ଲଦାଖରୁ ଚୀନ୍‌କୁ ମିଳିବ କଡ଼ା ଟକ୍କର: ଭାରତୀୟ ବାୟୁସେନା ନିର୍ମାଣ କରିବ ଏୟାରଫିଲ୍ଡ

ନୂଆଦିଲ୍ଲୀ: ଡୋକଲାମ ବିବାଦରୁ ଏତିକି ଶିକ୍ଷା ମିଳିଛି ଚୀନ୍‌ ଭରଷା ଯୋଗ୍ୟ ପଡୋଶୀ ନୁହେଁ। ନିଜ ସ୍ୱାର୍ଥ ପାଇଁ ଏହି ଦେଶ କୌଣସି ସ୍ତରକୁ ଯାଇପାରେ। ଏପରି ସ୍ଥିତିରେ ଚୀନ୍‌ ସହ କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ଟକ୍କର ଦେବାକୁ ଭାରତ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ପରିପେକ୍ଷୀରେ ସୀମା ଅଞ୍ଚଳରେ ଭାରତ ପକ୍ଷରୁ ଏକାଧିକ ଏୟାରଫିଲ୍ଡ ନିର୍ମାଣ କରାଯିବାକୁ ଯୋଜନା ଆରମ୍ଭ ହୋଇଯାଇଛି। ଯାହାର ଏକ ଅଂଶ ରହିଛି ଲଦାଖ। ଲଦାଖର ପାହାଡି ଇଲାକାରୁ ଚୀନ୍‌କୁ […]

indian airforce

indian airforce

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 10:41 AM IST

Sports

Latest News

ନୂଆଦିଲ୍ଲୀ: ଡୋକଲାମ ବିବାଦରୁ ଏତିକି ଶିକ୍ଷା ମିଳିଛି ଚୀନ୍‌ ଭରଷା ଯୋଗ୍ୟ ପଡୋଶୀ ନୁହେଁ। ନିଜ ସ୍ୱାର୍ଥ ପାଇଁ ଏହି ଦେଶ କୌଣସି ସ୍ତରକୁ ଯାଇପାରେ। ଏପରି ସ୍ଥିତିରେ ଚୀନ୍‌ ସହ କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ଟକ୍କର ଦେବାକୁ ଭାରତ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ପରିପେକ୍ଷୀରେ ସୀମା ଅଞ୍ଚଳରେ ଭାରତ ପକ୍ଷରୁ ଏକାଧିକ ଏୟାରଫିଲ୍ଡ ନିର୍ମାଣ କରାଯିବାକୁ ଯୋଜନା ଆରମ୍ଭ ହୋଇଯାଇଛି। ଯାହାର ଏକ ଅଂଶ ରହିଛି ଲଦାଖ।

ଲଦାଖର ପାହାଡି ଇଲାକାରୁ ଚୀନ୍‌କୁ ମୁହଁତୋଡ଼ ଜବାବ ଦେବାକୁ ଭାରତୀୟ ବାୟୁସେନା ନିର୍ମାଣ କରିବାକୁ ଯାଉଛି ଏୟାରଫିଲ୍ଡ। ଏଥିପାଇଁ ବାୟୁସେନା ଲଦାଖରେ ଜାଗା ଚିହ୍ନଟ କରୁଛି। ଯେଉଁଥି ଯୁଦ୍ଧ ଭଳି ସ୍ଥିତି ଉପୁଜିଲେ ବଡ଼ ଧରଣର ଏୟାରକ୍ରାପ୍ଟ ଅବତରଣ ଓ ଉଡାଣ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story