ଖସି ପଡ଼ିଲା ବାୟୁସେନା ବିମାନ, ପାଇଲଟ୍ ସୁରକ୍ଷିତ

ହାଇଦ୍ରାବାଦ: ଭାରତୀୟ ବୟୁସେନାର ଏକ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଲେଙ୍ଗାନାର କିସାରାରେ ବିମାନଟି ଖସିପଡ଼ିଥିଲା। ବିମାନଟି ତଳେ ପଡ଼ିବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ହତାହତ ହୋଇ ନାହାନ୍ତି। ବିମାନଟି ତଳେ ପଡ଼ିବା ପୂର୍ବରୁ ଏଥିରେ ଥିବା ପାଇଲଟ୍ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ବିମାନଟି ବାୟୁସେନାର ପ୍ରଶିକ୍ଷଣ କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଏହି ବିମାନଟିର ନାମ କିରନ। ଏହା ସକାଳେ ୧୧ଟା ୪୫ ମିନିଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ହାଇଦ୍ରାବାଦର […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 09:18 AM IST

Sports

Latest News

ହାଇଦ୍ରାବାଦ: ଭାରତୀୟ ବୟୁସେନାର ଏକ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଲେଙ୍ଗାନାର କିସାରାରେ ବିମାନଟି ଖସିପଡ଼ିଥିଲା। ବିମାନଟି ତଳେ ପଡ଼ିବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ହତାହତ ହୋଇ ନାହାନ୍ତି। ବିମାନଟି ତଳେ ପଡ଼ିବା ପୂର୍ବରୁ ଏଥିରେ ଥିବା ପାଇଲଟ୍ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ବିମାନଟି ବାୟୁସେନାର ପ୍ରଶିକ୍ଷଣ କାର୍ଯ୍ୟରେ ନିୟୋଜିତ ହୋଇଥିଲା।

ଏହି ବିମାନଟିର ନାମ କିରନ। ଏହା ସକାଳେ ୧୧ଟା ୪୫ ମିନିଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ହାଇଦ୍ରାବାଦର ହକିମ୍‌ପେଟ୍‌ ଏୟାର ଫୋର୍ସ ଷ୍ଟେସନ୍‌ରୁ ରୁଟିନ୍ ଉଡ଼ାଣ ଭରିଥିଲା। ଦୁର୍ଘଟଣାର ତଦନ୍ତ କରିବାକୁ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story