ଫିଲିପାଇନ୍‌ସରେ ମୋଦି: ଟ୍ରମ୍ପଙ୍କ ସହ ହୋଇପାରେ ଭେଟ

ନୂଆଦିଲ୍ଲୀ: ଏସିଆନ୍ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲିପିନ୍ସ ପହଞ୍ଚିଛନ୍ତି । ମାନିଲା ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ତିନିଦିନିଆ ଗସ୍ତରେ ମୋଦି ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ସହ ସମ୍ପର୍କ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବ୍ୟବସାୟ ଓ ଯୋଗାଯୋଗ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ।  ଏଥିସହ ମୋଦି ଫିଲିପିନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟଏର୍ଟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।  ଉଭୟ ଦେଶ ମଧ୍ୟରେ ବାଣିଜ୍ୟ […]

modi-1

modi-1

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 09:50 PM IST

Sports

Latest News

ନୂଆଦିଲ୍ଲୀ: ଏସିଆନ୍ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲିପିନ୍ସ ପହଞ୍ଚିଛନ୍ତି । ମାନିଲା ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ତିନିଦିନିଆ ଗସ୍ତରେ ମୋଦି ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ସହ ସମ୍ପର୍କ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବ୍ୟବସାୟ ଓ ଯୋଗାଯୋଗ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ।  ଏଥିସହ ମୋଦି ଫିଲିପିନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟଏର୍ଟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।  ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ସାଂସ୍କୃତିକ ଆଦାନ ପ୍ରଦାନକୁ ନେଇ ଉଭୟ ନେତା କଥାବାର୍ତ୍ତା ହେବେ।  ଆହୁରି ସୁଏହାସହ ମୋଦି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ର  ରହିଛି । ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ମଧ୍ୟ ଭେଟିପାରନ୍ତି।  ମୋଦି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ପ୍ରଥମ ଫିଲିପିନ୍ସ ଗସ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story