ୟୁରୋପ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଲେ ସରକାର

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହା ଉପରେ ରୋକ୍ ଲଗାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଯାବତ ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି କେରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ୟୁରୋପ ଦେଶକୁ ବୁଲିବାକୁ ଯାଇ ଏହି ଘାତକ ଭାଇରସର ଶିକାର ହୋଇଥିବା ଜଣାପଡ଼ିଛି। ତେଣୁ ମାର୍ଚ୍ଚ ୧୮ ପରେ ୟୁରୋପ, ତୁର୍କୀ ଏବଂ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ସରକାର। ମାର୍ଚ୍ଚ […]

corona

corona

Subhransu Sekhar
  • Published: Monday, 16 March 2020
  • Updated: 16 March 2020, 09:24 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହା ଉପରେ ରୋକ୍ ଲଗାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଯାବତ ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି କେରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ୟୁରୋପ ଦେଶକୁ ବୁଲିବାକୁ ଯାଇ ଏହି ଘାତକ ଭାଇରସର ଶିକାର ହୋଇଥିବା ଜଣାପଡ଼ିଛି। ତେଣୁ ମାର୍ଚ୍ଚ ୧୮ ପରେ ୟୁରୋପ, ତୁର୍କୀ ଏବଂ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ସରକାର। ମାର୍ଚ୍ଚ ୩୧ ଯାଏ ଏହି ନିୟମ ଲାଗୁ କରିଛନ୍ତି ସରକାର। ଏମିତିକି କୌଣସି ବିମାନ ଚଳାଚଳ କରିପାରିବ ନାହିଁ।

ଆଜି ଚାରୋଟି ନୂଆ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡିଶା, ଜମ୍ମୁ କଶ୍ମୀର, ଲଦାଖ ଏବଂ କେରଳରୁ ଜଣେ ଲେଖାଏଁ ମୋଟ ଚାରି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି, ୟୁରୋପୀୟ ସଂଘର ସଦସ୍ୟ, ତୁର୍କୀ ଏବଂ ବ୍ରିଟେନରୁ ଭାରତକୁ ଆସିଥିବା ଯାତ୍ରୀ ୧୮ ମାର୍ଚ୍ଚ ପରେ ଆସିପାରିବେ ନାହିଁ। ମାର୍ଚ୍ଚ ୩୧ ୨୦୨୦ ପର୍ଯ୍ୟନ୍ତ ଏହି ଆଦେଶଳ ବଳବତ୍ତର ରହିବ। ସ୍ଥିତି ଦେଖିବା ପରେ ଏହି ଆଦେଶ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସେହିପରି ସୋମବାର କିଛି ମନ୍ତ୍ରୀଙ୍କୁ ନେଇ ଗ୍ରୁପ ଅଫ୍ ମିନିଷ୍ଟର ଗଠନ କରାଯାଇଛି। ଏହି ମନ୍ତ୍ରୀମାନେ ପ୍ରତିଷେଧକ ରଣନୀତି ଉପରେ ନଜର ରଖିବେ। ପ୍ରତିଷେଧକ ପାଇଁ ସରକାର ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେଥିମଧ୍ୟରେ ଶିକ୍ଷାନୁଷ୍ଠାନ, ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ, ଜିମ୍, ସଂଗ୍ରହାଳୟ, ସାଂସ୍କୃତିକ ତଥା ସାମାଜିକ କେନ୍ଦ୍ର, ସୁଇମିଂ ପୁଲ୍ ଏବଂ ସିନେମା ବନ୍ଦ ରହିଛି।

ଛାତ୍ରଛାତ୍ରୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯିବା ସହିତ ଅନଲାଇନ ଇଣ୍ଟରନେଟ୍ ଜରିଆରେ ପାଠ ପଢ଼ିବା ଉପରେ ଗୁରୁତ୍ୱ ଦେବାକୁ ସରକାର ପରାମର୍ଶ ଦେଇଛନ୍ତି। ଏଭଳି ହେଲେ ଲୋକଙ୍କ ଗହଳି, ବସ, ଟ୍ରେନ ଆଦି ଯାତ୍ରାରୁ ଜଣେ ଦୂରେଇ ରହି ନିଜକୁ ସୁରକ୍ଷିତ ରଖିପାରିବ ବୋଲି ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story