ଭାରତ ହେଉଛି ଫେକ୍‌ ନ୍ୟୁଜ୍‌ର ବଡ଼ ବଜାର

ନୂଆଦିଲ୍ଲୀ: ନକଲି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଠିକ୍‌ ସେମିତି ଫେକ୍‌ ନ୍ୟୁଜ୍‌ (ଭୁଲ୍‌ ଖବର) ମଣିଷର ବିଚାରଧାରା ପାଇଁ ହାନିକାରକ। ଏହା ଏବେ ଭାରତ ସମେତ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ବର୍ତ୍ତମାନ ଭାରତରେ ୫୦ ଲକ୍ଷ ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍‌ ରହିଛି। ଅର୍ଥାତ ସେମାନଙ୍କ ପାଖରେ ସୋସିଆଲ୍‌ ମିଡ଼ିଆ ରହିଛି। ଯେଉଁଠି ସୋସିଆଲ୍‌ ମିଡ଼ିଆ ଅଛି, ସେଠି ଫେକ୍‌ ନ୍ୟୁଜ୍‌ ରହିଛି। ସେହି ଦୃଷ୍ଟିରୁ କହିବାକୁ ଗଲେ ଭାରତ ହେଉଛି ଫେକ୍‌ […]

fakenews

fakenews

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 10:14 AM IST

Sports

Latest News

ନୂଆଦିଲ୍ଲୀ: ନକଲି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଠିକ୍‌ ସେମିତି ଫେକ୍‌ ନ୍ୟୁଜ୍‌ (ଭୁଲ୍‌ ଖବର) ମଣିଷର ବିଚାରଧାରା ପାଇଁ ହାନିକାରକ। ଏହା ଏବେ ଭାରତ ସମେତ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ବର୍ତ୍ତମାନ ଭାରତରେ ୫୦ ଲକ୍ଷ ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍‌ ରହିଛି। ଅର୍ଥାତ ସେମାନଙ୍କ ପାଖରେ ସୋସିଆଲ୍‌ ମିଡ଼ିଆ ରହିଛି। ଯେଉଁଠି ସୋସିଆଲ୍‌ ମିଡ଼ିଆ ଅଛି, ସେଠି ଫେକ୍‌ ନ୍ୟୁଜ୍‌ ରହିଛି। ସେହି ଦୃଷ୍ଟିରୁ କହିବାକୁ ଗଲେ ଭାରତ ହେଉଛି ଫେକ୍‌ ନ୍ୟୁଜ୍‌ର ବଡ଼ ବଜାର। ତେବେ ଭାରତ ଫେକ୍‌ ନ୍ୟୁଜ୍‌କୁ ନେଇ ଚିନ୍ତିତ ନଥିଲା ପରି ମନେ ହେଉଛି। ଯେଉଁଥିପାଇଁ ପ୍ରତିଦିନ ଦେଶରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଛି। ଲୋକେ ମରୁଛନ୍ତି। ମାତ୍ର ସରକାରଙ୍କର ନିଦ ଭାଙ୍ଗୁନି। ମାତ୍ର ଅନ୍ୟାନ୍ୟ ଦେଶ ଗୁଡ଼ିକ ଏଥିପାଇଁ ଚିନ୍ତା ପ୍ରକଟ କଲେଣି। ଫେକ୍‌ ନ୍ୟୁଜ୍‌କୁ ରୋକିବା ପାଇଁ ଆଇନ୍‌ କାନୁନକୁ କଡ଼ାକଡ଼ି କଲେଣି।

ଫେକ୍‌ ନ୍ୟୁଜ୍‌କୁ ରୋକିବା ପାଇଁ ଫ୍ରାନ୍ସ କଡ଼ା ଆଭିମୁଖ୍ୟ ନେଉଛି। ଏଥିପାଇଁ ଏକ ନୂଆ ବିଲ୍‌ ଆଣିବାକୁ ଯାଉଛି। ଏହି ବିଲ୍‌ ପାସ୍‌ ହେଲେ ଫେକ୍‌ ନ୍ୟୁଜ୍‌କୁ ରୋକା ଯାଇପାରିବ। ପ୍ରଚାର ହେଉଥିବା ଫେକ୍‌ ନ୍ୟୁଜ ପ୍ରମାଣିତ ହୋଇଗଲେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ଉପରେ ଫ୍ରାନ୍ସ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏପରିକି ଦରକାର ପଡିଲେ ସମ୍ପୃକ୍ତ ସଂସ୍ଥାକୁ ବନ୍ଦ ମଧ୍ୟ କରିପାରିବେ। ଏହାଛଡ଼ା ସୋସିଆଲ୍‌ ମିଡ଼ିଆରେ ଫେକ୍‌ ନ୍ୟୁଜ୍‌ ପ୍ରଚାର କରୁଥିଲେ ସେମାନଙ୍କୁ ଏହାର ଜବାବ ଦେବାକୁ ପଡ଼ିବ। ବିଲ୍‌ ମୁତାବକ, କୌଣସି ଗଣମାଧ୍ୟମ ସଂସ୍ଥା ଫ୍ରାନ୍ସ ସରକାରରେ ଅସ୍ଥିର କରିପାରିବେ ନାହିଁ। ତେବେ ଏହି ବିଲ୍‌ ପାସ୍‌ ହୋଇ ନଥିବା ବେଳେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଲାଣି। କିଛି ଗଣମାଧ୍ୟମ ପ୍ରତିନିଧି ଏହାକୁ ସେନ୍‌ସରସିପ୍‌ କହୁଛନ୍ତି। କିନ୍ତୁ ଏହା ସତ୍ୟ ଯେ ଫେକ୍‌ ନ୍ୟୁଜ ଗଣତନ୍ତ୍ର ପାଇଁ ବଡ଼ ବିପଦ ହୋଇ ଛିଡ଼ା ହୋଇଛି।

ସୂଚନାରୁ ପ୍ରକାଶ, ୨୦୧୭ ମସିହାରେ ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନ ଚାଲିଥିଲା। ଏହି ସମୟରେ ନବ ନିର୍ବାଚିତ ରାଷ୍ଟ୍ରପତି Emmanuel Macronଙ୍କ ନାଁରେ ଏକ ଫେକ୍‌ ନ୍ୟୁଜ୍‌ ପ୍ରଚାର କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ ରହିଥିଲା ଯେ, Macron ଜଣେ ସମଲିଙ୍ଗୀ ଓ ତାଙ୍କ ନାଁରେ ବିଦେଶରେ ଏକ ବ୍ୟାଙ୍କ ଆକାଉଣ୍ଟ ରହିଛି ଏବଂ ସେଥିରେ ବହୁ ଅର୍ଥ ଗଚ୍ଛିତ ରହିଛି। ଏହାକୁ ନେଇ Emmanuel Macron ଅଡୁଆରେ ପଡ଼ିଥିଲେ। ତେବେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ Emmanuel Macron ଫେକ୍‌ ନ୍ୟୁଜ୍‌କୁ ରୋକିବା ପାଇଁ ଏହି ବିଲ୍‌ ପ୍ରସ୍ତୁତ କରିଛନ୍ତି।

ଆଉ କେଉଁ ଦେଶରେ କ’ଣ ଆଇନ୍‌ ରହିଛି

ବ୍ରିଟେନ୍‌: ଫେକ୍‌ ନ୍ୟୁଜ୍‌କୁ ରୋକିବା ପାଇଁ ବ୍ରିଟେନ୍‌ ସରକାର ଏକ ୟୁନିଟ୍‌ ଗଠନ କରିଛନ୍ତି। ରାଷ୍ଟ୍ରୀୟସ୍ତରରେ ଗଠନ କରାଯାଇଥିବା ଏହି ୟୁନିଟ୍‌ ଫେକ୍‌ ନ୍ୟୁଜ୍‌କୁ ଅଟକାଇବା ପାଇଁ କାମ କରିବ।

ଇଟାଲୀ: ଇଟାଲୀ ସରକାର ଫେକ୍‌ ନ୍ୟୁଜ୍‌କୁ ରୋକିବା ପାଇଁ ଏକ ଅନ୍‌ଲାଇନ୍‌ ପୋର୍ଟାଲ ତିଆରି କରିଛନ୍ତି। ଯେ କୌଣସି ବ୍ୟକ୍ତି ଏହି ପୋର୍ଟାଲରେ ଫେକ୍‌ ନ୍ୟୁଜ୍‌ ସମ୍ପର୍କରେ ଅଭିଯୋଗ କରିପାରିବେ।

ଜର୍ମାନୀ: ଫେକ୍‌ ନ୍ୟୁଜ୍‌ ରୋକିବା ପାଇଁ ଜର୍ମାନୀରେ କଡ଼ା ଆଇନ୍‌ ରହିଛି। ଏଠାରେ କୌଣସି ଫେକ୍‌ ନ୍ୟୁଜ୍‌ ୨୪ ଘଣ୍ଟା ଧରି ସୋସିଆଲ୍‌ ସାଇଟ୍‌ରେ ରହିଲେ ଉକ୍ତ ସଂସ୍ଥାକୁ ଜୋରିମାନା ଦେବାକୁ ପଡ଼ିବ। ଜୋରିମାନାର ପରିମାଣ ଭାରତୀୟ ମୁଦ୍ରାରେ ୩୯୭ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ମାଲେସିଆ: ମାଲେସିଆ ସରକାର ଫେକ୍‌ ନ୍ୟୁଜ୍‌କୁ ରୋକିବା ପାଇଁ ଏକ ବିଲ୍‌ ପାସ କରିଛନ୍ତି। କୌଣସି ବ୍ୟକ୍ତି ବା ସଂସ୍ଥା ଫେକ୍‌ ନ୍ୟୁଜ୍‌ ପ୍ରଚାର କଲେ, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ। ଏହି ଜୋରିମାନା ଭାରତୀୟ ମୁଦ୍ରାରେ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story