'୨୦୨୬ ସୁଦ୍ଧା ଜର୍ମାନୀକୁ ଟପି ଭାରତ ବିଶ୍ୱର ଚତୁର୍ଥ ଅର୍ଥନୀତି ହେବ'

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଭାରତର ଅର୍ଥନୀତି ପାଇଁ ଶୁଭ ସଂକେତ ମିଳିଛି। ଏକ ରିପୋର୍ଟ ଅନୁଯାୟୀ ଆଗାମୀ ବର୍ଷରୁ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବ। ୨୦୨୬ ସୁଦ୍ଧା ଭାରତ ଜର୍ମାନୀକୁ ଟପି ବିଶ୍ୱର ଚତୁର୍ଥ ବୃହତ ଶକ୍ତିଶାଳୀ ଦେଶ ହେବ। ଏଥିସହ ୨୦୩୪ ସୁଦ୍ଧା ଭାରତ ଜାପାନକୁ ଟପି ତୃତୀୟ ବୃହତ ଅର୍ଥନୀତିକ ଶକ୍ତିଶାଳୀ ଦେଶ ହୋଇପାରେ। ସେହିପରି ୨୦୨୬ ବେଳକୁ ଦେଶର ଅର୍ଥନୀତି ୫ ଲକ୍ଷ କୋଟି ଡଲାର କ୍ଲବରେ ପହଞ୍ଚିପାରିବ। ମୋଦି ସରକାର […]

indian-industry

indian-industry

Subhransu Sekhar
  • Published: Monday, 30 December 2019
  • Updated: 30 December 2019, 04:51 PM IST

Sports

Latest News

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଭାରତର ଅର୍ଥନୀତି ପାଇଁ ଶୁଭ ସଂକେତ ମିଳିଛି। ଏକ ରିପୋର୍ଟ ଅନୁଯାୟୀ ଆଗାମୀ ବର୍ଷରୁ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବ। ୨୦୨୬ ସୁଦ୍ଧା ଭାରତ ଜର୍ମାନୀକୁ ଟପି ବିଶ୍ୱର ଚତୁର୍ଥ ବୃହତ ଶକ୍ତିଶାଳୀ ଦେଶ ହେବ। ଏଥିସହ ୨୦୩୪ ସୁଦ୍ଧା ଭାରତ ଜାପାନକୁ ଟପି ତୃତୀୟ ବୃହତ ଅର୍ଥନୀତିକ ଶକ୍ତିଶାଳୀ ଦେଶ ହୋଇପାରେ। ସେହିପରି ୨୦୨୬ ବେଳକୁ ଦେଶର ଅର୍ଥନୀତି ୫ ଲକ୍ଷ କୋଟି ଡଲାର କ୍ଲବରେ ପହଞ୍ଚିପାରିବ। ମୋଦି ସରକାର କିନ୍ତୁ ୨୦୨୪ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ବ୍ରିଟେନ ସ୍ଥିତ ସେଣ୍ଟର ଫର୍ ଇକୋନୋମିକ୍ସ ଆଣ୍ଡ ବିଜନେସ ରିସର୍ଚ୍ଚ (ସିଆଇବିଆର)ର ରିପୋର୍ଟ ‘ଓ୍ୱାର୍ଲଡ ଇକୋନମିକ ଲିଗ୍ ଟେବୁଲ ୨୦୨୦’ ଅନୁସାରେ, ଭାରତ ୨୦୧୯ରେ ବ୍ରିଟେନ ଏବଂ ଫ୍ରାନ୍ସକୁ ଟପି ବିଶ୍ୱର ପଞ୍ଚମ ବୃହତ ଶକ୍ତିଶାଳୀ ଅର୍ଥନୀତି ରାଷ୍ଟ୍ର ହୋଇସାରିଛି। ଏବେ ଭାରତ ୨୦୨୬ରେ ଜର୍ମାନୀକୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ଏବଂ ୨୦୩୪ ସୁଦ୍ଧା ଜାପାନକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ ଶକ୍ତିଶାଳୀ ଅର୍ଥନୀତି ଦେଶ ହେବ ବୋଲି ଅନୁମାନ କରାଯାଉଛି।

ସିଆଇବିଆର କହିଛି, ଆଗାମୀ ୧୫ ବର୍ଷ ଯାଏ ବିଶ୍ୱର ତୃତୀୟ ଶକ୍ତିଶାଳୀ ଅର୍ଥନୀତି ଦେଶ ହେବା ପାଇଁ ଜାପାନ, ଜର୍ମାନୀ ଏବଂ ଭାରତ ମଧ୍ୟରେ ପ୍ରତିଯୋଗିତା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story