ସିମ୍ପାଜି ଜବତ କଲା ଇଡି

କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରଥମ ଥର ପାଇଁ ୩ଟି ସିମ୍ପାଜି ଏବଂ ୪ଟି ବିରଳ ଆମେରିକୀୟ ମାଙ୍କଡ଼ ‘ମାର୍ମୋସେଟ୍‌ସ’ ଜବତ କରିଛି। ମନି ଲଣ୍ଡରିଂ ନିରୋଧ ଆଇନ ଅଧୀନରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ମନି ଲଣ୍ଡରିଂ ନିରୋଧ ଆଇନ ୨୦୦୨ ଅଧୀନରେ ତଦନ୍ତ ପ୍ରକ୍ରିୟାରେ ଏହି ବିରଳ ଜନ୍ତୁ ସବୁ ସାମିଲ ହେବେ ବୋଲି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଜି ନିର୍ଦ୍ଦେଶ ଦେଇଛି। ପ୍ରତି ସିମ୍ପାଜିର ମୂଲ୍ୟ ୨୫ ଲକ୍ଷ ଟଙ୍କା ମୂଲ୍ୟାୟନ […]

simpaji

simpaji

Subrat Kumar Nayak
  • Published: Saturday, 21 September 2019
  • Updated: 21 September 2019, 09:33 PM IST

Sports

Latest News

କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରଥମ ଥର ପାଇଁ ୩ଟି ସିମ୍ପାଜି ଏବଂ ୪ଟି ବିରଳ ଆମେରିକୀୟ ମାଙ୍କଡ଼ ‘ମାର୍ମୋସେଟ୍‌ସ’ ଜବତ କରିଛି। ମନି ଲଣ୍ଡରିଂ ନିରୋଧ ଆଇନ ଅଧୀନରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ମନି ଲଣ୍ଡରିଂ ନିରୋଧ ଆଇନ ୨୦୦୨ ଅଧୀନରେ ତଦନ୍ତ ପ୍ରକ୍ରିୟାରେ ଏହି ବିରଳ ଜନ୍ତୁ ସବୁ ସାମିଲ ହେବେ ବୋଲି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଜି ନିର୍ଦ୍ଦେଶ ଦେଇଛି।

ପ୍ରତି ସିମ୍ପାଜିର ମୂଲ୍ୟ ୨୫ ଲକ୍ଷ ଟଙ୍କା ମୂଲ୍ୟାୟନ କରାଯାଇଥିବାବେଳେ ମାର୍ମୋସେଟ୍‌ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଇଛି। ମୋଟ ଉପରେ ୮୧ ଲକ୍ଷ ଟଙ୍କାର ଆଟାଚ୍‌ମେଣ୍ଟ ଅର୍ଡର ଜାରି କରାଯାଇଛି। କୋଲକାତାର ସୁପ୍ରାଦୀପ ଗୁହାଙ୍କଠାରୁ ବନ୍ୟଜନ୍ତୁ ସୁରକ୍ଷା ଆଇନରେ ପଶ୍ଚିମବଙ୍ଗ ବନ୍ୟଜନ୍ତୁ ବିଭାଗ ଏହି ଜନ୍ତୁ ସବୁ ବାବଦରେ ସୂଚନା ଦେବାପରେ ଇଡି ଏପରି କାର୍ଯ୍ୟାନୁଷ୍ଠାନ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story