ଜିଏସଟି ପ୍ରଭାବ: ବ୍ରାଣ୍ଡେଡ ଆଇଫୋନ୍‌ ଏବଂ ଆଇପ୍ୟାଡର ଖସିଲା ଦର

ନୂଆଦିଲ୍ଲୀ: ଆଇଫୋନ୍‌ ଏବଂ ଆଇପ୍ୟାଡ ଉପରେ ଜିଏସଟି ପ୍ରଭାବ। ଏହି ନୂଆ କର ବ୍ୟବସ୍ଥା ଲାଗୁ ହେବା ପରେ ଆପଲ କମ୍ପାନୀ ତା’ର ଆଇଫୋନ୍‌ ଏବଂ ଆଇପ୍ୟାଡ୍‌ ଉପରେ ଦର ଖସାଇ ଦେଇଛି। ଆପଲ ଆଇଫୋନ୍‌ ୭ (୩୨ଜିବି)ର ଦର ୬୦ ହଜାର ଟଙ୍କାରୁ ୫୬,୨୦୦ କୁ ଖସିଯାଇଛି। ସେହିପରି ଆଇଫୋନ୍‌ ୭(୧୨୮ ଜିବି) ୭୦ ହଜାର ଟଙ୍କାରୁ ୬୨,୨୦୦ ଟଙ୍କାକୁ କମାଇ ଦିଆଯାଇଛି।  ଏଥିସହ ଆଇଫୋନ୍‌ ୭(୨୫୬ ଜିବି) ମଡେଲ ୮୦ ହଜାର ଟଙ୍କାରୁ ୭୪,୪୦୦ […]

ifone

ifone

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 11:11 PM IST

Sports

Latest News

ନୂଆଦିଲ୍ଲୀ: ଆଇଫୋନ୍‌ ଏବଂ ଆଇପ୍ୟାଡ ଉପରେ ଜିଏସଟି ପ୍ରଭାବ। ଏହି ନୂଆ କର ବ୍ୟବସ୍ଥା ଲାଗୁ ହେବା ପରେ ଆପଲ କମ୍ପାନୀ ତା’ର ଆଇଫୋନ୍‌ ଏବଂ ଆଇପ୍ୟାଡ୍‌ ଉପରେ ଦର ଖସାଇ ଦେଇଛି। ଆପଲ ଆଇଫୋନ୍‌ ୭ (୩୨ଜିବି)ର ଦର ୬୦ ହଜାର ଟଙ୍କାରୁ ୫୬,୨୦୦ କୁ ଖସିଯାଇଛି। ସେହିପରି ଆଇଫୋନ୍‌ ୭(୧୨୮ ଜିବି) ୭୦ ହଜାର ଟଙ୍କାରୁ ୬୨,୨୦୦ ଟଙ୍କାକୁ କମାଇ ଦିଆଯାଇଛି।  ଏଥିସହ ଆଇଫୋନ୍‌ ୭(୨୫୬ ଜିବି) ମଡେଲ ୮୦ ହଜାର ଟଙ୍କାରୁ ୭୪,୪୦୦ ଟଙ୍କାକୁ ଖସିଯାଇଛି। ସେହିପରି ୩୨ଜିବି ଆଇଫୋନ୍‌ ଏସଇ ମଡେଲ  ୨୭ ହଜାରରୁ ୨୬ ହଜାର ଟଙ୍କାକୁ ଖସିଯାଇଛି। ସେହିପରି ୩୨ଜିବି ଆଇଫୋନ୍‌ ୬ଏସ୍ ମଡେଲ ୫୦,୦୦୦ ଟଙ୍କାରୁ ୪୬,୯୦୦ ଟଙ୍କାକୁ  ଶସ୍ତା କରାଯାଇଛି। ନୂତନ ମୂଲ୍ୟ ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ବ୍ୟବସ୍ଥା କରାଯାଛି।

ସୌଜନ୍ୟ ହିନ୍ଦୁସ୍ଥାନ ଟାଇମ୍‌ସ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos