ଏବେ ବି କରୋନାର ତୃତୀୟ ଷ୍ଟେଜରେ ପହଞ୍ଚିନି ଭାରତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ଏବେ ବି ନିୟନ୍ତ୍ରଣାଧୀନ ରହିଛି। ଏଯାଏ ଏହା ଷ୍ଟେଜ-୨ ଅର୍ଥାତ ଲୋକାଲ ଟ୍ରାନ୍ସମିସନ ବା ଆଞ୍ଚଳିକ ସଂକ୍ରମଣ ସ୍ଥିତିରେ ରହିଛି। ଭାରତରେ କରୋନା ତୃତୀୟ ଷ୍ଟେଜ ବା ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ପହଞ୍ଚି ନାହିଁ ବୋଲି ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଲୋକଙ୍କ ମନରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ପ୍ରକାଶ ପାଇଛି। ବିଦେଶ ଗସ୍ତ କରି ନଥିବା କିମ୍ବା କୌଣସି […]

ed

ed

Hemant Lenka
  • Published: Monday, 30 March 2020
  • Updated: 30 March 2020, 04:57 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ଏବେ ବି ନିୟନ୍ତ୍ରଣାଧୀନ ରହିଛି। ଏଯାଏ ଏହା ଷ୍ଟେଜ-୨ ଅର୍ଥାତ ଲୋକାଲ ଟ୍ରାନ୍ସମିସନ ବା ଆଞ୍ଚଳିକ ସଂକ୍ରମଣ ସ୍ଥିତିରେ ରହିଛି। ଭାରତରେ କରୋନା ତୃତୀୟ ଷ୍ଟେଜ ବା ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ପହଞ୍ଚି ନାହିଁ ବୋଲି ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଲୋକଙ୍କ ମନରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ପ୍ରକାଶ ପାଇଛି। ବିଦେଶ ଗସ୍ତ କରି ନଥିବା କିମ୍ବା କୌଣସି କରୋନା ରୋଗୀଙ୍କ ସଂସ୍ପର୍ଶରେ ନ ଆସି ମଧ୍ୟ ଅନେକ ଲୋକ ଭାଇରସ ପଞ୍ଝାରେ ପଡ଼ିଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ଲୋକଙ୍କ ମନରେ ଭାରତ କରୋନାର ତୃତୀୟ ଷ୍ଟେଜରେ ପହଞ୍ଚି ଯାଇଛି କି ବୋଲି ପ୍ରଶ୍ନ ଉଙ୍କି ମାରିଥିଲା।

ହେଲେ ଏସବୁ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ କୁମାର ଅଗ୍ରୱାଲ କହିଛନ୍ତି, “ଆମେ ବର୍ତ୍ତମାନ ଯେଉଁ ସ୍ଥିତିରେ ରହିଛୁ, ଏହାକୁ କେବେ ହେଲେ କରୋନାର ଗୋଷ୍ଠୀ ସଂକ୍ରମଣ ଷ୍ଟେଜ ବୋଲି କହିପାରିବା ନାହିଁ। ଏବେ ବି ଆମେ ଆଞ୍ଚଳିକ ସଂକ୍ରମଣ ଷ୍ଟେଜରେ ରହିଛୁ। ଯଦି ଆପଣ ଗୋଷ୍ଠୀ ଶବ୍ଦ ବ୍ୟବହାର କରୁଛନ୍ତି, ତା’ହେଲେ ଏଇଟା କେବଳ ଏକ ଆକଳନ। ଆମ ଦେଶ ଲୋକାଲ ସଂକ୍ରମଣରେ ରହିଛି।”

ଯଦି କୌଣସି ବ୍ୟକ୍ତି ବିଦେଶ ଗସ୍ତ କରି ନାହାନ୍ତି ବା ସେ କୌଣସି ବିଦେଶରୁ ଫେରି କରୋନାରେ ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ନ ଆସି ବି ଭାଇରସରେ ଆକ୍ରାନ୍ତ ହେବେ, ତା’ହେଲେ ଏହାକୁ ଗୋଷ୍ଠୀ ସଂକ୍ରମଣ ବୋଲି କୁହାଯିବ। ଅର୍ଥାତ ଏପରି ସ୍ଥିତିରେ ଯେ କୌଣସି ଲୋକଙ୍କୁ ବି କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story