କେତେ ଆୟରେ କେତେ ଟିକସ ଦେବେ ଟେବୁଲ ମାଧ୍ୟମରେ ପଢ଼ନ୍ତୁ

ନୂଆଦିଲ୍ଲୀ: ଟିକସଦାତା ଏଥର ଦୁଇ ପ୍ରକାର ଟିକସ ଦେବାର ବିକଳ୍ପ ପାଇବେ। ଗୋଟିଏ ପୁରୁଣା ଅନ୍ୟଟି ନୂଆ ପ୍ରଣାଳୀ। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣ ପଢ଼ିବା ବେଳେ ଏହା କହିଛନ୍ତି। ନୂଆ ପ୍ରଣାଳୀରେ ଟିକସ ଦେଲେ ଟିକସଦାତାମାନେ କମ୍ ଟିକସ ଦେବେ। କିନ୍ତୁ ଏହି ନୂଆ ବିକଳ୍ପ ଚୟନ କଲେ ଅନେକ ସୁବିଧାରୁ ଟିକସଦାତା ବଞ୍ଚିତ ହେବେ। ସେହିପରି ପୁରୁଣା ପ୍ରଣାଳୀରେ ଟିକସଦାତା ଟିକସ ଦେଲେ ଅଧିକ ଟିକସ ଦେବାକୁ ହେବ। ଏଥିରେ କିନ୍ତୁ ଅନେକ […]

incometax

incometax

Subhransu Sekhar
  • Published: Monday, 03 February 2020
  • Updated: 03 February 2020, 06:31 PM IST

Sports

Latest News

ନୂଆଦିଲ୍ଲୀ: ଟିକସଦାତା ଏଥର ଦୁଇ ପ୍ରକାର ଟିକସ ଦେବାର ବିକଳ୍ପ ପାଇବେ। ଗୋଟିଏ ପୁରୁଣା ଅନ୍ୟଟି ନୂଆ ପ୍ରଣାଳୀ। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣ ପଢ଼ିବା ବେଳେ ଏହା କହିଛନ୍ତି। ନୂଆ ପ୍ରଣାଳୀରେ ଟିକସ ଦେଲେ ଟିକସଦାତାମାନେ କମ୍ ଟିକସ ଦେବେ। କିନ୍ତୁ ଏହି ନୂଆ ବିକଳ୍ପ ଚୟନ କଲେ ଅନେକ ସୁବିଧାରୁ ଟିକସଦାତା ବଞ୍ଚିତ ହେବେ। ସେହିପରି ପୁରୁଣା ପ୍ରଣାଳୀରେ ଟିକସଦାତା ଟିକସ ଦେଲେ ଅଧିକ ଟିକସ ଦେବାକୁ ହେବ। ଏଥିରେ କିନ୍ତୁ ଅନେକ ସୁବିଧା ଯୋଡ଼ି ହୋଇଛି।

ନୂଆ ନିୟମରେ ଟିକସଦାତାଙ୍କୁ କିନ୍ତୁ ଆୟକର ନିୟମର ଧାରା ୮୦ସି, ୮୦ଡି ଗୃହ ଋଣ ଉପରେ ମିଳୁଥିବା ଟିକସ ରିହାତିରୁ ବଞ୍ଚିତ ହେବାକୁ ପଡ଼ିବ। ଏହି ଧାରାରେ ଯଦି ଜଣଙ୍କର ବାର୍ଷିକ ରୋଜଗାର ୧୫ ଲକ୍ଷ ଟଙ୍କା ତାହେଲେ ତାଙ୍କୁ ୧.୯୫ ଲକ୍ଷ ଟଙ୍କା ଟିକସ ଦେବାକୁ ହେବ। ହେଲେ ପୁରୁଣା ପ୍ରଣାଳୀରେ ଟିକସ ଦେଲେ ୨,୭୩,୦୦୦ ଟଙ୍କା ଟିକସ ଦେବାକୁ ପଡ଼ିବ।

ପୁରୁଣା ପ୍ରଣାଳୀ

ନୂଆ ପ୍ରଣାଳୀ

ମୋଟ ରୋଜଗାର
(ହିସାବ ଲକ୍ଷରେ)
ହ୍ରାସ ପାଇବ
ଧାରା ୮୦ସି
ଟିକସ ପରିମାଣଟିକସ ପରିମାଣଟିକସ ପରିମାଣଟିକସ ପରିମାଣସେଭିଙ୍ଗସ
(ନୂଆ ବନାମ
ପୁରୁଣା)
ଅଧିକ ଲାଭ ପ୍ରଣାଳୀ
୩.୫ ଲକ୍ଷ୧.୫ ଲକ୍ଷ୨ ଲକ୍ଷ୩.୫ ଲକ୍ଷଅପରିବର୍ତ୍ତିତ
୪ ଲକ୍ଷ୧.୫ ଲକ୍ଷ୨.୫ ଲକ୍ଷ୪ ଲକ୍ଷଅପରିବର୍ତ୍ତିତ
୪.୫ ଲକ୍ଷ୧.୫ ଲକ୍ଷ୩ ଲକ୍ଷ୪.୫ ଲକ୍ଷଅପରିବର୍ତ୍ତିତ
୫ ଲକ୍ଷ୧.୫ ଲକ୍ଷ୩.୫ ଲକ୍ଷ୫ ଲକ୍ଷଅପରିବର୍ତ୍ତିତ
୫.୫ ଲକ୍ଷ୧.୫ ଲକ୍ଷ୪ ଲକ୍ଷ୫.୫ ଲକ୍ଷ୧୮,୨୦୦-୧୮,୨୦୦ପୁରୁଣା
୬ ଲକ୍ଷ୧.୫ ଲକ୍ଷ୪.୫ ଲକ୍ଷ୬ ଲକ୍ଷ୨୩,୪୦୦-୨୩,୪୦୦ପୁରୁଣା
୬.୫ ଲକ୍ଷ୧.୫ ଲକ୍ଷ୫ ଲକ୍ଷ୬.୫ ଲକ୍ଷ୨୮,୬୦୦-୨୮,୬୦୦ପୁରୁଣା
୭ ଲକ୍ଷ୧.୫ ଲକ୍ଷ୫.୫ ଲକ୍ଷ୨୩,୪୦୦୭ ଲକ୍ଷ୩୩,୮୦୦-୧୦,୪୦୦ପୁରୁଣା
୭.୫ ଲକ୍ଷ୧.୫ ଲକ୍ଷ୬ ଲକ୍ଷ୩୩,୮୦୦୭.୫ ଲକ୍ଷ୩୯,୦୦୦-୫,୨୦୦ପୁରୁଣା
୮ ଲକ୍ଷ୧.୫ ଲକ୍ଷ୬.୫ ଲକ୍ଷ୪୪,୨୦୦୮ ଲକ୍ଷ୪୬,୮୦୦-୨,୬୦୦ପୁରୁଣା
୮.୫ ଲକ୍ଷ୧.୫ ଲକ୍ଷ୭ ଲକ୍ଷ୫୪,୬୦୦୮.୫ ଲକ୍ଷ୫୪,୬୦୦ଅପରିବର୍ତ୍ତିତ
୯ ଲକ୍ଷ୧.୫ ଲକ୍ଷ୭.୫ ଲକ୍ଷ୬୫,୦୦୦୯ ଲକ୍ଷ୬୨,୪୦୦୨,୬୦୦ନୂଆ
୯.୫ ଲକ୍ଷ୧.୫ ଲକ୍ଷ୮ ଲକ୍ଷ୭୫,୪୦୦୯.୫ ଲକ୍ଷ୭୦,୨୦୦୫,୨୦୦ନୂଆ
୧୦ ଲକ୍ଷ୧.୫ ଲକ୍ଷ୮.୫ ଲକ୍ଷ୮୫,୮୦୦୧୦ ଲକ୍ଷ୭୮,୦୦୦୭,୮୦୦ନୂଆ
୧୦.୫ ଲକ୍ଷ୧.୫ ଲକ୍ଷ୯ ଲକ୍ଷ୯୬,୨୦୦୧୦.୫ ଲକ୍ଷ୮୮,୪୦୦୭,୮୦୦ନୂଆ
୧୧ ଲକ୍ଷ୧.୫ ଲକ୍ଷ୯.୫ ଲକ୍ଷ୧,୦୬,୬୦୦୧୧ ଲକ୍ଷ୯୮,୮୦୦୭,୮୦୦ନୂଆ
୧୧.୫ ଲକ୍ଷ୧.୫ ଲକ୍ଷ୧୦ ଲକ୍ଷ୧,୧୭,୦୦୦୧୧.୫ ଲକ୍ଷ୧,୦୯,୨୦୦୭,୮୦୦ନୂଆ
୧୨ ଲକ୍ଷ୧.୫ ଲକ୍ଷ୧୦.୫ ଲକ୍ଷ୧,୩୨,୬୦୦୧୨ ଲକ୍ଷ୧,୧୯,୬୦୦୧୩,୦୦୦ନୂଆ
୧୨.୫ ଲକ୍ଷ୧.୫ ଲକ୍ଷ୧୧ ଲକ୍ଷ୧,୪୮,୨୦୦୧୨.୫ ଲକ୍ଷ୧,୩୦,୦୦୦୧୮,୨୦୦ନୂଆ
୧୩ ଲକ୍ଷ୧.୫ ଲକ୍ଷ୧୧.୫ ଲକ୍ଷ୧,୬୩,୮୦୦୧୩ ଲକ୍ଷ୧,୪୩,୦୦୦୨୦,୮୦୦ନୂଆ
୧୩.୫ ଲକ୍ଷ୧.୫ ଲକ୍ଷ୧୨ ଲକ୍ଷ୧,୭୯,୪୦୦୧୩.୫ ଲକ୍ଷ୧,୫୬,୦୦୦୨୩,୪୦୦ନୂଆ
୧୪ ଲକ୍ଷ୧.୫ ଲକ୍ଷ୧୨.୫ ଲକ୍ଷ୧,୯୫,୦୦୦୧୪ ଲକ୍ଷ୧,୬୯,୦୦୦୨୬,୦୦୦ନୂଆ
୧୪.୫ ଲକ୍ଷ୧.୫ ଲକ୍ଷ୧୩ ଲକ୍ଷ୨,୧୦,୬୦୦୧୪.୫ ଲକ୍ଷ୧,୮୨,୦୦୦୨୮,୬୦୦ନୂଆ
୧୫ ଲକ୍ଷ୧.୫ ଲକ୍ଷ୧୩.୫ ଲକ୍ଷ୨,୨୬,୨୦୦୧୫ ଲକ୍ଷ୧,୯୫,୦୦୦୩୧,୨୦୦ନୂଆ
୧୫.୫ ଲକ୍ଷ୧.୫ ଲକ୍ଷ୧୪ ଲକ୍ଷ୨,୪୧,୮୦୦୧୫.୫ ଲକ୍ଷ୨,୧୦,୬୦୦୩୧,୨୦୦ନୂଆ
୧୬ ଲକ୍ଷ୧.୫ ଲକ୍ଷ୧୪.୫ ଲକ୍ଷ୨,୫୭,୪୦୦୧୬ ଲକ୍ଷ୨,୨୬,୨୦୦୩୧,୨୦୦ନୂଆ
୧୬.୫ ଲକ୍ଷ୧.୫ ଲକ୍ଷ୧୫ ଲକ୍ଷ୨,୭୩,୦୦୦୧୬.୫ ଲକ୍ଷ୨,୪୧,୮୦୦୩୧,୨୦୦ନୂଆ
୧୭ ଲକ୍ଷ୧.୫ ଲକ୍ଷ୧୫.୫ ଲକ୍ଷ୨,୮୮,୬୦୦୧୭ ଲକ୍ଷ୨,୫୭,୪୦୦୩୧,୨୦୦.୦୦ନୂଆ
୧୭.୫ ଲକ୍ଷ୧.୫ ଲକ୍ଷ୧୬ ଲକ୍ଷ୩,୦୪,୨୦୦୧୭.୫ ଲକ୍ଷ୨,୭୩,୦୦୦୩୧,୨୦୦ନୂଆ
୧୮ ଲକ୍ଷ୧.୫ ଲକ୍ଷ୧୬.୫ ଲକ୍ଷ୩,୧୯,୮୦୦୧୮ ଲକ୍ଷ୨,୮୮,୬୦୦୩୧,୨୦୦ନୂଆ
୧୮.୫ ଲକ୍ଷ୧.୫ ଲକ୍ଷ୧୭ ଲକ୍ଷ୩,୩୫,୪୦୦୧୮.୫ ଲକ୍ଷ୩,୦୪,୨୦୦୩୧,୨୦୦ନୂଆ
୧୯ ଲକ୍ଷ୧.୫ ଲକ୍ଷ୧୭.୫ ଲକ୍ଷ୩,୫୧,୦୦୦୧୯ ଲକ୍ଷ୩,୧୯,୮୦୦୩୧,୨୦୦ନୂଆ
୧୯.୫ ଲକ୍ଷ୧.୫ ଲକ୍ଷ୧୮ ଲକ୍ଷ୩,୬୬,୬୦୦୧୯.୫ ଲକ୍ଷ୩,୩୫,୪୦୦୩୧,୨୦୦ନୂଆ
୨୦ ଲକ୍ଷ୧.୫ ଲକ୍ଷ୧୮.୫ ଲକ୍ଷ୩,୮୨,୨୦୦୨୦ ଲକ୍ଷ୩,୫୧,୦୦୦୩୧,୨୦୦ନୂଆ
୨୦.୫ ଲକ୍ଷ୧.୫ ଲକ୍ଷ୧୯ ଲକ୍ଷ୩,୯୭,୮୦୦୨୦.୫ ଲକ୍ଷ୩,୬୬,୬୦୦୩୧,୨୦୦ନୂଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story