ସେନା ଅପରେସନରେ ବହୁ ନାଗା ଉଗ୍ରବାଦୀ ନିହତ

ଭାରତୀୟ  ସେନାର ପୁଣି ଏକ ବଡଧରଣର ଅପରେସନ। ମିଆଁମାରର ସେନା ପକ୍ଷରୁ କରାଯାଇଥିବା ଏହି ଅପରେସନରେ ବହୁ ନାଗା ଉଗ୍ରବାଦୀ ନିହତ ହୋଇଥିବା  ସୂଚନା ଦେଇଛି ସେନାର ଇଷ୍ଟର୍ଣ୍ଣ କମାଣ୍ଡାଣ୍ଟ । ଆଜି ଭୋର ୪ଟା ୪୫ରେ ଭାରତ-ମିଆଁମାର ସୀମାରେ ନାଗା ଆତଙ୍କବାଦୀ ସଂଗଠନ ଏନ୍‌ଏସ୍‌ସିଏନ ର  ଖାପ୍ଲାଙ୍ଗ  ଗୋଷ୍ଠୀ ବିରୋଧରେ ଅପରେସନ ଚଳାଇଥିଲା  । ଭାରତୀୟ ସେନା  ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା ବେଳେ ସେନାର ଅପରେସନରେ ଏନ୍‌ଏସ୍‌ସିଏନ ଖାପ୍ଲାଙ୍ଗ  ଗୋଷ୍ଠୀର ବହୁ  […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 11:18 AM IST

Sports

Latest News

ଭାରତୀୟ  ସେନାର ପୁଣି ଏକ ବଡଧରଣର ଅପରେସନ। ମିଆଁମାରର ସେନା ପକ୍ଷରୁ କରାଯାଇଥିବା ଏହି ଅପରେସନରେ ବହୁ ନାଗା ଉଗ୍ରବାଦୀ ନିହତ ହୋଇଥିବା  ସୂଚନା ଦେଇଛି ସେନାର ଇଷ୍ଟର୍ଣ୍ଣ କମାଣ୍ଡାଣ୍ଟ । ଆଜି ଭୋର ୪ଟା ୪୫ରେ ଭାରତ-ମିଆଁମାର ସୀମାରେ ନାଗା ଆତଙ୍କବାଦୀ ସଂଗଠନ ଏନ୍‌ଏସ୍‌ସିଏନ ର  ଖାପ୍ଲାଙ୍ଗ  ଗୋଷ୍ଠୀ ବିରୋଧରେ ଅପରେସନ ଚଳାଇଥିଲା  । ଭାରତୀୟ ସେନା  ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା ବେଳେ ସେନାର ଅପରେସନରେ ଏନ୍‌ଏସ୍‌ସିଏନ ଖାପ୍ଲାଙ୍ଗ  ଗୋଷ୍ଠୀର ବହୁ  ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି  । ସେନାର କୌଣସି ଯବାନ ମୃତାହତ ହୋଇନଥିବା ଟୁଇଟ କରି ଜଣାଇଛନ୍ତି ସେନାର ଇଷ୍ଟର୍ଣ୍ଣ କମାଣ୍ଡ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos