ଆସିଲା ଅର୍ଥନୀତିକ ସର୍ଭେ ରିପୋର୍ଟ: ୭.୭% ହ୍ରାସ ପାଇବ ଦେଶର ଜିଡିପି

ନୂଆଦିଲ୍ଲୀ: ପୂର୍ଣ୍ଣାଙ୍ଗ ବଜେଟ୍‌ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କରୋନା ସଙ୍କଟ ଯୋଗୁ ଦେଶର ଅର୍ଥନୀତି କେମିତି ପ୍ରଭାବିତ ହୋଇଛି, ତା’ହା ଏହି ସର୍ଭେକ୍ଷଣ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି। ସର୍ଭେରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ମାଇନସ ୭.୭% ରହିବ। ୨୦୨୦ ଏପ୍ରିଲ-ଜୁନ୍‌ରେ ଦେଶର ଜିଡିପି ମାଇନସ ୨୩.୯% ଓ ଦ୍ୱିତୀୟ କ୍ୱାର୍ଟର୍‌ରେ […]

dc

dc

Hemant Lenka
  • Published: Friday, 29 January 2021
  • Updated: 30 January 2021, 12:21 AM IST

Sports

Latest News

ନୂଆଦିଲ୍ଲୀ: ପୂର୍ଣ୍ଣାଙ୍ଗ ବଜେଟ୍‌ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କରୋନା ସଙ୍କଟ ଯୋଗୁ ଦେଶର ଅର୍ଥନୀତି କେମିତି ପ୍ରଭାବିତ ହୋଇଛି, ତା’ହା ଏହି ସର୍ଭେକ୍ଷଣ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି। ସର୍ଭେରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ମାଇନସ ୭.୭% ରହିବ। ୨୦୨୦ ଏପ୍ରିଲ-ଜୁନ୍‌ରେ ଦେଶର ଜିଡିପି ମାଇନସ ୨୩.୯% ଓ ଦ୍ୱିତୀୟ କ୍ୱାର୍ଟର୍‌ରେ ମାଇନସ ୭.୫% ରହିଥିଲା। ମାର୍ଚ୍ଚ ୩୧ରେ ଦେଶର ଚଳିତ ଆର୍ଥିକ ବର୍ଷ ଶେଷ ହେବ। ସେତେବେଳକୁ ଦେଶର ଅଭିବୃଦ୍ଧି ହାର ୭.୭% ହ୍ରାସ ପାଇଥିବ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସର୍ଭେ ରିପୋର୍ଟରେ କୁହାଯାଇଛି ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ସୁଧାର ଆସିବ। ଆଗାମୀ ଆର୍ଥିକ ବର୍ଷ ଦେଶର ଅଭିବୃଦ୍ଧି ହାର ୧୧% ବଢ଼ିବ। ସର୍ଭେରେ ସରକାର ସ୍ୱୀକାର କରିଛନ୍ତି ଯେ ମହାମାରୀ କରୋନା ଯୋଗୁ ଲାଗୁ ହୋଇଥିବା ଲକଡାଉନ ପାଇଁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଅର୍ଥନୀତିକୁ ୨୦୨୧-୨୨ରେ ଟ୍ରାକ୍‌କୁ ଆଣିବା ପାଇଁ ସରକାର ନିଜର ଖର୍ଚ୍ଚ ବୃଦ୍ଧି କରିବେ। ଏକଥା ସର୍ଭେରେ ମଧ୍ୟ ଉଲ୍ଲେଖ କରାଯାଇଛି।

ଦେଶର ଅର୍ଥନୀତିକ ସର୍ଭେ ରିପୋର୍ଟକୁ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ଭେଙ୍କଟ ସୁବ୍ରମଣିଅନଙ୍କ ନେତୃତ୍ୱାଧୀନ ଟିମ୍‌ ପ୍ରସ୍ତୁତ କରିଛନ୍ତି। ସେ ଏହାର ଉପରେ ମତ ଦେଇ କହିଛନ୍ତି, ୨୦୨୧-୨୨ରେ ଦେଶର ଅର୍ଥନୀତି ଭି ଶେପ୍‌ରେ ରିକଭରି କରିବ। ପ୍ରକୃତ ଜିଡିପି ୧୧% ବଢ଼ିବ। ବର୍ତ୍ତମାନ ଦେଶରେ କରୋନା ପାଇଁ ଟିକାକରଣ ଚାଲିଥିବାରୁ, ଏହାର ସକାରାତ୍ମକ ପ୍ରଭାବ ଦେଶର ଅଭିବୃଦ୍ଧି ଉପରେ ପଡ଼ିବାର ସମ୍ଭାବନା ରହିଛି।

କରୋନା ମହାମାରୀ ସତ୍ତ୍ୱେ କୃଷି କ୍ଷେତ୍ରରେ ଆଶାତୀତ ଅଭିବୃଦ୍ଧି ଘଟିଛି। କିନ୍ତୁ କଣ୍ଟ୍ରାକ୍ଟ ସେବା, ଉତ୍ପାଦନ ଓ ନିର୍ମାଣ କ୍ଷେତ୍ର କରୋନା ଯୋଗୁ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଅଭିବୃଦ୍ଧି ହାର ହ୍ରାସ ପାଇବାର ଆକଳନ ସର୍ଭେ ରିପୋର୍ଟରେ କରାଯାଇଥିବାରୁ ବଜେଟ୍‌ରେ ସରକାର ଖର୍ଚ୍ଚ ବୃଦ୍ଧି ଉପରେ ଅଧିକ ଫୋକସ କରିବେ।

ସେହିପରି କରୋନା ଯୋଗୁ ପ୍ରଭାବିତ ହୋଇଥିବା କ୍ଷେତ୍ରଗୁଡ଼ିକର ପୁନରଉଦ୍ଧାର ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ଦେବାକୁ ଟିକସ ସ୍ଲାବ ବଦଳିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଲକଡାଉନ ଯୋଗୁ ଲକ୍ଷଲକ୍ଷ ଲୋକ ଚାକିରି ହରାଇଥିଲେ। ତେଣୁ ବଜେଟ୍‌ରେ ନୂଆ ନିଯୁକ୍ତି ପାଇଁ ସରକାର ବ୍ୟବସ୍ଥାର କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story