ସଂଯମତା ରକ୍ଷା ପାଇଁ ଭାରତ-ପାକିସ୍ତାନକୁ ଚାଇନାର ଆହ୍ୱାନ

ବେଜିଂ: ଉରୀ ସେନା କ୍ୟାମ୍ପରେ ଆତଙ୍କୀ ଆକ୍ରମଣରେ ୧୮ ଜଣ ଯବାନଙ୍କ ସହିଦ ପରେ ଭାରତ, ପାକିସ୍ତାନ ମଧ୍ୟରେ ଉପୁଜି ଥିବା ବିବାଦର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ଚୀନ ଆହ୍ୱାନ ଦେଇଛି। ଚିନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଲୁ କାଙ୍ଗ କହିଛନ୍ତି,“ନିକଟରେ ହୋଇଥିବା ଆତଙ୍କୀ ଆକ୍ରମଣ ଦୁଇ ଦେଇ ମଧ୍ୟରେ ବିବାଦ ସୃଷ୍ଟି କରିଛି। ଆମେ ଘଟଣା ଉପରେ ନଜର ରଖିଛୁ। ଆମେ ଆଶା କରୁଛୁ ଉଭୟ ପକ୍ଷ ସଂଯମତା ରକ୍ଷା କରିବେ ଓ ସମସ୍ୟାର […]

chinna

Rakesh Mallick
  • Published: Wednesday, 21 September 2016
  • , Updated: 04 May 2017, 03:44 PM IST

ବେଜିଂ: ଉରୀ ସେନା କ୍ୟାମ୍ପରେ ଆତଙ୍କୀ ଆକ୍ରମଣରେ ୧୮ ଜଣ ଯବାନଙ୍କ ସହିଦ ପରେ ଭାରତ, ପାକିସ୍ତାନ ମଧ୍ୟରେ ଉପୁଜି ଥିବା ବିବାଦର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ଚୀନ ଆହ୍ୱାନ ଦେଇଛି।

ଚିନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଲୁ କାଙ୍ଗ କହିଛନ୍ତି,“ନିକଟରେ ହୋଇଥିବା ଆତଙ୍କୀ ଆକ୍ରମଣ ଦୁଇ ଦେଇ ମଧ୍ୟରେ ବିବାଦ ସୃଷ୍ଟି କରିଛି। ଆମେ ଘଟଣା ଉପରେ ନଜର ରଖିଛୁ। ଆମେ ଆଶା କରୁଛୁ ଉଭୟ ପକ୍ଷ ସଂଯମତା ରକ୍ଷା କରିବେ ଓ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରିବେ।”

Related story