ମେଘାଳୟ: ମାସେ ପରେ ପ୍ରଥମ ମୃତଦେହ ଠାବ କଲା ନୌସେନା

ନୂଆଦିଲ୍ଲୀ: ମେଘାଳୟର ଗଭୀର କୋଇଲା ଖଣିରେ ୧୫ ଜଣ ଶ୍ରମିକଙ୍କ ଫସିରହିବାର ୧ ମାସ ପରେ ଜଣେ ବ୍ୟକ୍ତିଙ୍କ ମୃତଶରୀର ଠାବ କରିପାରିଛି ନୌସେନା। ବର୍ତ୍ତମାନ ଏହାକୁ ‘ସରୁମୁହଁ ଖଣି’ର ମୁହଁ ଆଡ଼କୁ ଅଣାଯାଥିଲାବେଳେ ଏଯାଏ ତାଙ୍କ ପରିଚୟ ଚହ୍ନଟ ହୋଇପାରିନାହିଁ। ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଜାରି ରହିଛି। #MeghalayaMineTragedy #Flash One body detected by Indian Navy Divers using Underwater ROV at a depth of approx 60 feet […]

navy

navy

Subrat Kumar Nayak
  • Published: Thursday, 17 January 2019
  • Updated: 17 January 2019, 10:09 AM IST

Sports

Latest News

ନୂଆଦିଲ୍ଲୀ: ମେଘାଳୟର ଗଭୀର କୋଇଲା ଖଣିରେ ୧୫ ଜଣ ଶ୍ରମିକଙ୍କ ଫସିରହିବାର ୧ ମାସ ପରେ ଜଣେ ବ୍ୟକ୍ତିଙ୍କ ମୃତଶରୀର ଠାବ କରିପାରିଛି ନୌସେନା। ବର୍ତ୍ତମାନ ଏହାକୁ ‘ସରୁମୁହଁ ଖଣି’ର ମୁହଁ ଆଡ଼କୁ ଅଣାଯାଥିଲାବେଳେ ଏଯାଏ ତାଙ୍କ ପରିଚୟ ଚହ୍ନଟ ହୋଇପାରିନାହିଁ। ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଜାରି ରହିଛି।
https://twitter.com/indiannavy/status/1085737702941544449
ପୂର୍ବ ଜଇନ୍ତିଆ ପାହାଡ଼ ନିକଟରେ ଥିବା ଖଣିର ୧୬୦ ଫୁଟ ତଳୁ ଏହି ମୃତ ଦେହ ଉଦ୍ଧାର କରାଯାଇଛି। ଡାକ୍ତରଙ୍କ ଉପସ୍ଥିତିରେ ତାଙ୍କୁ ବାହାରକୁ ନିଆଯିବ ବୋଲି ଜଣାଯାଇଛି।

ଭାରତୀୟ ନୌସେନା, କୋଲ୍‌ ଇଣ୍ଡିଆ, ପ୍ରାକୃତିକ ବିପର୍ଯ୍ୟୟ ରେସପନ୍ସ ବାହିନୀ, ଓଡ଼ିଶା ଅଗ୍ନିଶମ ସେବା ଏବଂ ଘରୋଇ ପମ୍ପ ନିର୍ମାତା କ୍ରିଲୋସ୍କର ଆଦି ଏହି ସନ୍ଧାନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସରକାରଙ୍କ ପକ୍ଷରୁ ଜାତୀୟ ଭୂପଦାର୍ଥ ଗବେଷଣା ଅନୁଷ୍ଠାନ, ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହାଇଡ୍ରୋଲୋଜି ଏବଂ ଅନ୍ୟ କିଛି ଘରୋଇ ଅନୁଷ୍ଠାନ ମଧ୍ୟ ସାମିଲ ଅଛନ୍ତି।

ସେମାନେ ବଞ୍ଚିରହିଥିବାର ଶେଷ ଆଶା ନେଇ ୩୭୦ ଫୁଟ ତଳ ପାଣି ଖାଲି କରିବାର ପ୍ରୟାସ ଚାଲୁ ରଖିଛନ୍ତି ଉଦ୍ଧାରକାରୀ ଦଳ। ଡିସେମ୍ବର ୧୩ ତାରିଖରେ ସେମାନେ ଖଣି ଭିତରକୁ ଯାଥିଲେ ଏବଂ ନିକଟସ୍ଥ ଏକ ନଦୀରୁ ପାଣି ପଶିଆସିବାରୁ ସେମାନ ଭିତରେ ଫସିଯାଇଛନ୍ତି। ପାହାଡ଼ର ଶୀର୍ଷରେ ଥିବା ଏହି ଖଣିର ଚାରିପଟେ ଗଛ ରହିଛି । ସେଠାରେ ପହଞ୍ଚିବାପାଇଁ ୩୦ ଫୁଟ ଓସାରର ନଦୀ ଲିଟେଇନ୍‌ ନଦୀକୁ ୩ଥର ପାର୍‌ ହେବାକୁ ପଡ଼େ। ନିକଟବର୍ତ୍ତୀ ଅଞ୍ଚଳରେ କେହି ବସବାସ କରୁନଥିବାବେଳେ ସେଠାରେ ୮୦ରୁ ୯୦ଟି ବେଆଇନ କୋଇଲା ଖଣି ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story