ଘୁଞ୍ଚିଲା ଜମ୍ମୁ-କଶ୍ମୀର ନିବେଶକ ସମ୍ମିଳନୀ

ନୂଆଦିଲ୍ଲୀ:ଅକ୍ଟୋବର ମାସରେ ଶ୍ରୀନଗରଠାରେ ହେବାକୁ ଥିବା ଜମ୍ମୁ-କଶ୍ମୀର ନିବେଶକ ସମ୍ମିଳନୀ ଘୁଞ୍ଚିଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଜମ୍ମୁ-କଶ୍ମୀର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, “ଆମର ବର୍ତ୍ତମାନ ରାଜ୍ୟରୁ କେନ୍ଦ୍ର ଶାସିତ ଅଞ୍ଚଳକୁ ପରିବର୍ତ୍ତିତ କରିବାର ପ୍ରକ୍ରିୟା ଚାଲିଛି, ତାକୁ ହିଁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି।” ସେ କହିଛନ୍ତି ପ୍ରଥମେ ୮ରୁ ୧୦ଟି କମ୍ପାନୀ ନିଜର ଯୋଜନା ସହ ନିବେଶ ପାଇଁ ଆଗ୍ରହ ଦେଖାଇଥିଲେ। କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳିବା ସହ ଅଧିକ କମ୍ପାନୀ ଆଗ୍ରହ […]

kashmir

kashmir

Subrat Kumar Nayak
  • Published: Thursday, 29 August 2019
  • Updated: 29 August 2019, 10:05 PM IST

Sports

Latest News

ନୂଆଦିଲ୍ଲୀ:ଅକ୍ଟୋବର ମାସରେ ଶ୍ରୀନଗରଠାରେ ହେବାକୁ ଥିବା ଜମ୍ମୁ-କଶ୍ମୀର ନିବେଶକ ସମ୍ମିଳନୀ ଘୁଞ୍ଚିଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଜମ୍ମୁ-କଶ୍ମୀର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, “ଆମର ବର୍ତ୍ତମାନ ରାଜ୍ୟରୁ କେନ୍ଦ୍ର ଶାସିତ ଅଞ୍ଚଳକୁ ପରିବର୍ତ୍ତିତ କରିବାର ପ୍ରକ୍ରିୟା ଚାଲିଛି, ତାକୁ ହିଁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି।”

ସେ କହିଛନ୍ତି ପ୍ରଥମେ ୮ରୁ ୧୦ଟି କମ୍ପାନୀ ନିଜର ଯୋଜନା ସହ ନିବେଶ ପାଇଁ ଆଗ୍ରହ ଦେଖାଇଥିଲେ। କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳିବା ସହ ଅଧିକ କମ୍ପାନୀ ଆଗ୍ରହ ଦେଖାଉଛନ୍ତି। ତେଣୁ ବର୍ତ୍ତମାନ ସମୟରେ ସେମାନଙ୍କୁ ଏଠାକୁ ଆସି ସମ୍ମିଳନୀ ସମ୍ପର୍କିତ ସୁଯୋଗ ବାବଦରେ ସୁଯୋଗ ନେବାର ଅଛି।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୨-୧୪ ଏହି ମଧ୍ୟରେ ଏହି ସମ୍ମିଳନୀ ହେବାର ଥିଲା। ଧାରା ୩୭୦ ଉଚ୍ଛେଦ ପରେ ଏହି ଘୋଷଣା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଯାଏ କଟକଣା ସମ୍ପୂର୍ଣ୍ଣ ହଟିନାହିଁ ଏବଂ ମୁଖ୍ୟ ସ୍ରୋତର ନେତା ଓ କର୍ମୀମାନଙ୍କୁ ମଧ୍ୟ ଅଟକ ରଖାଯାଇଛି। କୌଣସି ବିଶୃଙ୍ଖଳାର ଆଶଙ୍କାରେ ଏପରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story