ପାକ୍‌ ସହ ତଟରକ୍ଷୀ ଆଲୋଚନା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମ୍‌ଲାକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର ପାକିସ୍ତାନ ସହ ସମସ୍ତ ପ୍ରକାରର ଆଲୋଚନାକୁ ରଦ୍ଦ କରିଦେଇଛନ୍ତି। ମାର୍ଚ୍ଚ ୬ରୁ ୯ ତାରିଖ ଯାଏ ଭାରତୀୟ ତଟରକ୍ଷୀ ବାହିନୀ ଓ ପାକିସ୍ତାନ ତଟରକ୍ଷୀ ବାହିନୀ ମଧ୍ୟରେ ଆଲୋଚନା ହେବାର ଥିଲା। କିନ୍ତୁ ଆଜି ଭାରତ ପକ୍ଷରୁ ଏହି ଆଲୋଚନାକୁ ବାତିଲ କରିଦିଆଯାଇଛି। ଆଲୋଚନା ପାଇଁ ତଟରକ୍ଷୀ ବାହିନୀର ଡିଜି ରାଜେନ୍ଦ୍ର ସିଂହ ପାକିସ୍ତାନ ଯାଇଥାଆନ୍ତେ। କିନ୍ତୁ ସେ ପୁଲୱାମା ହମ୍‌ଲାରେ ପାକିସ୍ତାନର […]

de

de

Hemant Lenka
  • Published: Wednesday, 20 March 2019
  • Updated: 20 March 2019, 05:42 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମ୍‌ଲାକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର ପାକିସ୍ତାନ ସହ ସମସ୍ତ ପ୍ରକାରର ଆଲୋଚନାକୁ ରଦ୍ଦ କରିଦେଇଛନ୍ତି।

ମାର୍ଚ୍ଚ ୬ରୁ ୯ ତାରିଖ ଯାଏ ଭାରତୀୟ ତଟରକ୍ଷୀ ବାହିନୀ ଓ ପାକିସ୍ତାନ ତଟରକ୍ଷୀ ବାହିନୀ ମଧ୍ୟରେ ଆଲୋଚନା ହେବାର ଥିଲା। କିନ୍ତୁ ଆଜି ଭାରତ ପକ୍ଷରୁ ଏହି ଆଲୋଚନାକୁ ବାତିଲ କରିଦିଆଯାଇଛି।

ଆଲୋଚନା ପାଇଁ ତଟରକ୍ଷୀ ବାହିନୀର ଡିଜି ରାଜେନ୍ଦ୍ର ସିଂହ ପାକିସ୍ତାନ ଯାଇଥାଆନ୍ତେ। କିନ୍ତୁ ସେ ପୁଲୱାମା ହମ୍‌ଲାରେ ପାକିସ୍ତାନର ସକ୍ରିୟ ହାତା ଥିବାରୁ ଉକ୍ତ ଦେଶ ସହ କୌଣସି ଆଲୋଚନା କରାଯାଇ ପାରିବ ନାହିଁ ବୋଲି ଚିନ୍ତା କରି ଗସ୍ତକୁ ବାତିଲ କରିଛନ୍ତି।

ଫେବୃଆରୀ ୧୪ରେ ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ସିଆରପିଏଫ୍‌ ଯବାନଙ୍କ କନଭୟକୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ସରକାର ପାକିସ୍ତାନକୁ ଦେଇଥିବା ମୋଷ୍ଟ ଫେଭଡ୍‌ ନେଶନ ମାନ୍ୟତା ପ୍ରତ୍ୟାହାର କରିଥିଲେ। ଏଥିସହ ପାକିସ୍ତାନ ସହ ସମସ୍ତ ପ୍ରକାରର କୁଟନୀତିକ ସମ୍ପର୍କ ମଧ୍ୟ ଚ୍ଛିନ୍ନ କରିଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story