ପିଓକେ ମନ୍ତ୍ରୀ ବସିବାରୁ ସାର୍କ ବୈଠକ ମଝିରୁ ଉଠି ଆସିଲେ ଭାରତୀୟ ଅଧିକାରୀ

ଇସ୍‌ଲାମାବାଦ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ଜଣେ ମନ୍ତ୍ରୀ ସାର୍କ ବୈଠକରେ ଯୋଗଦେବାରୁ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ କମିଶନର ବରିଷ୍ଠ ଅଧିକାରୀ ସେଠାରୁ ଉଠି ଚାଲି ଆସିଛନ୍ତି। ସାର୍କ ବୈଠକ ଇସଲାମାବାଦରେ ଅନୁଷ୍ଠିତ ହେଉଥିଲା। ରବିବାର ‘ସାର୍କ କ୍ୟାରେକ୍ଟର ଡେ’ ପାଇଁ ସାର୍କ ଚ୍ୟାମ୍ବରସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ବୈଠକ ବସିଥିଲା। ଏଥିରେ ଭାରତ ପକ୍ଷରୁ କୂଟନୀତିଜ୍ଞ ଶୁଭମ ସିଂହ ଯୋଗ ଦେଇଥିଲେ। ତେବେ ପିଓକେ ପକ୍ଷରୁ ଚୌଧୁରୀ ମହମ୍ମଦ ସୟିଦ ଏଠାକୁ ଆସିବାରୁ ସେ ପ୍ରତିବାଦ […]

i

i

Hemant Lenka
  • Published: Monday, 10 December 2018
  • Updated: 10 December 2018, 08:45 PM IST

Sports

Latest News

ଇସ୍‌ଲାମାବାଦ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ଜଣେ ମନ୍ତ୍ରୀ ସାର୍କ ବୈଠକରେ ଯୋଗଦେବାରୁ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ କମିଶନର ବରିଷ୍ଠ ଅଧିକାରୀ ସେଠାରୁ ଉଠି ଚାଲି ଆସିଛନ୍ତି। ସାର୍କ ବୈଠକ ଇସଲାମାବାଦରେ ଅନୁଷ୍ଠିତ ହେଉଥିଲା।

ରବିବାର ‘ସାର୍କ କ୍ୟାରେକ୍ଟର ଡେ’ ପାଇଁ ସାର୍କ ଚ୍ୟାମ୍ବରସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ବୈଠକ ବସିଥିଲା। ଏଥିରେ ଭାରତ ପକ୍ଷରୁ କୂଟନୀତିଜ୍ଞ ଶୁଭମ ସିଂହ ଯୋଗ ଦେଇଥିଲେ। ତେବେ ପିଓକେ ପକ୍ଷରୁ ଚୌଧୁରୀ ମହମ୍ମଦ ସୟିଦ ଏଠାକୁ ଆସିବାରୁ ସେ ପ୍ରତିବାଦ ସ୍ୱରୂପ ବୈଠକକୁ ବର୍ଜନ କରିଥିଲେ। ଭାରତ ପାଖରେ କଶ୍ମୀର ଥିବାରୁ ପିଓକେକୁ ଦେଶ ପାକିସ୍ତାନର ବୋଲି ମାନୁନାହିଁ।

ତେଣୁ ସେଠାରୁ ଜଣେ ମନ୍ତ୍ରୀ ଯୋଗଦେଇଥିବାରୁ ଭାରତ ଏହାକୁ ବିରୋଧ କରୁଛି। ଭାରତ ୨୦୧୬ରେ ସାର୍କ ବୈଠକକୁ ବର୍ଜନ କରିବାରୁ ଏହା ସ୍ଥଗିତ ରହିଥିଲା। ସେହିପରି ଆସନ୍ତାବର୍ଷ ହେବାକୁ ଥିବା ସାର୍କ ବୈଠକ ମଧ୍ୟ ପାକିସ୍ତାନରେ ଅଛି। ତେଣୁ ଏଥିରେ ମଧ୍ୟ ଭାରତ ଯୋଗଦେବାରୁ ଆଶା କ୍ଷୀଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story