍ରେନ୍‌ର ବିଶେଷତ୍ୱ ହେଉଛି ଦୂର ସ୍ଥାନରେ ନିମିଷକରେ ପହଞ୍ଚି ପାରିବେ ଯାତ୍ରୀ। ଆମେରିକାର କମ୍ପାନୀ ଟେସ୍‌ଲା ଓ ସ୍ପେ ଏକ୍ସ ମିଳିତ ଭାବେ ଏହାର ପରିକଳ୍ପନା କରିଛନ୍ତି। କ’ଣ ଏହି ହାଇପରଲୁପ୍‌ ଟେନ୍‌ ? ନୂଆ ଟେକ୍ନୋଲଜି ମାଧ୍ୟମରେ ସମୟ ବଞ୍ଚାଇବାକୁ ଏହାର ପରିକଳ୍ପନା କରାଯାଇଛି। ଏଥିରେ ଘଣ୍ଟାକର ଯାତ୍ରା ମାତ୍ର କିଛି […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 05:37 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଚାଲିବ ହାଇପରଲୁପ୍‌ (Hyperloop) ଟ୍ରେନ୍‌। ବୁଲେଟ୍‌ ଟ୍ରେନ୍‌ ଓ ଉଡାଜାହାଜଠାରୁ ମଧ୍ୟ ଦ୍ରୁତ ଗତିରେ ଚାଲିବ ଏହି ଟ୍ରେନ୍‌। ଏହି ଟ୍ରେନ୍‌ର ବିଶେଷତ୍ୱ ହେଉଛି ଦୂର ସ୍ଥାନରେ ନିମିଷକରେ ପହଞ୍ଚି ପାରିବେ ଯାତ୍ରୀ। ଆମେରିକାର କମ୍ପାନୀ ଟେସ୍‌ଲା ଓ ସ୍ପେ ଏକ୍ସ ମିଳିତ ଭାବେ ଏହାର ପରିକଳ୍ପନା କରିଛନ୍ତି।

କ’ଣ ଏହି ହାଇପରଲୁପ୍‌ ଟେନ୍‌ ?

ନୂଆ ଟେକ୍ନୋଲଜି ମାଧ୍ୟମରେ ସମୟ ବଞ୍ଚାଇବାକୁ ଏହାର ପରିକଳ୍ପନା କରାଯାଇଛି। ଏଥିରେ ଘଣ୍ଟାକର ଯାତ୍ରା ମାତ୍ର କିଛି ନିମିଟ୍‌ରେ ହୋଇଯିବ। ହାଇପରଲୁପ୍‌ ହେଉଛି ସିଲ୍‌ ହୋଇଥିବା ଟ୍ୟୁବ୍‌ର ଏକ ସିରିଜ। ଏହା ଜରିଆରେ କୌଣସି ପ୍ରକାର ଘର୍ଷଣ ଓ ପବନର ପ୍ରତିବନ୍ଧକରେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ। ଏଥିରେ ଟ୍ରେନ୍‌ ପରି ସମସ୍ତ ସୁବିଧା ମିଳିପାରିବ।

ଭାରତ ସମେତ ୫ଟି ଦେଶରେ ଚାଲିବ

ହାଇପରଲୁପ୍‌ ସ୍ଥାନ ଚିହ୍ନଟ ପାଇଁ ଏକ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ସାରା ବିଶ୍ୱରୁ ୨୬୦୦ଟି ସହରରୁ ଆବେଦନ ଆସିଥିଲା। ସେମିଫାନା ପାଇଁ ୧୭ଟି ଦେଶକୁ ଚୟନ କରାଯାଥିଲା। ସେଥିରୁ ୫ଟି ଦେଶକୁ ଫାଇନାଲ କରାଯାଇଛି। ଏଥିରେ ଭାରତ ସମେତ ଆମେରିକା, ବ୍ରିଟେନ୍‌, ମେକ୍ସିକୋ ଓ କାନାଡା ଅଛନ୍ତି। ଏହି ୫ଟି ଦେଶର ୧୦ଟି ସ୍ଥାନରେ ଏହି ଟ୍ରେନ୍‌ ପାଇଁ ଟ୍ରାକ୍‌ ନିର୍ମାଣ କରାଯିବ।

ଭାରତର ବେଙ୍ଗାଲୁରୁରୁ ଚେନ୍ନାଇ ଓ ମୁମ୍ବାଇରୁ ଚେନ୍ନାଇ ଚାଲିବ ଏହି ଟ୍ରେନ୍‌। ଯଦି ସବୁକିଛି ଠିକ୍‌ରେ ଚାଲେ ତେବେ ବେଙ୍ଗାଲୁରୁ ଚେନ୍ନାଇ ଓ ମୁମ୍ବାଇରୁ ଚେନ୍ନାଇ କିଛି ସମୟରେ ପହଞ୍ଚି ହେବ।

ସୂଚନାଯୋଗ୍ୟ, ବେଙ୍ଗାଲୁରୁ ଚେନ୍ନାର ଦୂରତା ୩୩୪ କିଲୋମିଟର। ହାଇପରଲୁପ୍‌ ଟ୍ରେନ୍‌ ଚାଲିଲେ ଏହି ଦୂରତାକୁ ମାତ୍ର ୨୩ ମିନିଟ୍‌ରେ ଅତିକ୍ରମ କରିହେବ। ସେହିପରି ମୁମ୍ବାଇରୁ ଚେନ୍ନାଇର ଦୂରତା ୧୧୦୨ କିଲୋମିଟର। ଏହି ଦୂରତା ମାତ୍ର ୬୩ ମିନିଟ (ଏକ ଘଣ୍ଟା ୦୩ ମିନିଟ୍‌)ରେ ଅତିକ୍ରମ କରିହେବ।

ଚାଲିଛି ଟେଷ୍ଟିଂ

ହାଇପରଲୁପ୍‌ ଏବେ ଏକ ପରିକଳ୍ପନା ହୋଇ ରହିଛି। ଏହା ଏପର୍ଯ୍ୟନ୍ତ ବାସ୍ତବ ରୂପ ନେଇନାହିଁ। ବର୍ତ୍ତମାନ ଏହାର ଟେଷ୍ଟିଂ ଚାଲିଛି। କିଛିଦିନ ପୂର୍ବେ ଏକ ମରୁଭୂମିରେ ଏହାର ଟେଷ୍ଟ କରାଯାଇଥିଲା। ଭାରତର ହାଇପରଲୁପ ଅଧିକାରୀମାନେ ଟ୍ରାକ୍‌ ଲଗାଇବା ନେଇ ସରକାରଙ୍କ ସହ କଥାବାର୍ତ୍ତା ଚଲାଇଛନ୍ତି। ଏଥିପାଇଁ ଅନୁମତି ମିଳିବ ବୋଲି ଅଧିକାରୀମାନେ ଆଶା ରଖିଛନ୍ତି। ସରକାର ଅନୁମତି ଦେଲେ ହାଇପରଲୁପ୍‌ ପରୀକ୍ଷା ପାଇଁ ସେଟ୍‌ଅପ୍‌ ତିଆରି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story