ଭାରତ, ଆମେରିକାର ବିଶ୍ୱାସ ଯୋଗ୍ୟ ସାଥି: ବିଶ୍ୱଶାନ୍ତି ପ୍ରତିଷ୍ଠାରେ ଚୀନ ପ୍ରତିବନ୍ଧକ

ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଦୃଢ ହେଉଥିବା ନେଇ ଟ୍ୱିଟରରେ ଏକାଧିକ ପୋଷ୍ଟ ଆସିବା ପରେ ମୁହଁ ଖୋଲିଛି ଆମେରିକା। ଭାରତକୁ ପୁଣି ଥରେ ନିଜ ଭରଷାକୁ ନେବାକୁ ଆମେରିକା ବିଦେଶ ମନ୍ତ୍ରୀ ଆର. ଟିଲରସନ୍‌ ଚେଷ୍ଟା କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ଭାରତ ଆମେରିକାର ସବୁଠାରୁ ବଡ଼ ଭରଷାଯୋଗ୍ୟ ସାଥି ବୋଲି ସେ କହିଛନ୍ତି। ଏହାସହ ପାକିସ୍ତାନ ଓ ଚୀନ୍‌କୁ ଟାର୍ଗେଟ୍‌ କରିଛନ୍ତି ଟିଲରସନ୍‌। ଟିଲରସନ କହିଛନ୍ତି- “ଆତଙ୍କବାଦ ବିରୋଧରେ ଆମେରିକା […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 11:46 AM IST

Sports

Latest News

ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଦୃଢ ହେଉଥିବା ନେଇ ଟ୍ୱିଟରରେ ଏକାଧିକ ପୋଷ୍ଟ ଆସିବା ପରେ ମୁହଁ ଖୋଲିଛି ଆମେରିକା। ଭାରତକୁ ପୁଣି ଥରେ ନିଜ ଭରଷାକୁ ନେବାକୁ ଆମେରିକା ବିଦେଶ ମନ୍ତ୍ରୀ ଆର. ଟିଲରସନ୍‌ ଚେଷ୍ଟା କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ଭାରତ ଆମେରିକାର ସବୁଠାରୁ ବଡ଼ ଭରଷାଯୋଗ୍ୟ ସାଥି ବୋଲି ସେ କହିଛନ୍ତି। ଏହାସହ ପାକିସ୍ତାନ ଓ ଚୀନ୍‌କୁ ଟାର୍ଗେଟ୍‌ କରିଛନ୍ତି ଟିଲରସନ୍‌।

ଟିଲରସନ କହିଛନ୍ତି- “ଆତଙ୍କବାଦ ବିରୋଧରେ ଆମେରିକା ଓ ଭାରତ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢୁଛନ୍ତି। ଏହି ଲଢେଇକୁ ନେଇ ଏକାଠି କାମ କରିବା ଯୋଉଁ ଦୁଇଦେଶ ମଧ୍ୟରେ ସମ୍ପର୍କ ଦୃଢ ହେବାରେ ଲାଗିଛି। ଆମେରିକା ତରଫରୁ ଏହି ଭରଷା ଦେଉଛୁ, ଭାରତ ବିଶ୍ୱାସ ଯୋଗ୍ୟ ସାଥୀ ହେଉଛି ଆମେରିକା। ଭାରତ ଓ ଆମେରିକା ବିଶ୍ୱ ଶାନ୍ତି, ବିକାଶ ଓ ସ୍ଥାୟିତ୍ୱ ଉପରେ କାମ କରୁଛନ୍ତି।”

ସେ କହିଛନ୍ତି- “ଭାରତ ଏବେ ଯୁବାବସ୍ଥାରେ ଅଛି। ଭାରତର ସକରାତ୍ମକ ଚିନ୍ତାଧାରା ଓ ବିଶ୍ୱରେ ବଢୁଥିବା ଲୋକପ୍ରିୟତା ହେଉଛି, ଆମେରିକାକୁ ଏହି ଦେଶ ସହ ବନ୍ଧୁତ୍ୱ ଆହୁରି ସୁଦୃଢ କରିବାର କାରଣ। ଏବେ ଏହି ଚେଷ୍ଟା କରାଯିବା ଦରକାର ଯେମିତି ଏହି ବନ୍ଧୁତ୍ୱ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଅତୁଟ ରହିବ।”

ଚୀନ୍‌ ଓ ପାକିସ୍ତାନକୁ ଚେତାବନୀ

ଏହି ଅବସରରେ ଉଭୟ ଚୀନ ଓ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ଟିଲରସନ। ସେ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଚୀନ୍‌ର ବ୍ୟବହାର ବିଶ୍ୱ ପାଇଁ ଚିନ୍ତାଜନକ। ଚୀନ୍‌ର ପଦକ୍ଷେପ ଆନ୍ତରାଷ୍ଟ୍ରୀୟ ଆଇନ ପାଇଁ ବିପଦ ହେବାରେ ଲାଗିଛି। ସାଉଥ ଚୀନ୍‌ ସମସ୍ୟାକୁ ନେଇ ଟେଲରସନ ଜୋରଦାର ଆକ୍ରମଣ କରିଛନ୍ତି। ଏହି ଅଞ୍ଚଳରେ ଚୀନ୍‌ର ଆକ୍ରୋଶମୂଳକ ପଦକ୍ଷେପ ଅନ୍ତରାଷ୍ଟ୍ରୀୟ ଆଇନ୍‌ ଓ ନିୟମ ପାଇଁ ଚିନ୍ତାଜନକ। ଏହା ବିରୋଧରେ ଆମେରିକା ଓ ଭାରତ ସବୁବେଳେ ଏକାଠି ଛିଡା ହୋଇଛନ୍ତି। ଆଇନକାନୁନ ପ୍ରତି ଚୀନ୍‌ର ଏପରି ଅଣଦେଖା ସେ ଦେଶ ସହ ସମ୍ପର୍କ ସୁଧାରିବାରେ ବାଧା ସୃଷ୍ଟି କରିବ। ନିଜ ପଡ଼ୋଶୀ ତଥା ଆମ ବନ୍ଧୁ ରାଷ୍ଟ୍ରଙ୍କ ପ୍ରତି ଚୀନ୍‌ ସୃଷ୍ଟି କରୁଥିବା ସମସ୍ୟାକୁ ଆମେ ଅଣଦେଖା କରୁନାହୁଁ ।

ପାକିସ୍ତାନକୁ ନେଇ ଟିଲରସନ କହିଛନ୍ତି- “ଆମେ ଭାବୁଛୁ ପାକିସ୍ତାନ ଆତଙ୍କବାଦ ବିରୋଧରେ କୋଠର ପଦକ୍ଷେପ ନେବ। ଏହାଦ୍ୱାରା ବିଶ୍ୱ ଦରବାରରେ ଏହି ଦେଶର ଛବି ସୁଧୁରିବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story