ସେନା ଅପରେସନରେ ବହୁ ନାଗା ଉଗ୍ରବାଦୀ ନିହତ

ଭାରତୀୟ  ସେନାର ପୁଣି ଏକ ବଡଧରଣର ଅପରେସନ। ମିଆଁମାରର ସେନା ପକ୍ଷରୁ କରାଯାଇଥିବା ଏହି ଅପରେସନରେ ବହୁ ନାଗା ଉଗ୍ରବାଦୀ ନିହତ ହୋଇଥିବା  ସୂଚନା ଦେଇଛି ସେନାର ଇଷ୍ଟର୍ଣ୍ଣ କମାଣ୍ଡାଣ୍ଟ । ଆଜି ଭୋର ୪ଟା ୪୫ରେ ଭାରତ-ମିଆଁମାର ସୀମାରେ ନାଗା ଆତଙ୍କବାଦୀ ସଂଗଠନ ଏନ୍‌ଏସ୍‌ସିଏନ ର  ଖାପ୍ଲାଙ୍ଗ  ଗୋଷ୍ଠୀ ବିରୋଧରେ ଅପରେସନ ଚଳାଇଥିଲା  । ଭାରତୀୟ ସେନା  ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା ବେଳେ ସେନାର ଅପରେସନରେ ଏନ୍‌ଏସ୍‌ସିଏନ ଖାପ୍ଲାଙ୍ଗ  ଗୋଷ୍ଠୀର ବହୁ  ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି  । ସେନାର କୌଣସି ଯବାନ ମୃତାହତ ହୋଇନଥିବା ଟୁଇଟ କରି ଜଣାଇଛନ୍ତି ସେନାର ଇଷ୍ଟର୍ଣ୍ଣ କମାଣ୍ଡ ।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ

ରାସ୍ତା ମଝିରୁ ୨୦ ଲକ୍ଷ ଲୁଟ୍

ମୁଲାୟମଙ୍କ ସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

ଏମ୍ସର ଚତୁର୍ଥ ମହଲାରୁ ଡେଇଁ ପଡ଼ିଲେ କରୋନା ଆକ୍ରାନ୍ତ ସାମ୍ୱାଦିକ

ମୋଦିଙ୍କ ବିଫଳତା ଉପରେ ହାଭାର୍ଡରେ ପାଠ ପଢ଼ା ହେବ: ରାହୁଲ

ଓଲିଙ୍କ ଗାଦି ରକ୍ଷା ପାଇଁ ଚୀନ୍ ଆକ୍ଟିଭ୍

ଉପରେ ବୁଲିଲା ଆମେରିକାର ଲଢ଼ୁଆ ବିମାନ, ଜଳକା ସାଜିଲା ଚୀନ୍

ଦୁଇ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଡ୍ରାଗନ!

ଭାରତ-ଚାଇନା ବିବାଦ: ଡୋକଲାମ ୭୩ ଦିନ, ଲଦାଖ ୬୦ ଦିନ, କେମିତି ଥିଲା ପୂରା ଘଟଣା

ଦେଶରେ ଏଯାଏ କେତେ କରୋନା ଟେଷ୍ଟ ହେଲାଣି? ସୂଚନା ଦେଲା ଆଇସିଏମଆର

ପ୍ଲାଜମା ଦେଲେ ସମ୍ବିତ ପାତ୍ର, କରୋନାରୁ ସୁସ୍ଥ ହୋଇଥିଲେ

ଚାଇନା ସୀମାନ୍ତରେ ମୁତୟନ ଯବାନଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ କିଣିବ ଭାରତ